Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
Follow
2 days ago
ସମ୍ବଲପୁର: ଲୌହ ମାନବ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ଅବସରରେ ସମ୍ବଲପୁରରେ ଅନୁଷ୍ଠିତ ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଏହି ପରିପ୍ରେକ୍ଷୀରେ ଆଜି ସହରର ରିର୍ଜଭ ପୋଲିସ ଗ୍ରାଉଣ୍ତରୁ ଏକତା ପଦଯାତ୍ରା ବାହାରି ସହର ପରିକ୍ରମା କରି ସମ୍ବଲପୁର ସହର ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡିଆ ଜନସଭା ସ୍ଥଳକୁ ପହଞ୍ଚିଥିଲା । ଏହି ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।
ଜନସଭାରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏକତା ପଦଯାତ୍ରାରେ ଛାତ୍ରଛାତ୍ରୀ, ଯୁବସାଥୀ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନର ବନ୍ଧୁମାନଙ୍କ ଅଂଶଗ୍ରହଣ ବେଶ୍ ଉତ୍ସାହପୂର୍ଣ୍ଣ । ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଆୟୋଜିତ ଏହି ‘ଏକତା ପଦଯାତ୍ରା’ ଆମ ଦେଶର ଐକ୍ୟ, ସମତା ଏବଂ ସାମାଜିକ ସଦ୍ଭାବନାର ଏକ ଜୀବନ୍ତ ନିଦର୍ଶନ । ଏହା ଆମକୁ ତାଙ୍କର କଠୋର ପରିଶ୍ରମ, ନିଷ୍ଠାପରତା ଓ ଅଖଣ୍ଡ ଭାରତ ଗଠନ ପାଇଁ ଅତୁଳନୀୟ ଅବଦାନକୁ ମନେ ପକାଇ ଦେଉଛି । ସର୍ଦ୍ଦାର ପଟେଲଙ୍କ ଅସୀମ ସାହସ, ଅଦମ୍ୟ ରାଜନୈତିକ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ନେତୃତ୍ୱ କାରଣରୁ ଆମ ଦେଶ ଆଜି ବିକାଶର ମାର୍ଗରେ ଅଗ୍ରସର ହେଉଛି । ଗୁଜୁରାଟର ଅହମ୍ମଦବାଦରେ ପଟେଲଙ୍କ ପୃଥିବୀର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିଷ୍ଠା କରି ପ୍ରଧାନମନ୍ତ୍ରୀ ମୋଦି ଏହି ମହାପୁରୁଷଙ୍କୁ ରାଷ୍ଟ୍ର ତରଫରୁ ସର୍ବତ୍ତୋମ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟି ହେଉଛି ଗୌରବ, ଏକତା, ଶାନ୍ତି ଓ କୃତଜ୍ଞତାର ପ୍ରତୀକ । ‘ସମ୍ବିଧାନ ଦିବସ’ର ଅବ୍ୟବହିତ ପୂର୍ବରୁ ଏହିସବୁ କଥାକୁ ଆମେ ସ୍ମରଣ କରିବା ଜରୁରୀ ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶା 2036ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ l ଏହି ରାଜ୍ୟ ଗଠନରେ ବାମଣ୍ଡା ରାଜା ବାସୁଦେବ ସୁଢଳଦେବ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଭଳି ଅନେକ ବରପୁତ୍ରଙ୍କ ବଡ ଅବଦାନ ରହିଛି ।’ ଏହା ମଧ୍ୟ ପଢନ୍ତୁ:ମିଡ ସାଇଜ ଜୁ ହେବ ସମ୍ବଲପୁର ଚିଡ଼ିଆଖାନା, ଆସିବେ ମହାବଳ ବାଘ: ଧର୍ମେନ୍ଦ୍ର ପ୍ରଧାନବିହାର ନିର୍ବାଚନରେ ବିପୁଳ ସଫଳତା, ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରତେବେ ସମ୍ବଲପୁରରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଅଧିକ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ଗ୍ରାମାଞ୍ଚଳରେ ଆମେ ପୋଷଣକୁ ପ୍ରାଧାନ୍ୟ ଦେଇ ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ସବୁ ପିଲାଙ୍କ ଯତ୍ନ ନେବା । ସମ୍ବଲପୁରରେ ଖେଳକୁ ପ୍ରୋତ୍ସାହନ ଦେବା ସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରିବା ଏହା ସହ ସମସ୍ତେ ଫିଟ୍ ଓ ସୁସ୍ଥ ରହିବା ପାଇଁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l
ଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
A
00:19
They have a great experience.
00:22
We are now in the beginning to win others.
00:24
And schools there are certain places where we are going to build a lot of people who exist.
00:30
Today we have to build a lot of people in these problems.
00:34
Sirsadhar Singh found a human being.
00:39
We have had obviously become become a human being.
00:42
We have to have a strong movement.
00:44
We have to have too strong violence.
00:46
It is possible to come to this country as well.
00:52
Today, we are going to take a look at this.
00:56
We are going to take a look at Sambalpur.
01:02
We are going to take a look at Sambalpur.
01:08
We are going to take a look at Sambalpur.
01:12
We are going to take a look at Sambalpur.
01:16
That is not a good idea.
01:17
This is a good idea.
01:21
We are going to take a look at Sambalpur.
01:25
This is a good idea.
01:29
Sambalpur has been in the right direction for Sambalpur.
01:33
In this country, we are going to take a look at Sambalpur.
01:37
In the U.S.S., we used the same and treated as Sambhopur.
01:45
We used the younger generation of Vala Pai Patel, the young man of Jankara in the U.S.
01:51
In the 40th year, we spent with the first year ofAB at Sambhopur Прbuilt,
01:56
Mannyakendra Manteri, Shirook Dharmandra Pratham,
02:00
Thank you very much.
02:30
Thank you very much.
Be the first to comment
Add your comment
Recommended
3:37
|
Up next
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
2 months ago
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
4 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
11 months ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
3 weeks ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
4 weeks ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
3 weeks ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
3 days ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
5 months ago
3:31
ଶଙ୍ଖ ଛାଡି ପଦ୍ମ ଧରିଲେ ଜୟ; ଭୋଟ ପୋଛି ନେବି କହିଲେ ଘାସିରାମ
ETVBHARAT
7 weeks ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
4 weeks ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
7 weeks ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
7 weeks ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
6 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
3 weeks ago
3:28
ମା' ବିରଜାଙ୍କ କ୍ଷେତ୍ରରେ ନବରାତ୍ର ପୂଜା, ଆଜିଠୁ ମନ୍ଦିରରେ ନବଦିନାତ୍ମକ ରଥଯାତ୍ରା
ETVBHARAT
2 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
6 weeks ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
11 months ago
3:28
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
2 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
5 months ago
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
5 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
2 months ago
1:47
વડોદરા: ડિજિટલ અરેસ્ટના કિસ્સાએ કાયાવરોહણના ખેડૂતનો જીવ લીધો, બે આરોપીની ધરપકડ
ETVBHARAT
21 minutes ago
3:47
करनाल में पुलिस रिमांड पर लूट के पांचों आरोपी, अवैध हथियार बरामद, गहनों और कैश की रिकवरी जारी
ETVBHARAT
22 minutes ago
10:49
'വി എം വിനു എന്ന അധ്യായം അവസാനിച്ചിട്ടില്ല, വാക്കുപാലിക്കും'; രാമായണ കഥയുമായി കെ സി അബു
ETVBHARAT
29 minutes ago
Be the first to comment