Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର
ETVBHARAT
Follow
2 hours ago
ମାଲକାନଗିରି: ଆରମ୍ଭ ହେଲା 'ମାଲ୍ୟବନ୍ତ ମହୋତ୍ସବ-୨୦୨୫', ଉନ୍ମୋଚନ ହେଲା ପୋଷ୍ଟର । ମାଲକାନଗିରିର ପ୍ରସିଦ୍ଧ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରଥମ ପର୍ଯ୍ୟାୟରେ ପୋଷ୍ଟର ଉନ୍ମୋଚନ କରାଯିବା ସହ ଅନୁଷ୍ଠିତ ହୋଇଥିଲା କଳସ ଯାତ୍ରା । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ଏହି ବିଶାଳ କଳସ ଯାତ୍ରା ଆୟୋଜନ କରାଯାଇଥିଲା । ଏହା ସ୍ଥାନୀୟ ଭୈରବ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯିବା ପରେ ବିରାଟ୍ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । ଏବଂ ସେଠାରେ କଳସଗୁଡ଼ିକୁ ରଖାଯାଇଥିଲା । ତେବେ ମାଲ୍ୟବନ୍ତ ମହୋତ୍ସବ ଆସନ୍ତା ୧୪ରୁ ୧୮ ଡିସେମ୍ୱର ପର୍ଯ୍ୟନ୍ତ ପାଳନ ହେବ । ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଉନ୍ମୋଚନ କରାଯାଇଛି ।ଏନେଇ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି,"ମାଲ୍ୟବନ୍ତ ମହୋତ୍ସବ ପାଇଁ ଆମର କଳସ ଯାତ୍ରା ଆୟୋଜନ କରାଯାଇଥିଲା । ଆସନ୍ତା ୧୪ରୁ ୧୮ ଡିସେମ୍ୱର ପର୍ଯ୍ୟନ୍ତ ପାଳନ ହେବ ଆମର ଏହି ମହୋତ୍ସବ । ଏହା ପୂର୍ବରୁ ପୋଷ୍ଟର ଉନ୍ମୋଚନ କରାଯାଇଛି । ଏହାସହ କିଭଳି ଶାନ୍ତି ଶୃଙ୍ଖଳାର ସହ ଏହି ମହୋତ୍ସବ ସମାପନ ହେବ ସେନେଇ ପୂଜାର୍ଚ୍ଚନା କରାଯିବା ସହ ଏକ ବିଶାଳ କଳସ ଯାତ୍ରା ଆୟୋଜନ କରାଯାଇଥିଲା ।"ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଙ୍କ ସମେତ ବିଡିଓ, ତହସିଲଦାର, ଜନ ପ୍ରତିନିଧି ଓ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ । ଏହି ଶୋଭାଯାତ୍ରା ପାଇଁ ସ୍ଥାନୀୟ ସିଡିପିଓ ଶ୍ରୀମତୀ ରେଖା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମାଆମାନେ ପୂଜାର୍ଚ୍ଚନା ଓ ରଙ୍ଗୋଲୀ ଦାୟିତ୍ଵ ନିର୍ବାହ କରିଥିଲେ। ଏହି କଳସ ଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମାଲକାନଗିରି ବ୍ଳକ୍ ଅଧ୍ୟକ୍ଷା ଗୌରୀ ପଡିଆମୀ, ଚିତ୍ରକୋଣ୍ଡା ବ୍ଳକ୍ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ, କୋରୁକୁଣ୍ଡା ବ୍ଳକ୍ ଅଧ୍ୟକ୍ଷ ଜିତୁ ବୁରୁଡ଼ି, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଦୀପ ନାୟକ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ । ଏହା ମଧ୍ୟ ପଢନ୍ତୁ..ଓଡିଶା ବିହଙ୍ଗ ଉତ୍ସବ; ପର୍ଯ୍ୟଟକ ଶୁଣିବେ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ, କେବେ ଓ କ'ଣ ରହିଛି ସୁବିଧା ଇଟିଭି ଭାରତ, ମାଲକାନଗିରି
Category
🗞
News
Transcript
Display full video transcript
00:00
Music
00:30
Transcription by CastingWords
01:00
So, I came to a dance group in Kuala Shatrapati.
01:07
I went to a dance group to a local dance group.
01:11
I went to an interview with the main Jatrapati,
01:14
the main Jatrapati, so I went to an interview with Kuala Shatrapati.
01:18
I was here to be quite a bit of a interview.
01:22
There was a lot of work in this interview.
01:23
When I was here, I went to an interview with the Joganath Mandir,
01:26
I went to the Kuala Shatrapati.
01:28
He did a lot of work in soundtracks, and he did a lot of work in the soundtracks.
01:35
What is it going on in 2030?
01:38
The other side is going to be doing a lot of work as well.
01:41
The other side is going to be doing event management.
01:44
The other side is going to be standing on the front line.
01:47
As long as the other side is going to be making the fight,
01:50
the other side's going to be making the fight,
01:52
it's going to be 8.8.
01:54
And police will be getting on the track and
01:55
I have a very good perspective.
01:57
We have a very good perspective and a means to be able to get people's find space.
02:03
I do not expect them to be a tourist journey, but also to be able to drive their attention.
02:11
I do not expect you to be as free of them.
02:13
I do not expect you to get excited.
02:15
I will send you something again.
02:16
I can send you all the time.
02:17
I wish to have a life.
02:18
I wish your life.
02:19
I wish you a life.
02:21
I wish you a life.
02:23
I wish you a life.
Be the first to comment
Add your comment
Recommended
2:51
|
Up next
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
11 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
7 weeks ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
11 months ago
3:31
ଶଙ୍ଖ ଛାଡି ପଦ୍ମ ଧରିଲେ ଜୟ; ଭୋଟ ପୋଛି ନେବି କହିଲେ ଘାସିରାମ
ETVBHARAT
7 weeks ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
11 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
6 days ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
7 weeks ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
2 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
11 months ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
4 weeks ago
1:41
ଫ୍ଲାଏଓଭରରୁ ରେଲୱେ ଟ୍ରାକକୁ ଖସିଲା କାର, ଘଣ୍ଟାଏ ଯାଏଁ ଟ୍ରେନ ଚଳାଚଳ ବନ୍ଦ
ETVBHARAT
3 months ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
1 week ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
4 weeks ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
11 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
5 months ago
2:46
କାର୍ତ୍ତିକମାସର ପହିଲି ପଞ୍ଚୁକ, ଆଶୁତୋଷଙ୍କ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର
ETVBHARAT
4 weeks ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
4 weeks ago
2:53
ବମିଖାଲରେ ଆକର୍ଷଣୀୟ ସାଜିଛି 'ରାମୋଜୀ ଫିଲ୍ମ ସିଟି'ର ମହାଭାରତ ସେଟ ତୋରଣ
ETVBHARAT
2 months ago
3:44
અહેમદ પટેલના દિકરા ફૈઝલ પટેલ નવી પાર્ટીના પ્લાનમાં ? એક પોસ્ટથી ભરૂચના રાજકારણમાં ગરમાવો
ETVBHARAT
22 minutes ago
1:23
জগৎবল্লভপুরে পরপর দু'দিন বোমাবাজি, আহত অন্তত 7; নামল ব়্যাফ
ETVBHARAT
22 minutes ago
4:35
SIR মানে ভয় নয়, একপায়েই 'জয়' করে 99 শতাংশ কাজ শেষ BLO ম্যাডামের
ETVBHARAT
22 minutes ago
2:23
छिंदवाड़ा में 23 घंटे बाद मिला शव, 3 मोटर भी खाली नहीं कर पा रहीं थी कुएं का पानी
ETVBHARAT
32 minutes ago
1:54
டிட்வா புயலால் இலங்கையில் சிக்கித் தவித்த தமிழர்கள் 189 பேர் சென்னை வருகை
ETVBHARAT
52 minutes ago
6:01
ಗಾಳಿಯಿಂದ ದಿನಕ್ಕೆ 8-10 ಲೀಟರ್ ನೀರು ಉತ್ಪಾದನೆ: ದಾವಣಗೆರೆಯ ಬಿಐಇಟಿ ವಿದ್ಯಾರ್ಥಿಗಳ ಆವಿಷ್ಕಾರ
ETVBHARAT
58 minutes ago
Be the first to comment