Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ମିଳିଲାନି ଡ଼ଙ୍ଗା, ଅସୁସ୍ଥ ଜେଜେ ମାଆକୁ ଟିୟୁବରେ ଭସାଇ ଘରକୁ ଆଣିଲା ନାତି
6 weeks ago
ଯାଜପୁର: ଅସୁସ୍ଥ ଜେଜେ ମାଆଙ୍କୁ ଟିୟୁବରେ ଭସାଇ ଭସାଇ ଘରକୁ ଆଣିଲା ନାତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଧନିପୁର୍ ଗାଁରେ ବନ୍ୟା ବିପନ୍ନଙ୍କ ବିକଳ ଚିତ୍ର । ଗାଁରେ ବନ୍ୟାଜଳ ମାଡ଼ିଯିବା ପରେ ଯାତାୟାତ ପାଇଁ କୌଣସି ଡ଼ଙ୍ଗା କିମ୍ବା ମଟର ବୋଟ୍ ନଥିବାରୁ ଟିୟୁବ୍ ସାଜିଛି ବିକଳ୍ପ । ଯଦି କାହାର ଦେହ ଖରାପ ହୁଏ ତେବେ ତାଙ୍କ ପାଇଁ ସାହାରା ସାଜିଛି ଟିୟୁବ୍ । ସେପଟେ ଅସୁସ୍ଥ ଜେଜେ ମାଆଙ୍କୁ ନାତି ଟିୟୁବ୍ ସାହାଯ୍ୟରେ ଭସାଇ ଭସାଇ ଘରକୁ ନେଉଥିବା ଚିତ୍ର ସାମ୍ନାକୁ ଆସିଛି ।ଗତ ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ଗାଁର ଜଣେ ବୃଦ୍ଧାଙ୍କ ଦେହ ଖରାପ ହୋଇଥିଲା । ବନ୍ୟାପାଣିରେ ଗାଁ ଦାଣ୍ଡ ବୁଡ଼ି ଯାଇଥିବାରୁ ଆମ୍ବୁଲାନ୍ସ ତାଙ୍କ ଘର ପାଖରେ ପହଞ୍ଚିବା ଅସମ୍ଭବ ହୋଇ ପଡ଼ିଥିଲା । ଗାଁରେ ନ ଥିଲା ଡଙ୍ଗା କିମ୍ବା ବୋଟ୍ । ତେବେ ଅସୁସ୍ଥ ବୃଦ୍ଧାଙ୍କୁ ପରିବାର ଲୋକେ ଟିୟୁବ ସାହାଯ୍ୟରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ । ମୁଖ୍ୟରାସ୍ତାରୁ ତାଙ୍କୁ ଅଟୋ ଯୋଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଉକ୍ତ ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ପୂନର୍ବାର ଟିୟୁବ ସାହାଯ୍ୟରେ ଘରକୁ ନିଆଯାଇଛି ।ସେପଟେ ଏହି ଘଟଣାକୁ ନେଇ ଦଶରଥପୁର BDO ଆକାଶ ପଟ୍ଟନାୟକ କହିଛନ୍ତି," ମୁଁ ଆପଣଙ୍କ ଠାରୁ ଏହି ବିଷୟରେ ଖବର ପାଇଲି, ଯଥାଶୀଘ୍ର ସେ ଗାଁକୁ ବୋଟ୍ ବ୍ୟବସ୍ଥା କରାଯିବ । "
ଏହା ମଧ୍ୟ ପଢନ୍ତୁ...ଦୃଷ୍ଟିବାଧିତ କିନ୍ତୁ ସେବାର ସ୍ୱପ୍ନ ଅସୀମ... ବନ୍ୟା ବିପନ୍ନଙ୍କ ଆଖି ପାଲଟିଛନ୍ତି କେନ୍ଦ୍ରାପଡ଼ାର ସତ୍ୟ ନାୟକଇଟିଭି ଭାରତ, ଯାଜପୁର
Category
🗞
News
Transcript
Display full video transcript
00:00
Thank you so much for watching.
00:30
Thank you so much for watching.
Show less
Recommended
7:02
|
Up next
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
2 weeks ago
1:20
ଭୁବନେଶ୍ୱରରେ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା EV କାର୍
ETVBHARAT
2 weeks ago
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
4 weeks ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
7 weeks ago
2:04
ଗୁପ୍ତେଶ୍ୱର ଅଞ୍ଚଳରେ ମଣିଷ ପଣିଆ ଦେଖାଇଲେ ପୋଲିସ ଅଧିକାରୀ ଓ ସାଧାରଣଜନତା
ETVBHARAT
2 months ago
6:49
मंडला में बनेगा टाइगर सफारी-जू, लघु वनोपज प्रोसेसिंग यूनिट, मोहन यादव ने दी 460 करोड़ की सौगात
ETVBHARAT
7 hours ago
2:10
35 ବର୍ଷ ପରେ ପରିବାରର ମହାମିଳନ; ହିମାଚଳରୁ କେନ୍ଦ୍ରାପଡା ଫେରିଲେ ନିଖୋଜ ପ୍ରମିଳା, ଟାଟୁ ପାଇଁ ମା'କୁ ଫେରି ପାଇଲା ପୁଅ
ETVBHARAT
8 hours ago
1:33
ਵੱਡੀ ਵਾਰਦਾਤ, ਡਿਊਟੀ ਖਤਮ ਕਰਕੇ ਘਰ ਆ ਰਹੇ ASI ਨੂੰ ਮਾਰੀ ਗੋਲੀ, ਹੋਈ ਆਰ-ਪਾਰ !
ETVBHARAT
8 hours ago
8:35
ज्येष्ठ अभिनेते मोहन जोशी यांना कोल्हापुरात संगीतसूर्य केशवराव भोसले स्मृती पुरस्कार प्रदान
ETVBHARAT
8 hours ago
1:30
মা আহার থেকে বৈদ্যুতিক চুল্লি ! শুভেন্দুর নির্দেশে বদলাচ্ছে ফলতার ছবি
ETVBHARAT
8 hours ago
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
2 months ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
5 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
7 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
7 months ago
3:48
ନିଆଳିରେ 130 ବର୍ଷ ପୁରାତନ ଦୋପଟି ମେଲଣ ଆରମ୍ଭ, ହରିହର ଭେଟ ସହିତ ଏକାଠି ହେଲେ ୬୪ ବିମାନ
ETVBHARAT
7 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
9 months ago
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
9 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
10 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
10 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
10 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago