Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
Follow
5 months ago
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ରତ୍ନବେଦୀ ଛାଡି ସ୍ନାନବେଦୀକୁ ଆସିଛନ୍ତି ଶ୍ରୀଜିଉ । ଆଜି 108 ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାସ୍ନାନ ପରେ ଗଜ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।ଏଭଳି ଏକ ମହାନ ପର୍ବରେ ଭକ୍ତମାନେ ନିଜ ପ୍ରଭୁଙ୍କୁ ପାଖରେ ପାଇ ବଡ଼ ଦାଣ୍ଡରେ ବିଭିନ୍ନ ବେଶ ଧାରଣ କରି ନାଚି ଉଠିଛନ୍ତି । ନୟାଗଡ଼ରୁ ଆସିଥିବା ଘନଶ୍ୟାନ ନାମକ ଜଣେ ଭକ୍ତ ହନୁମାନ ବେଶ ଧାରଣ କରି ଶ୍ରୀମନ୍ଦିର ସାମ୍ନାରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଘନଶ୍ୟାନ କହିଛନ୍ତି,"ମୁଁ ଦୀର୍ଘ 30 ବର୍ଷ ହେବ ମହାପ୍ରଭୁଙ୍କ ଅଭଡ଼ା ସେବାରେ ରହିଛି । ଯେତେବେଳେ ମୋ ଦେହରେ ଡ଼ାଲି ପଡ଼ିଯାଇଥିଲା, ସେତେବେଳେ ମୁଁ ପ୍ରଭୁଙ୍କୁ ଜଣାଇଥିଲି ଏବଂ ସୁସ୍ଥ ହୋଇଥିଲି । ସେହି ଦିନଠାରୁ ମୁଁ ଦେବସ୍ନାନ ପୂର୍ଣ୍ଣିମା ହେଉ କି ରଥଯାତ୍ରା ସବୁ ସମୟରେ ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ ଧାରଣ କରିଥାଏ ।"ସେପଟେ ସ୍ନାନ ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । 15 ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ ମହାପ୍ରଭୁ । ଏହା ମଧ୍ୟ ପଢନ୍ତୁ...ସ୍ନାନବେଦୀରେ ଶ୍ରୀଜିଉ, ପୁରୀରୁ ଦେଖନ୍ତୁ ସିଧାପ୍ରସାରଣ - SNANA YATRA 2025ଏହା ମଧ୍ୟ ପଢନ୍ତୁ... ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଲୋକାରଣ୍ୟ ଶ୍ରୀକ୍ଷେତ୍ର - SNANA YATRA 2025ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
I
00:06
I
00:10
I
00:14
I
00:18
I
00:20
I
00:22
I
00:24
I
00:26
I
00:28
I
00:30
I
00:32
I
00:34
I
00:36
I
00:38
I
00:40
I
00:42
I
00:44
I
00:46
I
00:48
I
00:50
I
00:52
I
00:54
I
00:56
I
00:58
I
01:00
I
01:02
I
01:04
I
01:06
I
01:08
I
01:10
I
01:12
I
01:14
I
01:16
I
01:18
I
01:20
I
01:22
I
01:24
I
01:26
I
01:28
I
01:30
I
01:32
I
01:34
I
01:36
I
01:38
I
01:40
I
01:42
I
01:44
I
01:46
I
01:48
I
01:50
I
01:52
I
01:54
I
01:56
I
01:58
I
02:00
I
02:02
I
02:04
I
02:06
I
02:08
I
02:10
I
02:12
I
02:14
I
02:16
I
02:18
I
02:20
I
02:22
I
02:24
I
02:26
I
02:28
I
02:30
I
02:32
I
02:34
I
Be the first to comment
Add your comment
Recommended
1:34
|
Up next
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
1 week ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
6 weeks ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
10 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
10 months ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
10 months ago
2:46
ନାଚୁଛି ମୁଁ ଆଜି କାଳିଆ ପାଇଁ....
ETVBHARAT
4 months ago
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
5 months ago
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
5 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
4 weeks ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
6 weeks ago
1:30
ବାଲୁକା ଚିତ୍ରକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା
ETVBHARAT
7 weeks ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
9 months ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
10 months ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
10 months ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
10 months ago
4:45
ଓଡିଶା ଟେବୁଲ ଟେନିସ ଆସୋସିଏସନ ବ୍ରାଣ୍ଡ ଆମ୍ବାସାଡର ଶରଥ କମଲଙ୍କ ସହ ସାକ୍ଷାତକାର
ETVBHARAT
3 weeks ago
2:11
Teachers Day: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଗୁରୁ ଦିବସ ଶୁଭେଚ୍ଛା
ETVBHARAT
2 months ago
3:58
ଭାରତୀୟ ଜାତୀୟ ଟେବୁଲ ଟେନିସ କୋଚଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
ETVBHARAT
3 weeks ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
3 weeks ago
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
10 months ago
1:08
ନିଆରା ଢଙ୍ଗରେ ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
2 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
6 weeks ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
4 days ago
9:12
हिमाचल मटर और बीन्स के दाम छू रहे आसमान, मौसम ने बिगाड़ा गेम, बाहरी राज्यों में हाई डिमांड
ETVBHARAT
2 hours ago
Be the first to comment