Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ବାଲୁକା କଳାରେ ନେପାଳ ବନ୍ୟା ପ୍ରଭାବିତଙ୍କୁ ସମବେଦନା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
2 months ago
Sudarsan Pattnaik Sand Art , ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ "Prayers for Nepal" (ନେପାଳ ପାଇଁ ପ୍ରାର୍ଥନା) ବାର୍ତ୍ତା ସହ ଏକ ବିଶେଷ ବାଲୁକା କଳା ନିର୍ମାଣ କରିଛନ୍ତି । ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟାରେ 600ରୁ ଅଧିକ ଜୀବନ ଯାଇଥିବା ବେଳେ, ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରତିଦିନ ନିଖୋଜ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି । ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ପ୍ରଭାବିତ ବ୍ୟକ୍ତିଙ୍କୁ ବାଲୁକା ଚିତ୍ରକଳାରେ ସମବେଦନା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ । ସାରା ବିଶ୍ୱବାସୀଙ୍କୁ ନେପାଳ ବିପନ୍ନଙ୍କ ପ୍ରତି ସହାୟତାର ହାତ ବଢ଼ାଇବା ଉଚିତ ବୋଲି ସେ ବାଲୁକାକଳା ମାଧ୍ଯମରେ ବାର୍ତ୍ତା ଜଣାଇଛନ୍ତି । ବାଲୁକାକଳାରେ ନେପାଳ ବନ୍ୟା ପ୍ରଭାବିତଙ୍କୁ ସମବେଦନା:
ପ୍ରାୟ ୨୦ ଫୁଟ ଓସାର ଏବଂ ୫ ଫୁଟ ଉଚ୍ଚତାର ଏହି ବାଲୁକା କଳାଟି ସହାନୁଭୂତି, ଆଶା ଏବଂ ମାନବିକତାର ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରୁଛି । ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ବ୍ୟାପକ କ୍ଷତି ଘଟିଛି । ଏହି କଳାକୃତି ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ନେପାଳବାସୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରାର୍ଥନା କରିବା ସହ ପ୍ରଭାବିତ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇଛନ୍ତି । ପୁରୀ ବେଳାଭୂମିର ବାଲିରେ ନିର୍ମିତ ଏହି ଶିଳ୍ପକଳା ବନ୍ଧୁତା ଏବଂ ମାନବିକତାକୁ ଦର୍ଶାଉଛି । ପ୍ରାକୃତିକ ବିପତ୍ତି ଏବଂ ସଙ୍କଟ ସମୟରେ ମଣିଷ ସହାନୁଭୂତି, ସହାୟତା ଓ ଆଶାର ସହ ଏକାଠି ଠିଆ ହେବା ଉଚିତ ବୋଲି କୁହାଯାଇଛି । ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏହି ବାଲୁକା କଳା ନିର୍ମାଣ କରାଯାଇଛି ।
ସୁଦର୍ଶନ ପଟ୍ଟନାୟକ କହିଛନ୍ତି, " ବନ୍ୟା ଦ୍ୱାରା ପ୍ରଭାବିତ ନେପାଳବାସୀଙ୍କ ପାଇଁ ମୋର ହୃଦୟରୁ ପ୍ରାର୍ଥନା । ଏହି ବାଲୁକା କଳା ମାଧ୍ୟମରେ ମୁଁ ମୋର ସମବେଦନା ଜଣାଇବା ସହ ସମସ୍ତଙ୍କୁ ମନେ ପକାଇବାକୁ ଚାହେଁ ଯେ , କଠିନ ସମୟରେ ମାନବିକତା ସହ ଏକାଠି ଠିଆ ହେବା ଦରକାର । ମୁଁ ନେପାଳବାସୀଙ୍କ ସୁରକ୍ଷା, ଶକ୍ତି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି । ନେପାଳକୁ ସାରା ବିଶ୍ୱବାସୀ ସହଯୋଗର ହାତ ବଢ଼ାଇବା ନେଇ ମୁଁ ବିଶ୍ୱବାସୀଙ୍କୁ ଅନୁରୋଧ କରୁଛି ।"
ଏହା ମଧ୍ୟ ପଢନ୍ତୁ:କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲା ୫ ଫୁଟର ମଗରବୈତରଣୀ ନଦୀ ସ୍ରୋତରେ ଭାସିଗଲା କାର୍, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Recommended
1:09
|
Up next
୩୨ ପ୍ରକାର ଫଳ ଓ ପନିପରିବାରେ ନିର୍ମିତ ମା' ଦୁର୍ଗାଙ୍କ ବାଲୁକା କଳା
ETVBHARAT
1 week ago
1:19
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
ETVBHARAT
5 weeks ago
4:27
ମୋଦିଙ୍କ ଜନ୍ମଦିନରେ ବେଦପାଠରେ କମ୍ପିଲା ମନ୍ଦିର ପରିସର; ୪୦ ହଜାର ଟ୍ରାଇବାଲ ପିଲା କାଟିଲେ କେକ୍, ସମୂହ ଦୀପ ପ୍ରଜ୍ୱଳନ
ETVBHARAT
5 weeks ago
3:24
ଶ୍ରାବଣ ଦ୍ୱିତୀୟ ସୋମବାର; ଜଳାଭିଷେକ ପାଇଁ ଅଟ୍ରି ହଟକେଶ୍ୱର ପୀଠରେ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
3 months ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
3 months ago
0:24
वाराणसी में एयरशो; PM मोदी पहुंचे, सुखोई, मिराज, राफेल दिखाएंगे करतब, अरविंद मिल का उद्घाटन
ETVBHARAT
13 minutes ago
1:41
कुशीनगरपहुंचे BJP सांसद मनोज तिवारी; बोले- UP में फिर बनेगी योगी सरकार
ETVBHARAT
25 minutes ago
1:48
"రాహుల్గాంధీ ప్రధాని కావాలి" - కన్యాకుమారి నుంచి కాశ్మీర్కు ఏపీ అడ్వకేట్ పాదయాత్ర
ETVBHARAT
37 minutes ago
1:10
লক্ষ্মীপুজোর ভোরে পানাগড়ে ভয়াবহ দুর্ঘটনা ! কয়লাবোঝাই গাড়ির পিছনে টুরিস্ট বাসের ধাক্কা
ETVBHARAT
39 minutes ago
2:59
पुष्कर में 200 साल पुराना चमत्कारी चंद्र देव मंदिर, शरद पूर्णिमा और करवा चौथ पर उमड़ती है भारी भीड़
ETVBHARAT
41 minutes ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 months ago
3:06
ବ୍ରହ୍ମପୁରରେ ଜମୁଛି ସିଲ୍କ ସିଟି ମହୋତ୍ସବ ଓ ସୁଭଦ୍ରା ଶକ୍ତି ମେଳା
ETVBHARAT
7 months ago
1:46
ବାଲେଶ୍ଵରରେ ଧୁମଧାମରେ ପାଳନ ହେଲା ରାମ ନବମୀ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ସହର
ETVBHARAT
7 months ago
5:40
Watch: ପ୍ରଭୁ ହନୁମାନଙ୍କ ବେଶରେ ୧୭ ବର୍ଷ, ଆଗକୁ ୪ ଧାମ ବୁଲିବା ଲକ୍ଷ୍ୟ
ETVBHARAT
7 months ago
3:48
ନିଆଳିରେ 130 ବର୍ଷ ପୁରାତନ ଦୋପଟି ମେଲଣ ଆରମ୍ଭ, ହରିହର ଭେଟ ସହିତ ଏକାଠି ହେଲେ ୬୪ ବିମାନ
ETVBHARAT
8 months ago
8:54
Exclusive Interview; କାହିଁକି ପ୍ରଭାତଙ୍କୁ ବହିଷ୍କାର କଲା ବିଜେଡି ? ସାଙ୍ଘାତିକ ବୟାନରେ କହିଲେ ଦିଲ୍ଲୀରେ ଆକାଉଣ୍ଟ ଖୋଲିବା...
ETVBHARAT
8 months ago
2:41
Mahashivratri 2026: ୬୦ ଟନ ବାଲିରେ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି
ETVBHARAT
8 months ago
3:44
ପୂର୍ବାଞ୍ଚଳ ଯୁବ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଫକୀର ମୋହନ ବିଶ୍ୱବିଦ୍ୟାଳୟ
ETVBHARAT
9 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
9 months ago
3:44
କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ
ETVBHARAT
9 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
11 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
1 year ago
2:51
ଗୋପପୁରରୁ ଶୋକାକୁଳ ପରିବେଷରେ ବିଦାୟ ନେଲେ କୃଷ୍ଣ-ବଳରାମ
ETVBHARAT
2 years ago
3:53
ଗଣଦୁଷ୍କର୍ମ ପରେ ବଡ଼ ପଦକ୍ଷେପ, ଗୋପାଳପୁର ବେଳାଭୂମିରୁ ବିଚ୍ ସେକ୍ କ୍ୟାବିନ ହେବ ଉଚ୍ଛେଦ
ETVBHARAT
1 year ago
1:10
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ETVBHARAT
1 year ago