Skip to playerSkip to main content
  • 10 hours ago
ନିମାପଡ଼ା: ଜନଗଣନା ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଓ ଦୁର୍ବ୍ୟବହାରକୁ ଦୃଢ଼ ନିନ୍ଦା କରିଛନ୍ତି ପୁରୀ ଜଲ୍ଲା ନିମାପଡ଼ାରେ ନିୟୋଜିତ ଜନଗଣନା ଅଧିକାରୀମାନେ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଜନଗଣନା କର୍ମୀଙ୍କୁ ଆକ୍ରମଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଘଟଣା ପରେ ଜନଗଣନା ଅଧିକାରୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର SOP ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ନିମାପଡ଼ାର ଜଣେ ଜନଗଣନା ଅଧିକାରୀ କହିଛନ୍ତି,"ଜନଗଣନା ପାଇଁ ଘରକୁ ଘର ବୁଲୁଥିବା କର୍ମଚାରୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । କାମାକ୍ଷାନଗରରେ କର୍ମୀଙ୍କୁ ମାଡ଼ ମରାଯିବା ସହ ଅନ୍ୟ କେତେକ ସ୍ଥାନରେ ମଧ୍ୟ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଜନଗଣନା କରୁଥିବା କର୍ମଚାରୀଙ୍କୁ ସରକାର ଉଚିତ୍ ସୁରକ୍ଷା ପ୍ରଦାନ କରନ୍ତୁ । ଜନସାଧାରଣଙ୍କ ମଧ୍ୟରେ ଜନଗଣନାର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରାଯାଉ । ଯଦି ଜନଗଣନା କର୍ମୀମାନେ ଅସୁରକ୍ଷିତ ମଣିବେ, ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ।"ଏହା ମଧ୍ୟ ପଢନ୍ତୁ...ଜନଗଣନା ଅଧିକାରୀଙ୍କ ସୁରକ୍ଷା ପାଇଁ SOP ଆଣିଲେ ସରକାର, ବିରୋଧ କଲେ 3 ବର୍ଷ ପର୍ଯ୍ୟନ୍ତ ଜେଲଏହା ମଧ୍ୟ ପଢନ୍ତୁ...ଜନଗଣନା କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ, ଭାଙ୍ଗିଲେ ଗାଡ଼ି: 3 ଜଣଙ୍କୁ ବାନ୍ଧିଲା ପୋଲିସଇଟିଭି ଭାରତ, ନିମାପଡ଼ା 

Category

🗞
News
Transcript
00:03foreign
00:03foreign
00:03foreign
00:03foreign
00:16.
00:33but we have a lot of people who work for this,
00:37which is like our cultural representatives today.
00:40Whether they have forums or foreign attacks,
00:42Does necessary also make the79s different people work ?
00:49We have such a nice attitude.
00:52General systematically councils in our group are kids hungry,
00:55are stories and have heard about the parents.
01:30Thank you very much.
01:54Thank you very much.
02:10Thank you very much.
03:00Thank you very much.
03:00Thank you very much.
Comments

Recommended