Skip to playerSkip to main content
  • 5 hours ago
ରାଇରଙ୍ଗପୁର: ସାନ୍ତାଳୀ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ଚରଣ ହେମ୍ବ୍ରମଙ୍କୁ ଦେଶର ସମ୍ମାନଜନକ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏନେଇ ରାଷ୍ଟ୍ରପତି ଭବନରେ ଗତ ମଙ୍ଗଳବାର ଆୟୋଜିତ କାର୍ଯ୍ୟକ୍ରମରେ ସେ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ଗତ ତିନି ଦଶକରୁ ଅଧିକ ସମୟ ଧରି ସେ ସାନ୍ତାଳୀ ଭାଷାର ବିକାଶ, ଆଦିବାସୀ ଶିକ୍ଷାର ପ୍ରସାର ଓ ସାଂସ୍କୃତିକ ସଚେତନତା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି ।ଆଜି ପଦ୍ମଶ୍ରୀ ଚରଣ ହେମ୍ବ୍ରମ ରାଇରଙ୍ଗପୁର ନୂଆଗାଁସ୍ଥିତ ତାଙ୍କ ବାସଭବନକୁ ଫେରିବା ପରେ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସ୍ଥାନୀୟ ଲୋକେ ମଧ୍ୟ ତାଙ୍କୁ ସ୍ବାଗତ କରିଥିଲେ । ଏନେଇ ରାଇରଙ୍ଗପୁର ପ୍ରତିନିଧି ସଞ୍ଜୟ କୁମାର ପରିଡ଼ା ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କ ସହ ଅଧିକ ଆଲୋଚନା କରିଛନ୍ତି ।
 ଏହା ମଧ୍ୟ ପଢ଼ନ୍ତୁ...ପଦ୍ମଶ୍ରୀ ପାଇଲେ ଚରଣ ହେମ୍ବ୍ରମ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ହେଲେ ସମ୍ମାନିତପଦ୍ମ ପୁରସ୍କାର 2026: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ 3 ଓଡ଼ିଆ
ଇଟିଭି ଭାରତ, ମୟୂରଭଞ୍ଜ

Category

🗞
News
Transcript
00:00સંતાલી ભાસા સાહીત્ય ઓ સંસ્કૂરુતી પ્રતી જિબણ વ્યાપી અવધાં જોગુ રાયરંપૂપરમાટીરો સુજ�
00:25જ્આંય જિબણ જિબણ હ્યં જિબણ જિબણ જ્ળીંપીતીં જ્ડીતીંતી જ્હરણ બાંગીતી લીકીતીતીવીતી
00:47I am very happy to be here, and I am very happy to be here, and I am very happy
01:13to be here.
01:17I am very happy to be here, and I am very happy to be here, and I am very happy
01:26to be here.
01:33I am very happy to be here, and I am very happy to be here, and I am very happy
01:47to be here.
01:55So now, we did get our resources we learned about our business.
01:59Now, by the time we did get our attention to this district, the public School LiD needs to be done.
02:14I was surprised that I had an extra step of my life, and so I was surprised that I didn't
02:23have any further steps.
02:24I was surprised that I was very happy to have the very good person in the country.
02:34I was surprised that I was going to have a very happy man.
02:40And I was very happy.
02:53I had been very happy to see Divina Centrall Mantri as well.
03:06Thank you very much.
03:46Thank you very much.
04:11Thank you very much.
04:38Thank you very much.
05:09Thank you very much.
05:41Thank you very much.
Comments

Recommended