Skip to playerSkip to main content
  • 16 minutes ago
କେନ୍ଦୁଝର: ଥମୁନି ହାତୀ ମୃତ୍ୟୁ ! ପୁଣି ଆଉ ଏକ ହାତୀର ମୃତ୍ୟୁ ହୋଇଛି । ଗତକାଲି (ଗୁରୁବାର) ରାତିରେ କୂଅରେ ପଡି ଗୋଟିଏ ହାତୀ ଛୁଆର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଖାଦ୍ୟ ଅନ୍ବେଷଣରେ ଆସିଥିବା ବେଳେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀ ଛୁଆକୁ ଉଦ୍ଧାର କରିଛି ।ଏସିଏଫ୍ ଅଶୋକ ଦାସ କହିଛନ୍ତି,"ଗତକାଲି ବିଳମ୍ବିତ ରାତିରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ଗାଁ ଦେଇ ଯାଉଥିବା ସମୟରେ ମୋହନ ଚରଣ ମହାନ୍ତଙ୍କ ପରିବା ବାଡିରେ ଖାଇବା ପାଇଁ ପଶିଥିଲେ ।ଏହି ସମୟରେ ନିକଟରେ ଥିବା କୂଅ ଭିତରେ ଏକ ବର୍ଷର ଛୁଆ ହାତୀଟି ପଡ଼ି ଯାଇଥିଲା । ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଅନେକ ଚେଷ୍ଟା କରିଥିବା ବେଳେ ଉପରୁ ପଥର ଖସି ଛୁଆ ହାତୀ ମୁଣ୍ଡରେ ବାଜିଥିଲା । ଫଳରେ ହାତୀ ଛୁଆଟିର ମୃତ୍ୟୁ ଘଟିଥିଲା । ପରେ ବନ ବିଭାଗ, ମୃତ ହାତୀ ଛୁଆଟିକୁ କୂଅ ଭିତରୁ ଉଦ୍ଧାର କରି ପଦ୍ମପୁର ନର୍ସରୀକୁ ଆଣି ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି ।"
 ଏହା ମଧ୍ୟ ପଢନ୍ତୁ... ଦେଢ଼ ବର୍ଷରେ ମଲେଣି ୧୧୪ ହାତୀଏହା ମଧ୍ୟ ପଢନ୍ତୁ... ହାତୀ ମୃତ୍ୟୁ ଘଟଣା; ବାଲିଗୁଡ଼ା ଡିଏଫଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରିଏହା ମଧ୍ୟ ପଢନ୍ତୁ... ବୋମା ଖାଇ ହାତୀ ମୃତ୍ୟୁ ପରେ ଚେତିଲା ବନ ବିଭାଗ; ଆରମ୍ଭ କଲା 'ଜିବେ ଦୟା' ଅଭିଯାନ ।ଇଟିଭି ଭାରତ, କେନ୍ଦୁଝର

Category

🗞
News
Transcript
00:20I am
00:21I am
00:21I am
00:28in
00:29I was able to eat a lot of my friends and I was able to eat some food.
00:39But I was able to eat some food and I was able to eat some food.
00:46The food was gone accidentally, I was able to eat some food before the food.
00:54We have packed the steel and the big steel steel is on the ground.
01:00But with this, we have to get rid of the steel and the steel steel.
01:08We have to get rid of the steel steel and the steel steel steel.
01:15How did you get rid of the steel steel?
01:19Yes, we have to get rid of the steel steel steel.
01:22Yes, I will be able to do this with the post-mortem and then I will be able to do
01:28this with the post-mortem.
01:29So, the post-mortem will be able to do this with the post-mortem.
Comments

Recommended