Skip to playerSkip to main content
  • 2 days ago
ନିମାପଡ଼ା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ୱକୁ ଭାରତର ଏକ ଅମୂଲ୍ୟ ଅବଦାନ ହେଉଛି ଯୋଗ । ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବା ସହ ସମଗ୍ର ବ୍ରହ୍ମାଣ୍ଡ ସହିତ ନିଜକୁ ଏକାତ୍ମ କରିବାର ମହାନ ପ୍ରକ୍ରିୟା ହେଉଛି ଯୋଗ । ପ୍ରାଚୀନ କାଳରୁ ଚାଲିଆସିଥିବା ଏହି ଯୋଗ ପଛର ବିଜ୍ଞାନକୁ ଆଜି ଆଧୁନିକ ବିଜ୍ଞାନ ମଧ୍ୟ ସ୍ୱୀକାର କରିଛି । ପ୍ରାଚୀନ ଜ୍ଞାନ ଓ ଆଧୁନିକ ବିଜ୍ଞାନର ଏହି ଅପୂର୍ବ ମିଳନ ଆମର ଆସ୍ଥା ଓ ବିଶ୍ୱାସକୁ ଆହୁରି ଦୃଢ଼ କରିଛି, ଯାହାକୁ ଆଜି ସମଗ୍ର ବିଶ୍ୱ ସ୍ୱୀକୃତି ଦେଇଛି । ୨୦୧୫ ମସିହାରୁ ସାରା ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଆସୁଛି । ଆଜି ଦେଶର କୋଣ ଅନୁକୋଣରେ, ସବୁଠି ଯୋଗର ଏକ ଆଧ୍ୟାତ୍ମିକ ଓ ସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଛି । ସେହିପରି ଆଜିର ଦିନରେ ଅର୍କ କ୍ଷେତ୍ର କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ମଧ୍ୟ ଏକ ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆର୍କଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ASI) ଆନୁକୂଲ୍ୟରେ ସୂର୍ଯ୍ୟମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହର ସହ ସାମିଲ ହୋଇଥିଲେ । ମନ୍ଦିର ଭ୍ରମଣରେ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଏହି ଶିବିରରେ ଯୋଗଦେଇଥିଲେ । ନବଦୋୟ ଅଧ୍ୟକ୍ଷା ସୁନୀତି ସ୍ୱାଇଁ, ଯୋଗ ଗୁରୁ ବାମଦେବ ଆଲୁକା, ASI ଡେପୁଟି ସୁପର ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଭାବେ ଉତ୍ସାହିତ କରିଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଏବଂ ଆୟୋଜକ ଆର୍କଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଯୋଗାସନ କରିଥିଲେ । ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କରେ ପ୍ରାତଃ ସୂର୍ଯ୍ୟଙ୍କ କିରଣ ସହିତ ଯୋଗର ଏହି ମହାମିଳନ ସ୍ଥାନୀୟ ପରିବେଶକୁ ବେଶ୍ ଆହ୍ଲାଦିତ ଓ ଭକ୍ତିମୟ କରି ଗଢ଼ି ତୋଳିଥିଲା । କୋଣାର୍କରୁ ଆରମ୍ଭ କରି ସାରା ବିଶ୍ୱ ପର୍ଯ୍ୟନ୍ତ ଆଜି ଯୋଗ କେବଳ ଗୋଟିଏ ଦିନର ଅଭ୍ୟାସ ନୁହେଁ, ବରଂ ଏହା ଏକ ସୁସ୍ଥ ଜୀବନଶୈଳୀର ଅଂଶ ବିଶେଷ ହେବା ଆବଶ୍ୟକ । ଯାହା ପ୍ରତ୍ୟେକ ବ୍ୟକ୍ତିକୁ ଆପଣେଇବା ଜରୁରୀ ।
 ଏହା ମଧ୍ୟ ଦେଖନ୍ତୁ:LIVE: ଅନ୍ତର୍ଜାତୀୟ ଯୋଗ ଦିବସରଜ ମହୋତ୍ସବ ପାଇଁ ଉତ୍ସବ ମୁଖର ଯାଜପୁର, ପିଠାପଣା ମହକ ଓ ଦୋଳି ଖେଳରେ ମଜ୍ଜିଲେ ଆବାଳବୃଦ୍ଧନାରୀତ୍ବର ପର୍ବ 'ରଜ' ଅବସରରେ, ପାରମ୍ପରିକ ପୋଷାକ ପିନ୍ଧି ରାମ୍ପରେ ଚାଲିଲେ କୁନି ଝିଅ ଓ ମଡେଲଇଟିଭି ଭାରତ, ନିମାପଡ଼ା

Category

🗞
News
Transcript
00:14હારે આજી બોત કશ્તે લાગો છી આંતર્રજાશીક જોગદી વર્જટરં ખેત્રા ઉણારક શૂરજ્ય મંદીર
00:21પાદેશરે આજે હજાર હજાર જુગદુમાન એખાટે હાટે હીચંતી માઈ ભારત પૂરી આરકોલેજગાલ સભે પઈંડ�
00:42વોયઓ ન્યાર ભાવરાવન ઊત્યઓં છે હીચાડે કેચં વારુંત
01:35Thank you so much for joining us today, and we will be able to join us today, and thank you
01:39so much for joining us today, and thank you so much for joining us today.
01:42I have a lot of brain development and I have a lot of people who have been able to do
01:46this and I have a lot of patients.
01:49Today we have a lot of health and health.
01:56So we have a lot of meditation and yoga that we have seen.
02:03So yoga has a lot of people who have been able to play.
02:13foreign
02:16foreign
02:37like a worker so we like some of the jagu kufs the importance in the life

Recommended