Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
Watch: ବିଘ୍ନନାଶକଙ୍କ ପୂଜାରେ ବିଘ୍ନ, ପୂଜାର୍ଚ୍ଚନା ବେଳେ ମଣ୍ଡପରେ ଲାଗିଲା ନିଆଁ
6 weeks ago
ସମ୍ବଲପୁର: ଗଣେଶ ପୂଜା ଚାଲିଥିବା ବେଳେ ଅଘଟଣ । ଗତକାଲି (ସୋମବାର) ରାତି ପ୍ରାୟ 8ଟା 30ରେ ସମ୍ବଲପୁର ଫାଟକ ଅଞ୍ଚଳରେ ଥିବା ଦେହେରୀ ପାଲି ଗଣେଶ ପୂଜା ମଣ୍ଡପରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସମ୍ବଲପୁର ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ସର୍ଟସର୍କିଟ ଯୋଗୁଁ ଏହି ନିଆଁ ଲାଗିଥାଇ ପାରେ ବୋଲି ସମ୍ବଲପୁର ଜିଲ୍ଲା ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ ସୂଚନା ଦେଇଛନ୍ତି l ଏନେଇ ଖବର ମିଳିବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲା l ତେବେ ରାତିରେ ଅନେକ ଭକ୍ତ ମଧ୍ୟ ମଣ୍ଡପ ନିକଟରେ ଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି l ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ସମ୍ପୂର୍ଣ୍ଣ ଟେଣ୍ଟରେ ନିଆଁ ଲାଗି ଯାଇଥିଲା l
ଏଭଳି ପରିସ୍ଥିତିରେ ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ ଲୋକଙ୍କୁ ସାବଧାନତା ସହ ପୂଜା କରିବାକୁ ପରାମର୍ଶ ଦେଇଛନ୍ତି l କୌଣସି ଅଗ୍ନିକାଣ୍ଡ ହେଲେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେବାକୁ ସେ ଅପିଲ କରିଛନ୍ତି l ସମ୍ବଲପୁର ସହରର ନିଆଁ ଲାଗିଥିବା ଏହି ଅଞ୍ଚଳଟି ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ହୋଇଥିବା ବେଳେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁ କାହାରି କିଛି କ୍ଷତି ହୋଇନାହିଁ l
ଏହା ମଧ୍ୟ ପଢନ୍ତୁ:ଧନୀଠୁ ଗରିବ...ଖୁସିରେ ଜମିବ ସଭିଙ୍କ ନୂଆଖାଇ, 118 ଗରିବ ପରିବାର ପାଇଁ ବର୍ଷକର ଭତ୍ତା ଟଙ୍କା ଖର୍ଚ୍ଚ କରିଦେଲେ ଯୁବ ଜନପ୍ରତିନିଧିରାଜ୍ୟର ପ୍ରଥମ ଗଣେଶ ମେଢ଼; ଗଜାନନଙ୍କ ପୂଜାରେ ଝଲସିଲା ଚାନ୍ଦି, ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳିଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
Thank you very much.
00:30
Thank you very much.
Show less
Recommended
1:48
|
Up next
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
5 days ago
1:39
ବିଜୟା ଦଶମୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ 'ଲାଖବିନ୍ଧା' ନୀତି
ETVBHARAT
5 days ago
3:49
ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
1 week ago
6:30
ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ: ଖୋରଧାରେ ମୁଖ୍ୟମନ୍ତ୍ରୀଙ୍କ ସେବା ଜ୍ୟୋତି ଯାତ୍ରା
ETVBHARAT
3 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
5 weeks ago
1:57
मानहानि मामले में राहुल गांधी पर फैसला; काफिले की गाड़ियां आपस में टकराईं, राहुल सुरक्षित, सुल्तानपुर कोर्ट पहुंचे
ETVBHARAT
24 minutes ago
5:59
کولگام کے تعلیم یافتہ رفیق احمد نے نوکری پر زراعت کو دی اہمیت، مربوط کاشتکاری کے ذریعے کما رہے ہیں موٹی رقم
ETVBHARAT
27 minutes ago
1:48
କବିରାଜଙ୍କୁ ଜଙ୍ଗଲ ରାସ୍ତାରେ ବୀଭତ୍ସ ହତ୍ୟା, ହାଟରୁ ଫେରୁଥିଲେ ମାରି ଫିଙ୍ଗିଦେଲେ !
ETVBHARAT
30 minutes ago
2:46
తుపానుపై ప్రతి నాలుగు గంటలకోసారి బులెటిన్ - అధికారులను ఆదేశించిన సీఎం చంద్రబాబు
ETVBHARAT
32 minutes ago
3:12
मेहरानगढ़ में RIFF की आखिरी रात लोक संगीत और वैश्विक सुरों के नाम, जसवंत थड़ा पर हुआ समापन
ETVBHARAT
33 minutes ago
0:58
ବାଲୁକାକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
6 weeks ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
2 months ago
1:05
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲେ ୫ ଫୁଟର ମଗର
ETVBHARAT
2 months ago
2:14
ବୈତରଣୀ ନଦୀ ସ୍ରୋତରେ ଭାସିଗଲା କାର୍, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
4 months ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
5 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
8 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
9 months ago
3:41
ରାଷ୍ଟ୍ରପତିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, ତିରୁପତି ବାଲାଜୀଙ୍କ କଲେ ଦର୍ଶନ
ETVBHARAT
11 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago