Skip to playerSkip to main content
  • 11 minutes ago
ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଅସ୍ଥିରତାର ପ୍ରଭାବ ତୈଳ ବଜାରକୁ ଦୋହଲାଇ ଦେଇଛି । ଅଶୋଧିକ ତେଲର ମୂଲ୍ୟ ଉପରମୁହାଁ ହୋଇଥିବା ବେଳେ, ରନ୍ଧନ ଗ୍ୟାସ ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ରାଜରାସ୍ତାଠୁ ନେଇ ବିଧାନସଭା... ସବୁଠି ଗ୍ୟାସ ସଙ୍କଟ ପ୍ରସଙ୍ଗ । ଆଜି ରାଜ୍ୟରେ ଗ୍ୟାସ ସଙ୍କଟ ଅଭିଯୋଗରେ ଗୃହରେ ତୁମ୍ବି ତୁଫାନ କରିଛନ୍ତି ବିରୋଧୀ । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିଲେ କଂଗ୍ରେସ ବିଧାୟକ ହଟ୍ଟଗୋଳ ସହ ଡବଲ ଇଞ୍ଜିନ ସରକାରକୁ ଘେରିଥିଲେ । ଆଉ ଏହାକୁ ସମର୍ଥନ କରିଥିଲା ମୁଖ୍ୟ ବିରୋଧୀ ଦଳ ବିଜେଡି । ଅନ୍ୟପଟେ ଗଞ୍ଜାମଠୁ ନେଇ ନୟାଗଡ ରାଜ୍ୟରେ ଅଧିକାଂଶ ସ୍ଥାନରେ ଗ୍ୟାସ ସଙ୍କଟକୁ ନେଇ ଛାନିଆ ଲୋକେ । ଗ୍ୟାସ ଡିପୋ ଗୁଡ଼ିକରେ ଲାଗୁଛି ଲମ୍ବା ଲାଇନ । ସିଲିଣ୍ଡର ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା ସତ୍ତ୍ବେ ଗ୍ୟାସ୍ ମିଳୁନଥିବା ଅଭିଯୋଗ କରିଛନ୍ତି ଉପଭୋକ୍ତା । ସେପଟେ ଗ୍ୟାସ କଳାବଜାରୀ ରୋକିବା ଏବଂ ବୁକିଂ କରିଥିବା ଖାଉଟିଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ।ଏହା ମଧ୍ୟ ପଢନ୍ତୁ:ବିଧାନସଭାରେ LPG ଗ୍ୟାସ୍ ତାତି, ବିରୋଧୀଙ୍କ ହଟ୍ଟଗୋଳଏଲ୍‌ପିଜି ସଙ୍କଟ, ବ୍ରହ୍ମପୁରରେ ଗ୍ୟାସ୍‌ ଯୋଗାଣ ସ୍ବାଭାବିକରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ; ଚିନ୍ତା ବଢ଼ାଇଛି ଗ୍ୟାସ ସିଲିଣ୍ଡର ସଂକଟ, ବିକଳ୍ପ ସାଜିଛି ଇଣ୍ଡକ୍ସନ ଚୁଲାକଟକରୁ ନାରାୟଣ ସାହୁ, ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ନୟାଗଡ଼ରୁ ବିଶ୍ବଭୂଷଣ ମହାପାତ୍ର ଏବଂ ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଏବଂ ସଞ୍ଜୀବ ରାୟ ଇଟିଭି ଭାରତ...

Category

🗞
News
Transcript
00:09મધ્ય પ્રાચ્યારે અસ્તિરતાર પ્રભાપ તળ્ળ બજાર કુદ્ધ હુલાઈ દેછી
00:14અસુધિત તોળર મુલ્ય ઉપર મુહા હોયતિલા બળે રંધણ ગ્યાસ સંકટ ગોંભીરહેવાર લાગી છી
00:20આઓ એ હોચી ઓડીસા વિધાં સવા ભીતર ઔર દ્રૂસ્યા રાજજરે ગ્યાસ સંકટ અભીજોગરે ગ્રુહારે
00:53પલાકાડ ધરી બીખવ કરીતિલે કંગ્રેસ વિધાયકા
01:01મીડામે દેખું જન્તિ એબે ગ્યાસ રેડ જો બલી ભાવરે હુહું કરી કરીચાલે છી
01:22foreign
01:23foreign
01:25foreign
01:25foreign
01:32foreign
01:42foreign
01:55We are doing this on our own. We are doing this on our own.
02:03The city of Panama Ports is looking at the whole city's place for the city.
02:07The city of Panama Ports has made a long line.
02:10The city of Panama Ports have made the gas floodgates and new roads.
02:16The city of Panama Ports is not here with the city of Portsmouth.
02:18We are looking at the city of Panama Portsmouth.
02:25don't get the gas, almost, nobody gets the gas.
02:31I don't get the gas by the time.
02:32I don't get the gas in the city when I get the gas.
02:34There are a few sites in the city,
02:35almost, it's a hard time,
02:42and a huge area of the city.
02:46I would say there was a sudden bond.
02:50We had the sudden booking,
02:53where other gas Imple my dumb man Brooks
02:59programme has available gas
03:00we use that much
03:04there the ACSO report there was no deficit
03:08let's go down over there and throw a distributor
03:10there was a little guess to throw an MTP
03:14there were actions
03:17there are arrangements to throw a distributor
03:18in the way that I can see
03:22I think it's important that the people who are living in this country are not the same as the people
03:29who are living in this country are not the same as the people who are living in this country.
03:42.
04:41Thank you very much.
04:42Thank you very much.
05:17Thank you very much.
Comments

Recommended