Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ଯାହା ନେପାଳରେ ଘଟିଥିଲା ତାହା ଆଗକୁ ଓଡ଼ିଶାରେ ଘଟିବ, ଯୁବକମାନେ ନେତୃତ୍ବ ନେବେ ଓ ରାଜ୍ୟରେ ପରିବର୍ତ୍ତନ ଘଟିବ:ମହମ୍ମଦ ମୋକିମ
6 months ago
ଭୁବନେଶ୍ବର: ଓଡ଼ିଶାରେ ବିଧିବଦ୍ଧ ଭାବରେ ନୂଆ ଆଞ୍ଚଳିକ ଦଳ 'ଓଡ଼ିଶା ଜନତା କଂଗ୍ରେସ' ଦଳ ଗଠନ ହୋଇଛି । ଓଡ଼ିଶା ଓ ଓଡ଼ିଆଙ୍କ ହକ ପାଇଁ ଦଳ ଲଢ଼ିବ ବୋଲି କହିଛନ୍ତି ପାର୍ଟିର ପ୍ରତିଷ୍ଠାତା ମହମ୍ମଦ ମୋକିମ । ଏହାସହ ବିଗତ ସରକାର ଓ ବର୍ତ୍ତମାନର ସରକାରଙ୍କ ଉପରେ ବର୍ଷିଛନ୍ତି ମୋକିମ । ତେବେ ଆଗକୁ ଓଡ଼ିଶା ଜନତା କଂଗ୍ରେସ ଦଳର ଆଭିମୁଖ୍ୟ କଣ ରହିବ ? ଦଳ କେଉଁ ମୁଦ୍ଦା ଉପରେ ଅଧିକ ଫୋକସ୍ କରିବ ? ସେନେଇ ETV Bharat ସହ ସ୍ବତନ୍ତ୍ର ସାକ୍ଷାତକାରରେ ଖୁଲାସା କରିଛନ୍ତି ପ୍ରତିଷ୍ଠାତା ମହମ୍ମଦ ମୋକିମ ।
ପ୍ରଶ୍ନ: ମହମ୍ମଦ ମୋକିମଙ୍କ ନୂଆ ଦଳର ଆଭିମୁଖ୍ୟ କ'ଣ ?
ଉତ୍ତର: 'ଓଡ଼ିଆଙ୍କ ପାଇଁ ଓଡ଼ିଶା' ଆମର ଟ୍ୟାଗ୍ । ସରକାର ପରିବର୍ତ୍ତନ ହେଲା, ହେଲେ ଢାଞ୍ଚାରେ ପରିବର୍ତ୍ତନ ହେଲାନାହିଁ ।ସରକାର ପରିବର୍ତ୍ତନ ହେଲା, କିନ୍ତୁ ମଦ ବନ୍ଦ ହେଲାନାହିଁ କି ମହାନଦୀର ପାଣି ଆସିପାରିଲାନି । ଆସନ୍ତାକାଲି ଏକ ନୂଆ ଓଡ଼ିଶା ପାଇଁ ଏକ ଯୁବ କେନ୍ଦ୍ରିକ ଓଡ଼ିଶା ଗଠନ କରିବା । ବହୁ ବରିଷ୍ଠ ରାଜନେତା ଏ ଦଳରେ ସାମିଲ ହେବେ ଦଳର ଆଭିମୁଖ୍ୟ ।
ପ୍ରଶ୍ନ: ନୂଆ ଦଳ ଓଡିଶା ଜନତା କଂଗ୍ରେସର ଗ୍ରହଣୀୟତା ରହିବ କି ?ଉତ୍ତର: ଓଡିଶା ଜନତା କଂଗ୍ରେସ ପାର୍ଟି ଭାରତୀୟ ଜନତା ପାର୍ଟିର ବିକଳ୍ପ ଭାବେ ଉଭା ହେବ । ରାଜ୍ୟର ବିକାଶ ଦିଗରେ ଆମ ଦଳ କାର୍ଯ୍ୟ କରିବ । ଯୁବଶକ୍ତି, ମହିଳା, ଚାଷୀମାନଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟକର ପରିବେଶ ଯୋଗାଇ ଦେବା ଆମର ପ୍ରାଥମିକତା ହେବ ।ପ୍ରଶ୍ନ: ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ, ଦଳର ପ୍ରସ୍ତୁତି କେମିତି ରହିବ ?ଉତ୍ତର: ଆଗାମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନରେ ଆମେ ଲଢେଇ କରିବୁ । ଓଡିଶାବାସୀଙ୍କ ପାଖକୁ ଯିବୁ ।ଲୋକମାନଙ୍କଙ୍କୁ ସଚେତନ କରିବୁ ।
ପ୍ରଶ୍ନ: Gen-Zଙ୍କୁ କଣ କହିବେ?ଉତ୍ତର: ଯାହା ପୂର୍ବରୁ ନେପାଳ ଓ ଆସାମରେ ଘଟିଥିଲା, ତାହା ପରବର୍ତ୍ତି ସମୟରେ ଓଡ଼ିଶାରେ ଘଟିବ । ଯୁବକମାନେ ନେତୃତ୍ବ ନେବେ, ଓଡ଼ିଶାରେ ପରିବର୍ତ୍ତନ ହେବ, ଯୁବକମାନେ ଶାସନ କ୍ଷମତା ଦଖଲ କରିବେ ଓ ଆଗକୁ ବଢ଼ିବେ ।
ପ୍ରଶ୍ନ: ଜାତୀୟ ରାଜନୈତିକ ପୃଷ୍ଠଭୂମରେ ତେଲେଙ୍ଗାନାରେ ଓବେସି ନିର୍ବାଚନ ଲଢ଼ୁଛନ୍ତି, ବାହାର ରାଜ୍ୟରେ ମଧ୍ୟ ନିର୍ବାଚନରେ ଭାଗ ନେଉଛନ୍ତି ,ସେମିତି କଣ ଲକ୍ଷ ରଖିଛନ୍ତି ?ଉତ୍ତର: ଓଡିଶା ଭିତରେ ଆମର କାର୍ଯ୍ୟକ୍ରମ ରହିବ । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ଆମର ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବୁ ।
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଜନ୍ମ ନେଲା ନୂଆ ଦଳ, 'ଓଡିଶା ଜନତା କଂଗ୍ରେସ' ପାର୍ଟି ଲୋକାର୍ପିତ କଲେ ମହମ୍ମଦ ମୋକିମଆସନ୍ତାକାଲି ଲୋକାର୍ପିତ ହେବ 'ଓଡିଶା ଜନତା କଂଗ୍ରେସ', ଜନତା ମୈଦାନରେ ଶକ୍ତି ପ୍ରଦର୍ଶନ କରିବେ ମୋକିମ; ପ୍ରତିକ୍ରିୟା ରଖିଲେ କଂଗ୍ରେସ, ବିଜେପିଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:09
.
00:31
foreign
01:05
હરીહ સીહલોલ્ગામામામામામત્તામન્ય સીહ્થ્ટર્તર્હ હરીહ આમામામામામામ.
Show less
Recommended
3:10
|
Up next
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
6 days ago
2:44
ପିପିଲିରେ ସେବା ସଙ୍କଳ୍ପ ଅଭିଯାନ; ସଡ଼କ ସୁରକ୍ଷା ବାର୍ତ୍ତା ସହ ହେଲମେଟ୍ ବାଣ୍ଟିଲା ପରିବହନ ବିଭାଗ
ETVBHARAT
1 week ago
3:04
ନବରାତ୍ରିର ତୃତୀୟ ଦିନ: କଳାକଲି ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
2 weeks ago
3:24
ସମ୍ବଲପୁରରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାମିଲ ହେଲେ ଲକ୍ଷେରୁ ଊର୍ଦ୍ଧ୍ୱ ଜନସାଧାରଣ
ETVBHARAT
2 weeks ago
0:49
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
ETVBHARAT
3 weeks ago
4:31
कैसे पुनर्जीवित हुई हेवल नदी? क्या है इसके पीछे की बैकस्टोरी, सिलसिलेवार जानिए
ETVBHARAT
3 hours ago
7:00
કોંગ્રેસના 'વોટ ચોરી' સામે ભાજપનું 'લોકતંત્ર બચાવો' અભિયાન, સુરતની પદયાત્રામાં કોંગ્રેસ પર આકરા પ્રહાર
ETVBHARAT
3 hours ago
2:14
कुरुक्षेत्र में गेस्ट टीचर्स का जोरदार प्रदर्शन, नेशनल हाईवे 44 पर लगाया जाम, सिरसा से हुई थी "न्याय यात्रा" की शुरुआत
ETVBHARAT
3 hours ago
1:14
చిల్లర కోసం గొడవ - మహిళా కండక్టర్ను బస్సులోంటి తోసేసిన ప్రయాణికురాలు
ETVBHARAT
3 hours ago
3:39
करनाल में साइबर ठगी के मामले में दो आरोपी यूपी से गिरफ्तार, पाकिस्तान तक जुड़े तार
ETVBHARAT
3 hours ago
4:33
ବିକଶିତ ଭାରତରେ ଓଡ଼ିଶାର ଅବଦାନ ଅଧିକ ରହିବ: ରାଜ୍ୟ ବିଜେପି ସଭାପତି
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
1:31
ଭାଇରାଲ ଭିଡିଓ: ଏଠି ଯାତ୍ରୀ ନୁହେଁ ସିଙ୍ଗଡ଼ା ପାଇଁ ଅଟକିଯାଏ ଟ୍ରେନ୍ !
ETVBHARAT
4 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
4 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
7 months ago
3:49
Watch: ସମାପନ ହେଲା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା, ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍ ଭିଡ
ETVBHARAT
7 months ago
6:23
ବିଜେପି କାର୍ଯ୍ୟାଳୟରେ ଜମିଲା ରଙ୍ଗର ପର୍ବ, ଯାଜପୁର ଓ ଅନୁଗୋଳରେ ନେତା ଖେଳିଲେ ହୋଲି
ETVBHARAT
8 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
8 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
10 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
1:10
Constitution Day: ବାଲୁକାରେ ୬ ଫୁଟ ଉଚ୍ଚତାର ଭାରତୀୟ ସମ୍ବିଧାନ ପୁସ୍ତକ କରି ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
11 months ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
1 year ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
1 year ago