Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
1 year ago
ରାଇରଙ୍ଗପୁର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ନିମନ୍ତେ ନିଆରା ପ୍ରୟାସ କରାଯାଇଛି । ରଙ୍ଗ ବେରଙ୍ଗ ରଙ୍ଗୋଲିରେ ମୁରୁଜ ପ୍ରତିଯୋଗିତା କରାଯାଇ ହଜି ଯାଉଥିବା ପୁରାତନ ପରମ୍ପରାକୁ ଉଜ୍ଜିବୀତ କରାଯାଇଛି । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ 'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବର ଆୟୋଜନ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ମାଉସୀ ମାଆ ମନ୍ଦିର ସମ୍ମୁଖ ଦାଣ୍ଡରେ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । 'ମୁରୁଜରେ ମୋ ଜଗନ୍ନାଥ' ପ୍ରତିଯୋଗିତା:ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୋଟ ୪୬ଜଣ ଅଂଶଗ୍ରହଣ କରି ମୁରୁଜ ଆଙ୍କି ଥିଲେ । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ଯୋଗ ଦେଇ ସୁସଜ୍ଜିତ ମୁରୁଜ ଦାଣ୍ଡ ପରିଦର୍ଶନ କରିଥିଲେ । ପ୍ରତିଯୋଗୀମାନଙ୍କ ଦ୍ୱାରା ଅଙ୍କିତ ରଙ୍ଗ ବେରଙ୍ଗ ମୁରୁଜ ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ଅନେକ ଭିଡ଼ ଲାଗିଥିଲା । ଏନେଇ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ କହିଛନ୍ତି, "ଏଭଳି ପଦକ୍ଷେପ ବହୁତ ସ୍ୱାଗତଯୋଗ୍ଯ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସକାଳୁ ଉଠି ପିଲାମାନେ ମୁରୁଜ ପକାଉଛନ୍ତି ।"ଏହାମଧ୍ୟ ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମାରେ ବଳଦେବଜୀଉଙ୍କ ସ୍ୱତନ୍ତ୍ର ନୀତି, ଦୁର୍ଲଭ ପଦ୍ମ ବେଶରେ ଦେବେ ଦର୍ଶନଜଗାର ରାଜରାଜେଶ୍ବର ବେଶ ଦେଖି ବିଭୋର ଭକ୍ତ: ସବୁରି ମୁହଁରେ ଗୋଟିଏ କଥା..'କାଳିଆର ଡୋରି ଏମିତି ଲାଗିଥାଉ'ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ମହୋଦଧିରେ ଭାସିଲା ଡଙ୍ଗା, ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁଓଡିଆ ସଂସ୍କୃତିରେ ପଞ୍ଚୁକର ଅନେକ ମାହାତ୍ମ୍ୟ ରହିଛି । ପାଞ୍ଚ ଦିନ ଧରି ତୁଳସୀ ଚଉରା ମୂଳେ ରଙ୍ଗ ବେରଙ୍ଗର ମୁରୁଜ ପଡିଥାଏ । ତେବେ କାଳକ୍ରମେ ତାହା ଆଧୁନିକ ସମାଜରୁ ହଜି ଯାଉଛିି । ଏହିପରି ନିଆରା ପ୍ରୟାସ ପାଇଁ ଅଂଶଗ୍ରହଣ କରିଥିବା ଯୁବତୀ ଓ ମହିଳା ମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ଅଞ୍ଚଳର ଜନସାଧାରଣ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ପ୍ରତିବର୍ଷ ଏହିପରି କାର୍ଯ୍ୟକ୍ରମ କରିବାକୁ ନିବେଦନ କରିଛନ୍ତି । ଇଟିଭି ଭାରତ, ମୟୂରଭଞ୍ଜ
Category
🗞
News
Transcript
Display full video transcript
00:00
Thank you very much.
00:30
Thank you very much.
01:00
Thank you very much.
Show less
Recommended
New
1:14
Watch: ନୀଳଗିରି ବନ କାର୍ଯ୍ୟାଳୟ ମାଲଖାନାରେ ଅଗ୍ନିକାଣ୍ଡ
ETVBHARAT
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
0:49
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
ETVBHARAT
New
2:03
రేపే పుర పోరు - 92 చోట్లే ఎన్నికలు
ETVBHARAT
New
1:08
'गैंगस्टर के गांव' क्यों पहुंची कौशांबी पुलिस; महिलाओं को शपथ दिलाकर क्या वादा लिया
ETVBHARAT
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
3:04
ନବରାତ୍ରିର ତୃତୀୟ ଦିନ: କଳାକଲି ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
New
3:31
'అర్నబ్' తుపాను ప్రభావం తగ్గినా వెంటాడుతున్న కష్టాలు - రోడ్లు, వీధుల్లో దుర్వాసన
ETVBHARAT
New
1:31
जेल से बाहर आ सकते हैं आजम खान और अब्दुल्ला, किसी भी वक्त जिला कारागार पहुंच सकता है परवाना
ETVBHARAT
New
1:26
देवराहा बाबा के एक वाक्य ने बदला था चुनाव निशान; जानें इंदिरा गांधी ने क्यों अपनाया 'हाथ का पंजा'
ETVBHARAT
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT