Skip to playerSkip to main content
  • 10 hours ago
ନିଆଳି: ଆଜି ହେଉଛି ପହିଲି ପହିଲି ରଜ । ଗାଁ ଗଣ୍ଡାରେ ପୋଡ ପିଠାର ବାସ୍ନା ମହମହ ବାସୁଛି । ରଜପାନ, ପୁଚି ଖେଳ, ଝୋଟି, ଦୋଳି ଖେଳର ଆସର ଜମିବାରେ ଲାଗିଛି । ଝିଅ ଠାରୁ ବୋହୂ ସମସ୍ତେ ନୂଆ ପୋଷାକ ସାଙ୍ଗକୁ ଗୋଡରେ ଅଳତା, ହାତରେ ମେହେନ୍ଦି ଲଗାଇ, ପାନ ଖାଇ ପହିଲି ରଜକୁ ସ୍ବାଗତ କରିଛନ୍ତି । ନିଆଳି ଜଲ୍ଲାରପୁର ପଞ୍ଚାୟତରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅଭିନେତା ବବି ମିଶ୍ର ଯୋଗ ଦେଇ ଏହାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଇଛି । ସେହିପରି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣ ବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟ ମଧ୍ୟ ରଜ ପାଇଁ ସାଇଲୋ ବଡବିଲ ହାଇସ୍କୁଲ ପରିସରରେ ଆଞ୍ଚଳିକ ରଜ ଉତ୍ସବ ମହାସମାରୋହରେ ଯୋଗ ଦେଇଛନ୍ତି । 
 ଓଡ଼ିଶାର ଗଣ ପର୍ବ 'ରଜୋତ୍ସବ':
ଓଡ଼ିଶାର ଗଣ ପର୍ବ ରଜ । ରଜ ପୂର୍ବ ଦିନକୁ ସଜବାଜ କୁହାଯାଏ । ଏହା ପରେ ପହିଲି ଲଜ, ରଜ ସଂକ୍ରାନ୍ତି , ଭୂମି ଦହନ ଓ ବସୁମତୀ ସ୍ନାନ ଆଦି ପାଳନ କରାଯାଇଥାଏ । ଏହା ଏକ କୃଷିଭିତ୍ତିକ ପର୍ବ । ଯାହା ଚାଷର ଆରମ୍ଭକୁ ସୂଚାଇଥାଏ । ଏହି ପର୍ବ ପୃଥିବୀ ମା' ରଜସ୍ୱଳା ହେବା ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ରଜ ପର୍ବରେ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବିଭିନ୍ନ ପ୍ରକାରର ଖେଳ ଖେଳି ବୁଲାବୁଲି କରି ପର୍ବର ମଜା ନିଅନ୍ତି । 
 ଏହା ମଧ୍ଯ ପଢନ୍ତୁ:ମାଟି ଓ ମେଘର ମିଳନର ପର୍ବ ରଜ, ପୋଡପିଠା ପାନରେ ମହକୁଛି ଗାଁ ଠୁ ସହରଓଡ଼ିଶାର ଗଣପର୍ବ ରଜ: ଶାନ୍ତି ଓ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଏଥର ରଜରେ "DIGESTIVE ପାନ"... ରମାକାନ୍ତଙ୍କ ଦୋକାନରେ ଗ୍ରାହକଙ୍କ ଗହଳି, ଭେରାଇଟି 70ରୁ 80
ଇଟିଭି ଭାରତ, ନିଆଳି

Category

🗞
News
Transcript
00:21I am a part of my great brother, my brother, and I am a part of my brother.
00:28I love the message.
00:35It is a message that a lot of people have value,
00:39but the message is the message that a lot of people have value.
00:44Especially a lot of people have a lot of money and much of them have a lot of money.
00:55He was a nice man.
01:00Our Nasa had done this because he was like the first day.
01:02People like me, I'm a Guruji, I'm a senior or I'm a senior, I'm a senior.
01:06The Sasa had a very good day.
01:08There was a guy who was very good at the moment.
01:12He was very good at the moment.
01:19I would like to talk to him about the fact that he had to be a child and a child.
01:23He was a child, a child, a child, a child, a child, a child.
01:34He was a child, a child, a child.
01:41He was a child and a child.
02:17Thank you very much.
02:28Thank you very much.
03:15Thank you very much.
03:47Thank you very much.
Comments

Recommended