Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ବୁଡିଲା ପଞ୍ଚଲିଙ୍ଗେଶ୍ୱର ପୀଠ, ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା
8 minutes ago
ବାଲେଶ୍ୱର: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ଐତିହାସିକ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପାଣିରେ ଭର୍ତ୍ତି ହୋଇଯାଇଥିଲା । ପୂଜାର୍ଚ୍ଚନା ଚାଲିଥିବା ସମୟରେ ହଠାତ୍ ଦେବଗିରି ପାହାଡ଼ ଉପରୁ ପ୍ରବଳ ବେଗରେ ପାଣି ମାଡ଼ି ଆସିବାରୁ କିଛି ଘଣ୍ଟା ପାଇଁ ପୂଜା ବନ୍ଦ ରହିଥିଲା। ଏହାସହ ପୀଠରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିକଟକୁ ଯାଇ ଦର୍ଶନ କରିବା ଉପରେ କଟକଣା ଲଗାଯାଇଛି ।
ଅର୍ଣ୍ଣବ ପ୍ରଭାବରେ ଦେବଗିରି ପାହାଡ଼ର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା। ଫଳରେ ପ୍ରଖର ସ୍ରୋତରେ ପାଣି ମନ୍ଦିର ପୀଠ ଆଡ଼କୁ ମାଡ଼ି ଆସିଥିଲା । ପୂଜକମାନେ ପୂଜାର୍ଚ୍ଚନା କରୁଥିବା ସମୟରେ ପୂଜା ମଣ୍ଡପ ଉପରେ ମଧ୍ୟ ପାଣି ପ୍ରବାହିତ ହେବାକୁ ଲାଗିଥିଲା । ପାଣିର ପ୍ରଖର ସୁଅ ଦେଖି ସେଠାରେ ଉପସ୍ଥିତ ସେବାୟତ ଓ ଭକ୍ତମାନେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ଜଳ ପ୍ରବାହ ଅତ୍ୟନ୍ତ ତୀବ୍ର ଥିବାରୁ ପୀଠର ପଥୁରିଆ ରାସ୍ତା ଓ ପାହାଚଗୁଡ଼ିକ ବିପଦସଙ୍କୁଳ ହୋଇପଡ଼ିଥିଲା । ଏଥିଯୋଗୁଁ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାରେ କଟକଣା ଲଗାଯାଇଛି ।
ଏ ସମ୍ପର୍କରେ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ କହିଛନ୍ତି, "ଶ୍ରଦ୍ଧାଳୁମାନଙ୍କ ପାଇଁ ଦୂରରୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି। ଯେଉଁ ସ୍ଥାନରେ ଅଧିକ ପାଣି ଜମି ରହିଛି ଏବଂ ଜଳସ୍ରୋତ ପ୍ରଖର ରହିଛି, ସେଠାକୁ ନଯିବାକୁ ଭକ୍ତମାନଙ୍କୁ ବାରଣ କରାଯାଉଛି । ସୁରକ୍ଷା ବ୍ୟବସ୍ଥା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ଶ୍ରଦ୍ଧାଳୁମାନେ ଧୈର୍ଯ୍ୟ ଧରି ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ । ପ୍ରବଳ ଜଳସ୍ରୋତ ଯୋଗୁଁ ପୀଠରେ ଥିବା କେତେକ ଗେଟ୍ ଭାଙ୍ଗିରୁଜି ଯାଇଛି । ସେଗୁଡ଼ିକର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ସମସ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ହେବା ପରେ ଶ୍ରଦ୍ଧାଳୁଙ୍କୁ ନିକଟକୁ ଯାଇ ଦର୍ଶନ କରିବା ପାଇଁ ଅନୁମତି ଦିଆଯିବ ।"ଏହା ବି ପଢନ୍ତୁ- ବାତ୍ୟା 'ଅର୍ଣ୍ଣବ' ପରେ ଦକ୍ଷିଣ ଓଡ଼ିଶା ବେହାଲ ! ଗଞ୍ଜାମ ଓ ଗଜପତିରେ ଜନଜୀବନ ବାଧାପ୍ରାପ୍ତ, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷାଇଟିଭି ଭାରତ, ବାଲେଶ୍ୱର
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
7:52
|
Up next
କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା
ETVBHARAT
1 week ago
2:19
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
5 weeks ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
5 weeks ago
1:20
ଭୁବନେଶ୍ୱରରେ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା EV କାର୍
ETVBHARAT
6 weeks ago
4:46
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
2 months ago
0:57
জুবিন গাৰ্গৰ ন্যায়ৰ দাবীত নগাঁৱত আছুৰ মম শিখা সমদল
ETVBHARAT
4 minutes ago
0:19
અમદાવાદઃ રાજપથ રંગોલી ક્લબ રોડ પર અર્બન ચોક ફૂડ બજારમાં આગથી અફરાતફરી
ETVBHARAT
4 minutes ago
2:18
Karwa Chauth 2026: शिमला में सैकड़ों सुहागिनों ने किया चांद का दीदार, पति की लंबी उम्र की कामना की
ETVBHARAT
7 minutes ago
5:11
ବାତ୍ୟା 'ଅର୍ଣ୍ଣବ'; ରାୟଗଡାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ
ETVBHARAT
11 minutes ago
2:15
"పానీ" పేరుతో ప్రత్యేక యాప్ను ఆవిష్కరించిన జలమండలి - నీటి వృథాపై ఫిర్యాదు చేయండిలా
ETVBHARAT
14 minutes ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 months ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
2 months ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
2:05
ଦେବଭୂମି ରଥଯାତ୍ରା; ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ଜିନ୍ଦଲ ଗ୍ରୁପ୍ ମୁଖ୍ୟଙ୍କ ସହ ବହୁ କର୍ମଚାରୀ ଟାଣିଲେ ରଥ
ETVBHARAT
4 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
5 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
6 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
7 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
1 year ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
2 years ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago