Skip to playerSkip to main content
  • 5 weeks ago
ଭୁବନେଶ୍ବର: ଫେମିନା ମିସ୍ ଇଣ୍ଡିଆ 2024, ନିକିତା ପରୱାଲ୍‍ । ଭୁବନେଶ୍ବର ଗସ୍ତ ଅବସରରେ, ଓଡ଼ିଶା ଓ ଓଡ଼ିଆ ଖାଦ୍ୟକୁ ନେଇ ବେଶ୍ ପ୍ରଶଂସା କରିଛନ୍ତି, ଫେମିନା ମିସ୍ ଇଣ୍ଡିଆ ନିକିତା ପରୱାଲ । ନିକିତା ପରୱାଲ୍‍ କହିଛନ୍ତି ଯେ, "ଓଡ଼ିଶାର ଖାଦ୍ୟ ବହୁତ ସ୍ୱାଦିଷ୍ଟ । ଏଠାକାର ଲୋକମାନେ ବହୁତ ଭଲ । ମୋତେ ବିଶେଷ କରି ଓଡ଼ିଆ ଡାଲମା ବହୁତ ଭଲ ଲାଗେ । ଯହେତୁ ମୁଁ ଜଣେ ସକାହାରି, ତେଣୁ ଓଡ଼ିଆ ଥାଳିରେ ବହୁତ ଭିନ୍ନ ଭିନ୍ନ ଖାଦ୍ୟ ରହିଛି । ଯାହାକୁ ନେଇ ମୁଁ ନିଶ୍ଚିତ ଭାବରେ ଟେଷ୍ଟ କରିବି," ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,"ମୁଁ ଏକମାତ୍ର ମିସ୍ ଇଣ୍ଡିଆ, ଯାହା ଏତେ ବର୍ଷ ମଧ୍ୟରେ ଆମ ଅଞ୍ଚଳରେ କେହି ବି ହୋଇନଥିଲେ । ମୁଁ ବହୁତ ଛୋଟ ସହରରୁ ଆସିଛି । ଯେଉଁ ସମାଜରେ କି ଫ୍ୟାସନକୁ ନେଇ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ । କିନ୍ତୁ ମୋର ଏହି ଯାତ୍ରାରେ ଜାଣିବାକୁ ପାଇଛି ଯେ, ଜଣେ କେଉଁଠୁ ଆସିଛି, ତାହାକୁ ନେଇ କିଛି ଫରକ ନଥାଏ । ଏତିକି ଫରକ ଥାଏ ଯେ, ଜଣେ କେତେ ଦୂର ଯାଇପାରିବ । ଯଦି ତୁମର ନିଷ୍ପତି ଠିକ୍ ଅଛି, ତେବେ କୌଣସି ସ୍ବପ୍ନ ଛୋଟ ବା ବଡ଼ ହୋଇ ନଥାଏ," ବୋଲି କହିଛନ୍ତି ନିକିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ,"ଓଡ଼ିଆ ଖାଦ୍ୟ ମୋର ବହୁତ ପସନ୍ଦ । ପୂର୍ବରୁ ମଧ୍ୟ ଓଡ଼ିଶାର ଖାଦ୍ୟ ଟେଷ୍ଟ କରିଛି । ମୋତେ ଦହିବରା ଖାଇବାକୁ ଅଧିକ ପସନ୍ଦ ଲାଗେ । ତେବେ ଜଣେ ବ୍ୟକ୍ତି ଅପେକ୍ଷା ନିଜର ଭାବନା ଯୋଗାଇଛି ପ୍ରେରଣା । ଯାହା ଦେଶ ପାଇଁ ପ୍ରତିଯୋଗିତା କରୁଛି, ଆଗକୁ ମଧ୍ୟ କରିବି," ବୋଲି ସେ କହିଛନ୍ତି ।

ଏପ୍ରିଲ ୧୮ ତାରିଖରେ କିଟ୍ ରେ ଅନୁଷ୍ଠିତ ହେବାକୁ ଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୩୦ ଜଣ ରାଜ୍ୟ ବିଜେତା ବର୍ତ୍ତମାନ ଓଡ଼ିଶାରେ । ସେମାନଙ୍କ ସହ ସାମିଲ ହୋଇଛନ୍ତି ଫେମିନା ମିସ୍ ଇଣ୍ଡିଆ 2024 ନିକିତା ପରୱାଲ୍‍ । ଓଡ଼ିଶା ପର୍ଯ୍ୟଟନ ବିଭାଗ ସହମତି କ୍ରମେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରାଯିବ । ଏହା ବ୍ୟତୀତ ସେମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିବା ପାଇଁ ପୁରୀ, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମି ମଧ୍ୟ ପରିଦର୍ଶନ କରିବେ । ପୁରୀ ବେଳାଭୂମି ଓ ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିରରେ ସେମାନେ ହେରିଟେଜ ୱାକ୍‍ କରିବେ । 
 
ଏହା ମଧ୍ୟ ପଢ଼ନ୍ତୁ- ପବିତ୍ର ପଣା ସଂକ୍ରାନ୍ତି; ଘଟଗାଁ ମା' ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆମ ସରକାର ଫୋକସରେ ସମସ୍ତଙ୍କ ଉନ୍ନତି
ଏହା ମଧ୍ୟ ପଢ଼ନ୍ତୁ- ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଇଟିଭି ଭାରତ, ଭୁବନେଶ୍ବର

Category

🗞
News
Transcript
00:00I'm very happy to eat food.
00:01I have a good food.
00:03I have a good food,
00:04a good food,
00:05food,
00:07hospitality,
00:07everything is good in Uriya.
00:10I want to make everyone
00:13a hard work of Uriya.
00:16I want to make a hard work of Uriya.
00:16I want to make a new year
00:17for your life.
00:19I have a lot of joy.
00:22I have a good meal today.
00:24I have a lot of food.
00:26I am a vegetarian.
00:30I have a lot of food.
00:33We try to eat those more and talk to the US.
00:33I have a lot of food.
00:34I am also a good food.
00:34Some people like learning understands about the food.
00:39I love eating Mitz India.
00:44I spent some time in Ujjayan city
00:46a very small town.
00:52I am not a big food place.
00:53I like to make a food place.
00:54I am a small town.
00:54I am not a lot of food.
00:55I am buying a small town.
00:55I am using a pageantry
00:55or Miss India.
00:56It doesn't have a lot of fun.
00:58But this journey has taught me one thing.
01:01It doesn't have to be different from where you come from.
01:04It doesn't have to be different from where you want to go from.
01:06So, I just want everyone to give this advice,
01:09that if you take a seat,
01:10then there is no dream or dream.
01:12That is your dream.
01:13First of all,
01:14everyone has a great pleasure in the 2026.
01:18And today,
01:19we are prepared for 30 state winners.
01:22We are prepared for five and a half.
01:24We have a great experience for each girl.
01:29Thank you, Odisha.
01:30Thank you, Bhuvaneshwar.
01:31We have such a great opportunity.
01:34I have heard a lot about your brothers.
01:37So, I am very excited to eat it today.
01:41Yes.
01:41I love Odisha.
01:45Because it is my first time in Odisha.
01:47I am very excited.
01:50Everything is very new.
01:51I am very excited.
01:52I am very excited for this experience.
01:53I am very excited for this experience.
01:56Thank you to the KIT University.
01:58Because they are giving us so many experiences,
02:00so many opportunities.
02:02So, you are very excited.
02:03So, I am really excited.
02:04This is the 61st Feminam Miss India.
02:06I am very excited for everyone.
02:07And this is our Feminam Miss India.
02:09Here, there is no new year to come in Odisha.
02:21We are having some new year.
02:24There are many opportunities,
02:24many times and many exchanges.
02:28There are many opportunities.
02:29And I am very excited.
02:30I am very excited to see Odisha culture.
02:32We are very excited.
02:33Everyone has 30 contestants.
02:33In this question, Odisha, New Year, we have a lot of fun to celebrate in Odisha and New Year.
02:43Thank you so much.
02:45What is Bovaneshwar?
02:47Bovaneshwar, I want to celebrate many grand celebrations here.
02:54I want to cheer in the stadium.
02:56I want to cheer in the stadium.
02:58I want to play the placards, the pool.
03:02I want to be so happy.
03:04My face is a genuine happiness.
03:07I want to be a family of Bovaneshwar.
03:12I am really happy to be here.
Comments

Recommended