Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଦେବଭୂମି ରଥଯାତ୍ରା; ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ଜିନ୍ଦଲ ଗ୍ରୁପ୍ ମୁଖ୍ୟଙ୍କ ସହ ବହୁ କର୍ମଚାରୀ ଟାଣିଲେ ରଥ
3 months ago
ଅନୁଗୋଳ: ଦେବଭୂମି ଜିନ୍ଦଲ ନଗରରେ ପବିତ୍ର ଘୋଷଯାତ୍ରା ଉତ୍ସାହ ଓ ଆବେଗପୂର୍ଣ୍ଣ ବାତାବରଣ ମଧ୍ୟରେ ପାଳିତ ହୋଇଛି। ଏହି ଘୋଷଯାତ୍ରା ଦେଖିବାକୁ ଆଖପାଖ ଗ୍ରାମାଞ୍ଚଳ ଏବଂ ଅନୁଗୋଳରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ତାଳଧ୍ଵଜ, ଦର୍ପଦଳନ ଏବଂ ନନ୍ଧିଘୋଷର ଭବ୍ୟ ସୁସଜ୍ଜିତ ରଥରେ ଯଥାକ୍ରମେ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାବାହୁ ଶ୍ରୀ ଜଗନ୍ନାଥ ଆସିନ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ । ତୃତୀୟ ଥର ପାଇଁ କୁରୁକ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ନବୀନ ଜିନ୍ଦଲ, ତାଙ୍କ ଧର୍ମ ପତ୍ନୀ ତଥା ଜିନ୍ଦଲ ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ ଏବଂ ତାଙ୍କ ମାତା ଓ.ପି. ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା ତଥା ହରିୟାଣାର ହିସାର ବିଧାୟିକା ସାବିତ୍ରୀ ଜିନ୍ଦଲ ପ୍ରମୁଖ ରଥଯାତ୍ରାରେ ପ୍ରଧାନ ସେବକ ଭାବେ ଦାୟିତ୍ଵ ତୁଲାଇଥିଲେ । ନବୀନ ଜିନ୍ଦଲ ପହଣ୍ଡି କାର୍ଯ୍ୟକ୍ରମରେ ଭାଗ ନେବା ସହ ରଥରେ ସମର୍ଜନୀ ଧରି ଛେରା ପହଁରା କରିଥିଲେ ।
ଏ ଅବସରରେ ନବୀନ ଜିନ୍ଦଲ କହିଥିଲେ, "ମୁଁ ସର୍ବଶକ୍ତିମାନଙ୍କ ନିକଟରେ ପ୍ରାର୍ଥନା କରୁଛି, ସେ ଆମ ସମସ୍ତଙ୍କୁ ତାଙ୍କର ଦିବ୍ୟ ଆଶୀର୍ବାଦ ପ୍ରଦାନ କରନ୍ତୁ । ଏହା ଏଭଳି ଏକ ପର୍ବ ଯେଉଁଠାରେ ସମସ୍ତେ ସମାନ - ଧନୀ ଏବଂ ଗରିବଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆମେ ରଥ ଟାଣିବା ପାଇଁ ଏକାଠି ହୋଇ ବିଶ୍ୱର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କରୁଥାଉ । ଭଗବାନ ସାରା ବିଶ୍ୱର କଲ୍ୟାଣ କରନ୍ତୁ ।"
ରଥଟଣା ପୂର୍ବରୁ ସକାଳେ ମନ୍ଦିରରେ ନେତ୍ର ଲାଗି, ମଙ୍ଗଳ ଆରତୀ, ପହଣ୍ଡିବିଜେ ଆଦି ପାରମ୍ପରିକ ରୀତିନୀତି ଆୟୋଜିତ ହୋଇଥିଲା । ସବୁଠାରୁ ଆକର୍ଷଣର କେନ୍ଦ୍ର ଥିଲା କି ଦେବୀ ସୁଭଦ୍ରାଙ୍କ ପହଣ୍ଡି ଓ ରଥଟଣାରେ କେବଳ ମହିଳାମାନେ ନିୟୋଜିତ ହୋଇ ନୀତି ସମ୍ପର୍ଣ୍ଣ କରିଥିଲେ । ଏହି ଯାତ୍ରାରେ ଅନ୍ୟ କର୍ମଚାରୀମାନେ ଭକ୍ତି ଭାବରେ ରଥଯାତ୍ରା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେମାନେ ସାଧାରଣ ଜନତାଙ୍କ ସହ ମିଶି ରଥକୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା ।
ଜିନ୍ଦଲ ନଗରର ଏହି ଭବ୍ୟ ରଥଯାତ୍ରା ସମାରୋହ ଆସନ୍ତା ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା । ଏହି ଦିନ ଶ୍ରୀଜୀଉମାନେ ଦେବଭୂମିର ରତ୍ନ ସିଂହାସନକୁ ଫେରିବେ । ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଦିନ ଜିନ୍ଦଲ ନଗରରେ କର୍ମଚାରୀ ଏବଂ ଅନ୍ୟଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯିବ ।ଏହା ବି ପଢନ୍ତୁ- ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି - SEA OF UMBRELLAS BADADANDA
ଇଟିଭି ଭାରତ, ଅନୁଗୋଳ
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
7:52
|
Up next
କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା
ETVBHARAT
5 days ago
2:44
ପିପିଲିରେ ସେବା ସଙ୍କଳ୍ପ ଅଭିଯାନ; ସଡ଼କ ସୁରକ୍ଷା ବାର୍ତ୍ତା ସହ ହେଲମେଟ୍ ବାଣ୍ଟିଲା ପରିବହନ ବିଭାଗ
ETVBHARAT
1 week ago
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
2 weeks ago
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
4 weeks ago
2:59
ଦୋକାନ ଭିତରେ ପଶିଲା ଲୁହା ବୋଝେଇ ଟ୍ରକ; ୩ ଦୋକାନ ଭାଙ୍ଗିରୁଜି ଚୁରମାର
ETVBHARAT
5 weeks ago
2:17
पीएम मोदी के दिवंगत पिता पर खड़गे का विवादित बयान देश बर्दाश्त नहीं करेगा : मोहन यादव
ETVBHARAT
12 minutes ago
1:42
కీలక ఖనిజాల అన్వేషణలోకి సింగరేణి విస్తరించాలి : భట్టి విక్రమార్క
ETVBHARAT
17 minutes ago
3:54
శిల్పకళా వేదికలో 'కొరియా కల్చర్ డే' వేడుకలు - ఆ దేశ పెట్టుబడులను ఆకర్షిస్తామన్న భట్టి
ETVBHARAT
28 minutes ago
2:14
कैराना में सपा-भाजपा पर जमकर बरसे AIMIM चीफ असदुद्दीन ओवैसी, बोले- चीन की सेना को अरुणाचल से बाहर करें मोदी
ETVBHARAT
38 minutes ago
3:44
తుమ్మిడిహెట్టిపై నేడు ముంబయిలో కీలక చర్చలు - 152 మీటర్ల ఎత్తుకు మహారాష్ట్ర ఒప్పుకునేనా?
ETVBHARAT
44 minutes ago
2:19
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
5 weeks ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
5 weeks ago
1:29
ବାଲୁକା କଳାରେ ୧୦୧ଟି ମାଖନ ହାଣ୍ଡି ସହ ନନ୍ଦଲାଲା, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7 weeks ago
4:46
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
7 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 months ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
2 months ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
3 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
4:37
ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ
ETVBHARAT
6 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
8 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago