Skip to playerSkip to main content
  • 8 months ago
ନିମାପଡା(ପୁରୀ): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ କାରିଗର ନିଜର କଳାକୃତିରେ ମହାପ୍ରଭୁଙ୍କର ପ୍ରତିକୃତି ତିଆରି କରିଛନ୍ତି । ଅରୁଆ ଚାଉଳରେ ସେ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ରଥ । ଅକ୍ଷତ ଚାଉଳରେ ରଥ ନିର୍ମାଣ କରି ରଥ କାରିଗର ଅକ୍ଷୟ ପ୍ରଶଂସା ସାଉଁଟିଛନ୍ତି  । ତେବେ ଏନେଇ ପିପିଲି ଅଞ୍ଚଳରେ ଚର୍ଚ୍ଚାରେ ଅଛନ୍ତି ଅକ୍ଷୟ ।ପ୍ରତିବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କୁ ରଥ ବିଭିନ୍ନ ବସ୍ତୁ ଓ ପଦାର୍ଥ ସାହାଯ୍ୟରେ ରଥ ନିର୍ମାଣ କରନ୍ତି ଅକ୍ଷୟ । ଚଳିତ ବର୍ଷ ସେ ଅରୁଆ ଚାଉଳରେ ତିଆରି କରିଛନ୍ତି ମହାପ୍ରଭୁଙ୍କ ରଥ । ଅତି ସୁନ୍ଦର ଭାବରେ ରଥର ଚକ, ଚାରମାଳ, ବାଇଶି ପାହଚ, ପୋଟଳ, ପାରା ଭାଡ଼ି ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ପାଖାପାଖି ଦୁଇରୁ ଅଢେଇ ମାସର ଅକ୍ଲାନ୍ତ ପରିଶ୍ରମ ଫଳରେ ଚାଉଳରେ ରଥ ନିର୍ମାଣ କରିଛନ୍ତି ପିପିଲି ଦର୍ଜିସାହିର ଯୁବକ ଅକ୍ଷୟ ମହାପାତ୍ର । ଏହା ମଧ୍ୟ ପଢନ୍ତୁ: ରଥଖଳା ଅପଡେଟ: ତିନିରଥର କନ୍ଦର୍ପ ରୂପ ଖୋଦେଇ ଶେଷଦୁଇ ଫୁଟ୍ ଉଚ୍ଚର ଏହି ରଥରେ ଲାଗିଛି ୧୨ଶହ ଗ୍ରାମ ଅରୁଆ ଚାଉଳ । ଚାଉଳକୁ ଅତି ନିଖୁଣ ଭାବରେ ଯୋଡି ଏହି ରଥ ନିର୍ମାଣ କରିଛନ୍ତି ଅକ୍ଷୟ । ଏଥିପାଇଁ ତାଙ୍କୁ ମାଆ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକୁ ନେଇ ବେଶ୍ ଖୁସି ଅଛନ୍ତି ପୁରା ପରିବାର । ଏହା ପୂର୍ବରୁ ସେ ଦିଆସିଲି କାଠି ଓ ସୋଲରେ ନିର୍ମାଣ କରିଥିଲେ ମହାପ୍ରଭୁଙ୍କ ରଥ ଏବଂ ମୂର୍ତ୍ତି । ଯାହାକୁ ନେଇ ଅକ୍ଷୟଙ୍କୁ ଖୁବ୍ ପ୍ରଶଂସା କରିଥିଲେ ଅଞ୍ଚଳବାସୀ । ଅକ୍ଷୟ ଜଣେ ଜଗନ୍ନାଥ ପ୍ରେମୀ ହୋଇଥିବା ବେଳେ  ମହାପ୍ରଭୁଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଥିବା ସେ କହିଥିଲେ ।ପିପିଲିର ଶ୍ରୀପତିତପାବନ ମନ୍ଦିରରେ ତାଙ୍କ ପରିବାର ସେବା କାର୍ଯ୍ୟ କରନ୍ତି ଓ ମହାପ୍ରଭୁ ଆଶୀର୍ବାଦ ନହେଲେ ଏଭଳି ନିଖୁଣ କାର୍ଯ୍ୟ ସମ୍ଭବ ନୁହେଁ ବୋଲି ଅକ୍ଷୟ କହିଥିଲେ ।ଇଟିଭି ଭାରତ, ପୁରୀଏହା ମଧ୍ୟ ପଢନ୍ତୁ: ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ମନଲୋଭା ପଦ୍ମ ବେଶ

Category

🗞
News
Transcript
00:00Oh
00:30I am a carol and I am a carol.
00:44I am happy to be here, and I am happy to be here.
00:48So I am happy to be here and I am happy to be here.
00:56and it's not good in the past.
01:00If you have to worry about the task and the problem,
01:04it will be very difficult to understand the whole process.
01:10The process is very much difficult to understand the process of the processes.
01:13And I have to collect the process,
01:17the process of the process of the process of the process is very much.
01:21If you want to speak well, there are many other things, or many other things.
01:37We have had dedicated intensive care for children.
01:44We work a lot with the children, and we're working with the workers.
01:49and every day, the 5 or 7th day of the year, they had to take care of them,
01:55and the kids would take care of them, and they would take care of them.
02:01It was a very good thing,
02:05because the person who married to someone,
02:11but she could have been in the hospital.
02:15So after the baby in the moustache, I am a woman who was a cool lady.
02:22Although I am a girl, I am a girl, I am a girl and a woman.
02:29But now, I am very sad to see her dear.
02:34But I mean, when she is a woman, I am a girl.
02:40And so, she was a girl, I am a woman.
02:45It is a great pleasure to be able to do something like this.
02:52It is a great pleasure to be able to do something like this.
Comments

Recommended