Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
Follow
2 months ago
ନୟାଗଡ଼: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ନୟାଗଡ଼ରେ କଡା ସୁରକ୍ଷା ସହ ବୋଇତ ବନ୍ଦାଣ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ସମୟରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢୀ ଯୋଗ ଦେଉଥିବା ବେଳେ, ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ରଣପୁର ର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ କନ୍ଧମାଳ ଏମପି ତଥା ନୟାଗଡର ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବ ପାଳନ କରିଥିଲେ । ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଥିଲେ ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ର । ଆୟୋଜିତ ସାଂସ୍କୃତିକ ଉତ୍ସବରେ ଯୋଗ ଦେବା ସହ ସୁସଜ୍ଜିତ ଡଙ୍ଗାରେ ସାଗର ପୁଷ୍କରିଣୀରେ ନୌ ବିହାର କରିଥିଲେ । ସାଂସ୍କୃତିକ ନୃତ୍ୟ ଦେଖା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ସାଗର ପୁଷ୍କରିଣୀ କୂଳରେ ନୌବାଣିଜ୍ୟର ପରମ୍ପରାକୁ ଉଜ୍ଜିବୀତ କରି ରଖିବା ପାଇଁ ଗତ 22 ବର୍ଷ ହେଲା ସ୍ଥାନୀୟ ବୋଇତ ବନ୍ଦାଣ କମିଟି ଏହାକୁ ଆୟୋଜନ କରି ଆସୁଛି । ବୋଇତ ବନ୍ଦାଣ ଉତ୍ସବରେ ସ୍ଥାନୀୟ କୁନିକୁନି କଳାକାର ସହ ଶୀତଲଙ୍କ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିଭୋର କରିଥିଲା । ଓଡ଼ିଶାର ନୌବାଣିଜ୍ୟ ଐତିହ ପରମ୍ପରାଙ୍କୁ ଉଜ୍ଜୀବିତ ରଖିବା ପାଇଁ ନୟାଗଡ଼ ବାସିନ୍ଦାଙ୍କ ଏଭଳି ଉଦ୍ୟମ ଏବଂ ଭଲ ପାଇବାକୁ ପ୍ରଶଂସା କରିଥିଲେ ବାଚସ୍ପତି ସୁରମା ପାଢୀ ଏବଂ ଅଭିନେତ୍ରୀ ଶୀତଲ । ଏହା ମଧ୍ୟ ପଢନ୍ତୁ: ଜଗାର ରାଜରାଜେଶ୍ବର ବେଶ ଦେଖି ବିଭୋର ଭକ୍ତ: ସବୁରି ମୁହଁରେ ଗୋଟିଏ କଥା..'କାଳିଆର ଡୋରି ଏମିତି ଲାଗିଥାଉ'
ଇଟିଭି ଭାରତ, ନୟାଗଡ଼
Category
🗞
News
Transcript
Display full video transcript
00:00
Music
Be the first to comment
Add your comment
Recommended
5:01
|
Up next
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
6 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
2 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
2:50
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
5 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
3 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
3 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
2 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
2 weeks ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
6 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1 year ago
1:07
ନେପାଳରେ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା
ETVBHARAT
4 months ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
3 months ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1 year ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
1 year ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
2 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
4 weeks ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
3 months ago
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
6 months ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
6 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1 year ago
3:28
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
3 months ago
5:00
test 5
ETVBHARAT
4 hours ago
0:22
Test article 3
ETVBHARAT
4 hours ago
0:57
देव दीपावली पर जगमग संगम तट, दिखा भव्य नजारा - PRAYAGRAJ DEV DIWALI
ETVBHARAT
1 week ago
Be the first to comment