Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
1 year ago
ଭଦ୍ରକ: ମନ୍ତ୍ର ଧ୍ବନୀରେ କମ୍ପୁଛି ମା' ବଙ୍କ ବାସୁଳୀଙ୍କ ପୀଠ । 300 ବର୍ଷର ପୁରାତନ ଭଦ୍ରକର ଏହି ଶକ୍ତି ପୀଠରେ ଗତକାଲି ମହାସପ୍ତମୀ ପୂଜା ସମାପନ ହୋଇଥିବା ବେଳେ ଆଜି ମହାଅଷ୍ଟମୀ ପୂଜା । ଏହି ପୀଠରେ ଦେବୀଙ୍କର ପୂଜା ସହ ମା'ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜାର ରହିଛି ନିଆରା ପରମ୍ପରା। ଯାହାକି ଆଜିକୁ 68 ବର୍ଷ ଧରି ଏହି ପୀଠରେ ଚାଲି ଆସୁଛି । ମା' ବଙ୍କ ବାସୁଳୀ ପ୍ରଥମେ ଏକ ଅଶ୍ବସ୍ତ ଗଛ ମୂଳରେ ଆବିର୍ଭାବ ହୋଇଥିଲେ । କାଳକ୍ରମେ ମା'ଙ୍କର ଏକ ସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏହି ଦେବୀ ପୀଠରେ ବର୍ଷ ତମାମ ମା'ଙ୍କୁ ବଗଳାମୁଖୀ ବେଶରେ ପୂଜା କରାଯାଇଥାଏ। ମା' ବଙ୍କ ବାସୁଳୀଙ୍କ ପୀଠରେ ଦୁର୍ଗାପୂଜା:ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଏ। 1958 ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରା । ସ୍ଵର୍ଗତ ନନ୍ଦ କିଶୋର ମହାନ୍ତି ଏଠାରେ ଘଟ ସ୍ଥାପନ କରିବା ସହ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ । ଯାହାକି ଅନ୍ୟ ଦେବୀ ପୀଠମାନଙ୍କଠାରୁ ବେଶ ଭିନ୍ନ । ତେବେ ମା' ବଙ୍କ ବାସୁଳୀଙ୍କ ଆପର କରୁଣା ରହିଥିବା ବେଳେ ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି ବୋଲି ବିଶ୍ବାସ ରହିଛି । ଚଳିତବର୍ଷ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା ବିଧି ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏନେଇ ମନ୍ଦିର କମିଟି ଏବଂ ପ୍ରଶାସନର ମିଳିତ ସହଯୋଗରେ ସ୍ବେଚ୍ଛାସେବୀ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏଥିସହ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।ଏନେଇ ମନ୍ଦିର କମିଟି ସଦସ୍ୟ କହିଛନ୍ତି,"ଭାଇଚାରାର ସହର ଭଦ୍ରକରେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକେ ଏହି ପୂଜା କମିଟିରେ ସଦସ୍ୟ ରହିଛନ୍ତି । ତେବେ ଚଳିତ ବର୍ଷ ସମସ୍ତ ରୀତିନୀତି ଅନୁଯାୟୀ ବେଶ ଧୁମଧାମରେ ପାଳନ କରାଯାଉଛି ପୀଠରେ ଶାରଦୀୟ ଦୁର୍ଗାପୂଜା । ଅନ୍ୟ ପୀଠମାନଙ୍କ ପରି ଏଠାରେ ମଧ୍ୟ ରହିଛି ବଳି ପରମ୍ପରା । ହେଲେ ପଶୁ ପକ୍ଷୀଙ୍କ ନୁହେଁ ବରଂ ଦିଆଯାଏ କଖାରୁ ବଳି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁ ମାନସିକ ନେଇ ଏଠାରେ କଖାରୁ ବଳି ଦେଇଥାନ୍ତି। ତେବେ ସମସ୍ତ ବିଧି ମଧ୍ୟରେ ଏଠାରେ ମା'ଙ୍କ ଯଥାରୀତି ପୂଜା ଆରମ୍ଭ ହୋଇଥିବା କହିଛନ୍ତି ପୂଜକ । ଏହି ପୁରାତନ ଶକ୍ତିପୀଠ ମା' ବଙ୍କବାସୁଳୀ ପୀଠରେ ପୀଠ ଦେବୀଙ୍କର ପୂଜା ସହ ମା'ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପରମ୍ପରାର ସ୍ବତନ୍ତ୍ରତା ବେଶ ନିଆରା ।"ଏହା ମଧ୍ୟ ପଢନ୍ତୁ...ଶ୍ରୀକ୍ଷେତ୍ରରେ ଗୋଶାଣୀ ଯାତ୍ରା; ମା' ଦୁର୍ଗାଙ୍କ ସହ ପୂଜା ପାଆନ୍ତି ବିଶାଳ ନାଗା ମୂର୍ତ୍ତିଏହା ମଧ୍ୟ ପଢନ୍ତୁ... ଆଜି ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ଡିଇଟିଭି ଭାରତ, ଭଦ୍ରକ
Category
🗞
News
Transcript
Display full video transcript
00:00
foreign
00:28
Thank you very much.
00:58
Thank you very much.
Show less
Recommended
4:46
|
Up next
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
7 weeks ago
1:29
ବାଲୁକା କଳାରେ ୧୦୧ଟି ମାଖନ ହାଣ୍ଡି ସହ ନନ୍ଦଲାଲା, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 months ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
2 months ago
4:14
ശബരിമല മണ്ഡല മകരവിളക്ക് തീർത്ഥാടനം; ക്രമീകരണങ്ങൾ സംബന്ധിച്ച് ചർച്ച നടത്തി, പ്രവൃത്തികൾ നവംബർ 10 ഓടെ പൂർത്തിയാക്കുമെന്ന് ദേവസ്വം ബോർഡ് പ്രസിഡൻ്റ്
ETVBHARAT
32 minutes ago
2:12
मथुरा में 'ब्रजरज उत्सव-2026' की धूम; सांसद हेमा मालिनी ने किया नृत्य नाटिका गंगा का मंचन
ETVBHARAT
33 minutes ago
1:29
કેનેડામાં માર્ગ અકસ્માતમાં દશેલાના યુવકનું મોત, એક સપ્તાહથી મૃતદેહ વતન લાવવા સરકારને આજીજી કરી રહ્યા છે પિતા
ETVBHARAT
33 minutes ago
2:01
బంగాళాఖాతంలో బలపడిన వాయుగుండం - రాష్ట్రానికి తుపాను ముప్పు
ETVBHARAT
53 minutes ago
0:41
शिर्डीच्या साईचरणी दिल्लीतील भक्ताचं सुवर्णदान; 2 लाख 88 हजार रुपयांच्या सूर्याकार सोन्याचं ब्रोच अर्पण
ETVBHARAT
57 minutes ago
2:05
ଦେବଭୂମି ରଥଯାତ୍ରା; ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ଜିନ୍ଦଲ ଗ୍ରୁପ୍ ମୁଖ୍ୟଙ୍କ ସହ ବହୁ କର୍ମଚାରୀ ଟାଣିଲେ ରଥ
ETVBHARAT
3 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
3:19
121 ବର୍ଷ ଧରି ଶ୍ରୀବନ୍ତପୁର ଗାଁରେ ଚାଲିଛି ରାମରାଜା ଉତ୍ସବ, ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼
ETVBHARAT
4 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
9 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
9 months ago
3:44
କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
11 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
1 year ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
1 year ago
2:53
ବମିଖାଲରେ ଆକର୍ଷଣୀୟ ସାଜିଛି 'ରାମୋଜୀ ଫିଲ୍ମ ସିଟି'ର ମହାଭାରତ ସେଟ ତୋରଣ
ETVBHARAT
1 year ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
1 year ago