Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ନେପାଳରେ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା
1 year ago
ପୁରୀ: ନେପାଳରେ ସୃଷ୍ଟି ହୋଇଥିବା ଅଶାନ୍ତି ଧିରେ ଧିରେ କୁହୁଳୁଥିବା ବେଳେ, ବାଲୁକା କଳାରେ ଶାନ୍ତିବାର୍ତ୍ତା ଦେଇଛନ୍ତି ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଭାରତର ପଡୋଶୀ ଦେଶ ନେପାଳରେ ବ୍ୟାପକ ଅଶାନ୍ତି ଓ ଅରାଜକତା ଖେଳିଯାଇଛି । ଯୁବପିଢ଼ି ମାନେ ସରକାରଙ୍କ ମନୋମୁଖୀ କାର୍ଯ୍ୟ ଓ ଦୁର୍ନୀତି ଉପରେ ପ୍ରତିବାଦ କରି ବ୍ୟାପକ ଆନ୍ଦୋଳନ କରିଛନ୍ତି । ସରକାରଙ୍କର ସୋସିଆଲ ମିଡିଆ ବ୍ୟାନ କରିବା ନିଷ୍ପତ୍ତି ଯୁବପିଢିଙ୍କ ମଧ୍ୟରେ ଘୋର ଅସନ୍ତୋଷର କାରଣ ସାଜିଥିଲା । ଏହା ପରେ ବ୍ୟାପକ ହିଂସାକାଣ୍ଡ ଆରମ୍ଭ ହୋଇଥିଲା ।ଏହା ମଧ୍ୟ ପଢନ୍ତୁ: ବାଲୁକା ଚିତ୍ରକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛାTeachers Day: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଗୁରୁ ଦିବସ ଶୁଭେଚ୍ଛାହିଂସା ବ୍ୟାପକ ହେବାରୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମୀ ଓଲି ଓ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ନେପାଳରେ ପରିସ୍ଥିତି ବହୁ ଉତ୍ତେଜନାପୂର୍ଣ୍ଣ ରହିଛି । ଦେଶରେ ସାମରିକ ବାହାନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସମସ୍ତ ଚେଷ୍ଟା ଚଳାଇଛି । ତେବେ ନେପାଳରେ ଶାନ୍ତି ଫେରାଇ ଆଣିବା ପାଇଁ ନେପାଳ ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ଏଣୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ନେପାଳ ଜନତା ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ ବୋଲି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ ବାଲୁକା ଚିତ୍ରକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ।ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Recommended
1:50
|
Up next
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
4 days ago
1:39
ବିଜୟା ଦଶମୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ 'ଲାଖବିନ୍ଧା' ନୀତି
ETVBHARAT
4 days ago
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
5 days ago
1:17
ଦାଣ୍ଡିଆ ତାଳେ ତାଳେ ଝୁମିଲେ ଶତାଧିକ ଯୁବକ ଯୁବତୀ
ETVBHARAT
5 days ago
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
2 weeks ago
2:01
బంగాళాఖాతంలో బలపడిన వాయుగుండం - రాష్ట్రానికి తుపాను ముప్పు
ETVBHARAT
19 minutes ago
0:41
शिर्डीच्या साईचरणी दिल्लीतील भक्ताचं सुवर्णदान; 2 लाख 88 हजार रुपयांच्या सूर्याकार सोन्याचं ब्रोच अर्पण
ETVBHARAT
23 minutes ago
4:22
काशी में PM मोदी; आयुष मंत्री बोले- ‘विंग्स ओवर गंगेज’ एयर-शो देखेंगे प्रधानमंत्री, यह है पूरा शेड्यूल
ETVBHARAT
34 minutes ago
0:30
नरेला के DDA प्राइम अपार्टमेंट के छठी मंजिल में भीषण आग, घटना में कोई हताहत नहीं
ETVBHARAT
38 minutes ago
6:15
लाट भैरव पर गूंजी चौपाइयां, पर नहीं सुनाई दी अजान के बाद नमाज, काशी में टूट गई 483 साल पुरानी 'गंगा-जमुनी' परंपरा
ETVBHARAT
1 hour ago
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
3 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
5 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
1:11
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
4 months ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
5 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
6 months ago
2:25
ଅନ୍ତର୍ଜାତୀୟ ମହିଳା ଦିବସରେ ପଡ଼ିଲା ହାତଗଣ୍ଠି
ETVBHARAT
8 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
8 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
1 year ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
2 years ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
1 year ago