Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
Follow
2 days ago
ହାଇଦ୍ରାବାଦ: କେରଳର ଇଡୁକୀ ପାହାଡ଼ରେ ଦେଖିବାକୁ ମିଳିଛି ବିରଳ ଆଫ୍ରିକୀୟ ଟୁଲିପ୍ ଫୁଲ । ଏହା କେରଳର ସବୁଜିମାରେ ଭରି ଦେଇଛି ନାରଙ୍ଗୀ ଓ ସ୍ବର୍ଣ୍ଣିମ ରଙ୍ଗ । ସ୍ପାଥୋଡ଼ିଆ ନାମକ ଗଛରେ ଏପରି ସୁନ୍ଦର ଫୁଲ ଫୁଟି ପ୍ରକୃତିର ସୌନ୍ଦର୍ଯ୍ୟରେ ରଙ୍ଗ ଭରି ଦେଇଛି । ଭାରତକୁ ଆଣିଥିଲେ ବ୍ରିଟିଶର:ଏହି ଫୁଲକୁ ପ୍ରଥମେ ବ୍ରିଟିଶମାନେ ଭାରତକୁ ଆଣିଥିଲେ । ଏହି ସୁନ୍ଦର ଫୁଲକୁ ପ୍ରଥମେ ବ୍ରିଟିଶରମାନେ ଆଫ୍ରିକାରେ 18ତମ ଶତାବ୍ଦୀରେ ଆବିଷ୍କାର କରିଥିଲେ । ଏହି ଗଛକୁ ପରେ ଭାରତ ଆଣିଥିଲେ । ବଗିଚାରେ ମଶା ଉପଦ୍ରବ ରୋକିବା ହିଁ ଏହି ଗଛକୁ ଲଗାଇବାର ମୂଖ୍ୟ ଲକ୍ଷ୍ୟ ଥିଲା ।ମଶା ବଂଶ ନାଶ କରେ:ଜଣେ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଜିଶା କହିଛନ୍ତି," ଏହାକୁ ଆଫ୍ରିକାନ୍ ଟୁଲିପ୍ କୁହାଯାଏ । ଏହି ଗଛର ଫୁଲ ଟ୍ୟୁଲିପ୍ ସହିତ ସାମଞ୍ଜସ୍ୟ ରଖୁଥିବାରୁ ଏହାକୁ ଏପରି ନାମ ମିଳିଛି । ଆଞ୍ଚଳିକ ସ୍ତରରେ ଏହି ଗଛକୁ ସ୍କଟ୍ ଗଛ ଭାବେ ଜଣାଯାଏ । ଏହି ଗଛର ଫୁଲରେ ପାଣି ଜମିରହେ । ତେଣୁ ଏଥିରେ ମଶା ଅଣ୍ଡା ଦେଇଥାନ୍ତି । ରାତିରେ ଏହି ଫୁଲର ପାଖୁଡ଼ା ବନ୍ଦ ହୋଇଯାଏ ଏବଂ ଫୁଲରେ ଅଣ୍ଡାଗୁଡ଼ିକ ନଷ୍ଟ ହୋଇଯାନ୍ତି ।" ଖୁବ୍ ଶୀଘ୍ର ବଢିଯାଏ:ଏହି ଗଛ ଏପରି ସହାୟତା କରୁଥିବା ବେଳେ ଏହାର କିଛି ଅସୁବିଧା ମଧ୍ୟ ସ୍ଥାନୀୟ ଲୋକଙ୍କୁ ସହିବାକୁ ପଡ଼ିଥାଏ । ଏହି ଗଛ ନିଜ କାଣ୍ଡ ଓ ମୂଳରୁ ଖୁବ ଶୀଘ୍ର ବଢ଼ିଥାଏ । ଏହା ସହିତ ସ୍ଥାନୀୟ ଗଛଗୁଡ଼ିକର ବୃଦ୍ଧିରେ ବାଧକ ସାଜିଥାଏ । ଏହି ଗଛର କାଠରୁ ବାଦ୍ୟଯନ୍ତ୍ର ପ୍ରସ୍ତୁତ ହୋଇଥାଏ ।କେରଳର ପାହାଡ଼ିଆ ଅଞ୍ଚଳରେ ଏହି ଆଫ୍ରିକାନ୍ ଟ୍ୟୁଲିପ୍ ସଠିକ ଜଳବାୟୁ ପାଇ ବଢିଥାଏ । ଏବଂ ଫୁଲ ଫୁଟିବା ବେଳେ ଏକ ମନଲୋଭା ଦୃଶ୍ୟ ସୃଷ୍ଟି କରିଥାଏ । ଏହା ମଧ୍ୟ ପଢନ୍ତୁ... ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ବୋଇତ, ଲାଗିଛନ୍ତି 60 କାରିଗରବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Category
🗞
News
Transcript
Display full video transcript
00:00
I love you
Be the first to comment
Add your comment
Recommended
1:44
|
Up next
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
5 months ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
10 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
4 months ago
3:28
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
6 weeks ago
2:49
ବିରାଜିଲେ ଧନଦାତ୍ରୀ, ଶିଳ୍ପ ନଗରୀର ୪୫ ମଣ୍ଡପରେ ପୂଜା ପାଉଛନ୍ତି ମା'
ETVBHARAT
4 weeks ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
10 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
7 weeks ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
6 weeks ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
10 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
10 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
5 weeks ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
10 months ago
4:45
ଓଡିଶା ଟେବୁଲ ଟେନିସ ଆସୋସିଏସନ ବ୍ରାଣ୍ଡ ଆମ୍ବାସାଡର ଶରଥ କମଲଙ୍କ ସହ ସାକ୍ଷାତକାର
ETVBHARAT
3 weeks ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
4 weeks ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
2 weeks ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
10 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
10 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
4 weeks ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
10 months ago
8:01
ମା’ ବଙ୍କ ବାସୁଳୀଙ୍କ ପୀଠରେ ମହାଅଷ୍ଟମୀ ପୂଜା
ETVBHARAT
5 weeks ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
7 weeks ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
10 months ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
5 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
3 weeks ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
1 week ago
Be the first to comment