Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଗଣମାଧ୍ୟମ ଭାବରେ ETVର ଅବଦାନ ପ୍ରଶଂସନୀୟ: ରାଜ୍ୟପାଳ ହରିବାବୁ
1 year ago
30 years of Enadu TV, ଭୁବନେଶ୍ବର: ସମାଜ ପ୍ରତି ଇଟିଭିର ଅବଦାନ ଅନନ୍ୟ । ଏକଦା ଇଟିଭି ପକ୍ଷରୁ ପ୍ରସାରିତ ବହୁବିଧ କାର୍ଯ୍ୟକ୍ରମ ଦେଶରେ ଏକ ଆଲୋଡନ ସୃଷ୍ଟି କରିଥିଲା । ସବୁ ବର୍ଗଙ୍କ ପାଇଁ ଇଟିଭି ବିଶେଷ କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେଇ ସମାଜରେ ଏକ ଉଦାହରଣ ସୃଷ୍ଟି କରିଥିଲା । ଅନ୍ନଦାତା କାର୍ଯ୍ୟକ୍ରମ କୃଷି ଏବଂ କୃଷକ ପାଇଁ ଖୁବ ଉପାଦେୟ ହୋଇପାରୁଥିଲା । ସେହିପରି ମନୋରଞ୍ଜନ କ୍ଷେତ୍ରରେ ଇଟିଭିର ବହୁ କାର୍ଯ୍ୟକ୍ରମ ଲୋକପ୍ରିୟତା ହାସଲ କରିଥିଲା ବୋଲି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି । ଇଟିଭି (Enadu TV)ର 30 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟପାଳଙ୍କୁ ପ୍ରୀତି ଉପହାର ଭେଟି ଦେଇଛନ୍ତି ଇଟିଭି ଭାରତର ସାମ୍ବାଦିକ ।
ରାଜ୍ୟପାଳଙ୍କ ଇଟିଭି ଅନୁଭୂତି:
ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ‘ଛାତ୍ର ଜୀବନରେ ସମୟରେ ଇଟିଭି (Enadu TV) ହିଁ ଏକମାତ୍ର ପ୍ରସାରିତ ସମ୍ବାଦପତ୍ର ଥିଲା । ଗଣମାଧ୍ୟମ ଭାବରେ ଇଟିଭି (Enadu TV)ର ଉଲ୍ଲେଖଯୋଗ୍ୟ ଅବଦାନ ରହିଛି ଯାହା ସବୁବେଳେ ପ୍ରଶଂସନୀୟ ।’ ଇଟିଭି (Enadu TV)ର 30 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ଇଟିଭି ଭାରତର ପ୍ରତିନିଧିବୃନ୍ଦ । ଏହା ମଧ୍ୟ ପଢନ୍ତୁ ଇଟିଭିର ସ୍ବର୍ଣ୍ଣିମ 30 ବର୍ଷ ପୁର୍ତ୍ତି: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି
Category
🗞
News
Transcript
Display full video transcript
00:00
Music
00:05
Music
00:09
Music
00:12
Music
00:17
Music
00:22
Music
00:29
Music
00:41
ETV
00:43
સોંપહૅંસિએ સમત્ષરાલો પૂતીયેશકોણ સન� pousેતાર બંગ્ગા
00:45
I will call it the ETV, the ETV, and the ETV, the ETV, and the ETV.
01:15
The
Show less
Recommended
2:12
|
Up next
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
4 days ago
2:13
ବିଜୟୱାଡ଼ା କନକଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି
ETVBHARAT
1 week ago
2:47
80 ବର୍ଷରେ ପାଦ ଦେଲେ ନବୀନ ପଟ୍ଟନାୟକ, ବାଲୁକା ଆନିମେସନ୍ରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ
ETVBHARAT
1 week ago
4:08
ଗଜପତିରେ ବନ ବିଭାଗକୁ ବଡ଼ ସଫଳତା: ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ, ୬ ଗିରଫ୍
ETVBHARAT
2 weeks ago
1:37
୬୦ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ରେ ଅଗ୍ନିକାଣ୍ଡ, ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା
ETVBHARAT
4 weeks ago
0:41
शिर्डीच्या साईचरणी दिल्लीतील भक्ताचं सुवर्णदान; 2 लाख 88 हजार रुपयांच्या सूर्याकार सोन्याचं ब्रोच अर्पण
ETVBHARAT
10 minutes ago
4:22
काशी में PM मोदी; आयुष मंत्री बोले- ‘विंग्स ओवर गंगेज’ एयर-शो देखेंगे प्रधानमंत्री, यह है पूरा शेड्यूल
ETVBHARAT
21 minutes ago
0:30
नरेला के DDA प्राइम अपार्टमेंट के छठी मंजिल में भीषण आग, घटना में कोई हताहत नहीं
ETVBHARAT
24 minutes ago
6:15
लाट भैरव पर गूंजी चौपाइयां, पर नहीं सुनाई दी अजान के बाद नमाज, काशी में टूट गई 483 साल पुरानी 'गंगा-जमुनी' परंपरा
ETVBHARAT
59 minutes ago
5:25
'সমতার নামে আলিয়ার ঐতিহ্য মুছে দেওয়ার চেষ্টা', রাজ্যের সিদ্ধান্ত ঘিরে বিতর্ক তুঙ্গে
ETVBHARAT
7 hours ago
1:34
ଇନ୍ଦୋର ଭାଇରାଲ ଭିଡିଓକୁ ନେଇ ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ, ସମୋସା ପାଇଁ ନୁହେଁ ସିଗନାଲ୍ ପାଇଁ ଅଟକିଥିଲା ଟ୍ରେନ
ETVBHARAT
4 months ago
12:59
INTERVIEW: ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କ ସହ ସାକ୍ଷାତକାର
ETVBHARAT
4 months ago
1:08
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଅବସରରେ ଦେଖନ୍ତୁ ବାଲୁକା ଶିଳ୍ପୀଙ୍କ ସୁନ୍ଦର ବାଲୁକା ଆନିମେସନ୍
ETVBHARAT
4 months ago
5:26
Watch: ଜନଗଣନା ଅଧିକାରୀଙ୍କୁ ମାଡ ଘଟଣାକୁ ନିନ୍ଦା: SOP ଆସିଛି, ମନରୁ ଭୟ ଯାଇନି
ETVBHARAT
6 months ago
3:00
ଓଡିଆ ସିନେମା ନିର୍ମାତା ରବି ସ୍ୱାଇଁଙ୍କ ଏକାଦଶାହ ଅବସରରେ ଭାବବିହ୍ୱଳ ହେଲା ଓଲିଉଡ୍ ଜଗତ
ETVBHARAT
6 months ago
2:43
ବାୟୁ ଶକ୍ତି 2026: 'ପ୍ରଚଣ୍ଡ' ଯୁଦ୍ଧ ବିମାନରେ ଉଡାଣ ଭରିଲେ ରାଷ୍ଟ୍ରପତି ମୁର୍ମୁ
ETVBHARAT
8 months ago
2:13
ନୟାଗଡ଼ରୁ ପୁରୀ ଗଲା ରଥ କାଠ, ଶ୍ରୀପଞ୍ଚମୀରେ ଅନୁକୂଳ
ETVBHARAT
9 months ago
3:05
Watch: ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ ସ୍ଥାପନ
ETVBHARAT
9 months ago
0:56
ବାଲୁକା ଆନିମେସନରେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
ETVBHARAT
10 months ago
2:19
ଟେଷ୍ଟ ଅଫ୍ ଶିମିଳିପାଳ; ଲୋକଙ୍କୁ ଦେଉଛି ସ୍ୱାଦିଷ୍ଟ ଦେଶୀ ଖାଦ୍ୟ
ETVBHARAT
10 months ago
1:10
Constitution Day: ବାଲୁକାରେ ୬ ଫୁଟ ଉଚ୍ଚତାର ଭାରତୀୟ ସମ୍ବିଧାନ ପୁସ୍ତକ କରି ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
11 months ago
3:41
ରାଷ୍ଟ୍ରପତିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, ତିରୁପତି ବାଲାଜୀଙ୍କ କଲେ ଦର୍ଶନ
ETVBHARAT
11 months ago
5:57
ନୂଆପଡାରେ ଫୁଟିଲା ପଦ୍ମ, ବିଜୟ ପଛର କାରଣ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ
ETVBHARAT
1 year ago
1:01
ଫୋକସରେ ସମୁଦ୍ରତଟ ସୁରକ୍ଷା, ପାରାଦ୍ୱୀପରେ କୋଷ୍ଟ ଗାର୍ଡର ସମରଭ୍ୟାସ
ETVBHARAT
11 months ago
2:14
ମା' ଶ୍ୟାମାକାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ଯାଜପୁର, ଶେଷ ହେଲା କଳସ ବିସର୍ଜନ
ETVBHARAT
1 year ago