Skip to playerSkip to main content
  • 10 minutes ago
Leopard Skins Seized in Gajapati, ପାରଳାଖେମୁଣ୍ଡି (ଗଜପତି) : ଗଜପତିରେ ବାଘ ଚମଡ଼ା ଚୋରା କାରବାର ଉପରେ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ । ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୬ ଜଣଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ବନଖଣ୍ଡ । ଗତକାଲି ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଗୋଟିଏ ବାଘ ଚମଡ଼ା ଜବତ ସହ ଦୁଇ ଜଣଙ୍କୁ ଧରିଥିଲା ବନ ବିଭାଗ । ସେହିପରି ଆଜି ମୋହନା ରେଞ୍ଜର ପାଣିଗଣ୍ଡା ଅଞ୍ଚଳରୁ ଆଉ ଗୋଟିଏ ବାଘ ଚମଡ଼ା ଜବତ ସହ ଚାରି ଜଣଙ୍କୁ ଗିରଫ କରାଯାଇଛି । ଦୁଇଟି ଚଢ଼ାଉରେ ମୋଟ ତିନିଟି ମୋଟରସାଇକେଲ୍ ସହ ୬ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗଜପତି ଓ କନ୍ଧମାଳ ଜିଲ୍ଲାର ବ୍ୟକ୍ତି ରହିଛନ୍ତି । ବାଘ ଚମଡ଼ା କେଉଁଠାରୁ ଆସିଥିଲା ଏବଂ ଏହି ଚୋରା କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ବନ ବିଭାଗର ତଦନ୍ତ ଜାରି ରହିଥିବା ବନଖଣ୍ଡ ଅଧିକାରୀ କେ.ନାଗରାଜୁ କହିଛନ୍ତି ।

 ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶାରେ ପ୍ରଥମ: ଗଜପତିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍ ସାଇକ୍ଲିଂ ଚାମ୍ପିଅନସିପ୍ଏହା ମଧ୍ୟ ପଢ଼ନ୍ତୁ- ଗୁଣିଗାରେଡି ସନ୍ଦେହରେ ଘରୁ ଡାକିନେଇ ହତ୍ୟା, ମୃତଦେହ ଜାଳିଦେଲେଇଟିଭି ଭାରତ, ଗଜପତି

Category

🗞
News
Transcript
00:00Hey, what's your name?
00:02How? How?
00:03How? How?
00:04How?
00:09You can join.
00:10How?
00:10How?
00:11How?
00:11How?
00:12How?
00:13How?
00:13How?
00:13How?
00:15How?
00:21How?
00:30How?
01:01Thank you very much.
01:02Thank you very much.
02:00Thank you very much.
02:10Thank you very much.
03:02Thank you very much.

Recommended