Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଅବସରରେ ଦେଖନ୍ତୁ ବାଲୁକା ଶିଳ୍ପୀଙ୍କ ସୁନ୍ଦର ବାଲୁକା ଆନିମେସନ୍
4 months ago
ପୁରୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସୁସ୍ଥ ନୀରୋଗ ଜୀବନ ବ୍ୟତୀତ କରିବା ପାଇଁ ଯୋଗର ମହତ୍ତ୍ବ ବିଷୟରେ ସମସ୍ତଙ୍କୁ ଅବଗତ କରିବା ପାଇଁ ଏହି ଦିବସ ଉତ୍ସର୍ଗୀକୃତ । ଏହି ଯୋଗ ଦିବସ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀସ୍ଥିତ ତାଙ୍କ ଷ୍ଟୁଡିଓରେ ଏକ ସୁନ୍ଦର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି ।
ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ଥିମ୍ 'Yoga for Healthy Ageing' (ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ) ରହିଛି । ଆଧାର କରି ନିର୍ମିତ ଏହି ବାଲୁକା ଆନିମେସନ୍ରେ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ବିଷୟରେ ବାର୍ତ୍ତା ପ୍ରଦାନ କରାଯାଇଛି । ଆନିମେସନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଗାଭ୍ୟାସ କରୁଥିବା ଦୃଶ୍ୟ ମଧ୍ୟ ପ୍ରଦର୍ଶିତ ହୋଇଛି, ଯାହା ବର୍ତ୍ତମାନ ସାରା ବିଶ୍ବରେ ଯୋଗର ବିଶ୍ୱବ୍ୟାପୀ ପ୍ରସାର ଓ ସ୍ୱାସ୍ଥ୍ୟ ସଚେତନତା ପ୍ରତୀକ ଭାବେ ଉପସ୍ଥାପିତ ହୋଇଛି ।
ଆନିମେସନ୍ଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ବାଲୁକା ଶିଳ୍ପୀଙ୍କୁ ପ୍ରାୟ ୩୦ ମିନିଟ୍ ସମୟ ଲାଗିଥିଲା । ଏହି ସୃଜନ ମାଧ୍ୟମରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରି ସୁସ୍ଥ, ସକ୍ରିୟ ଓ ସୁଖମୟ ଜୀବନ ବ୍ୟତୀତ କରିବାକୁ ଆହ୍ୱାନ ଜଣାଇଛନ୍ତି ।ଏହା ମଧ୍ୟ ଦେଖନ୍ତୁ...LIVE: ଅନ୍ତର୍ଜାତୀୟ ଯୋଗ ଦିବସନାରୀତ୍ବର ପର୍ବ 'ରଜ' ଅବସରରେ, ପାରମ୍ପରିକ ପୋଷାକ ପିନ୍ଧି ରାମ୍ପରେ ଚାଲିଲେ କୁନି ଝିଅ ଓ ମଡେଲବାଲେଶ୍ବରରେ ମହିଳାଙ୍କ ନିଆରା ରଜ ପାଳନ: କବାଡ଼ି ଖେଳିଲେ, ସାଙ୍ଗସାଥୀଙ୍କ ସହ ପିଲା ଦିନର ସ୍ମୃତିଚାରଣ କଲେଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:07
foreign
00:15
foreign
00:44
Thank you very much.
00:46
Thank you very much.
Show less
Recommended
0:49
|
Up next
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
ETVBHARAT
9 hours ago
1:19
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
ETVBHARAT
2 weeks ago
1:16
ଚୋରି ଭୟରୁ ନିଆରା ଯୋଗାଡ଼, ଛାତ ଉପରେ ସ୍କର୍ପିଓ କାର୍ ପାର୍କିଂ
ETVBHARAT
4 weeks ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
5 weeks ago
1:05
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲେ ୫ ଫୁଟର ମଗର
ETVBHARAT
6 weeks ago
1:39
बलरामपुर में सब्जियों के बाड़ी में अवैध रूप से गांजे की खेती, पुलिस ने छापेमारी कर पौधे किए जब्त
ETVBHARAT
12 minutes ago
2:18
पशु चिकित्सा अधिकारी भर्ती में नियुक्ति पर उठे सवाल, VCI अभ्यर्थियों ने पद सुरक्षित रखने की उठाई मांग
ETVBHARAT
13 minutes ago
2:19
शेतकऱ्यांना हेक्टरी 1 लाख मदत द्या, अन्यथा संयमाचा बांध तुटणार; जरांगे पाटलांचा सरकारवर हल्लाबोल
ETVBHARAT
15 minutes ago
1:52
आयुष्मान को लेकर निजी अस्पतालों की हड़ताल की चेतावनी, 8 अक्टूबर से इलाज बंद करने का ऐलान
ETVBHARAT
17 minutes ago
2:51
కన్నుల పండువగా సీతారాముల కల్యాణం - హరిహర ఫౌండేషన్ ఆధ్వర్యంలో వేడుక
ETVBHARAT
18 minutes ago
6:26
ଶରଧାବାଲିରେ ଭକ୍ତ-ଭକ୍ତି-ଭାବର ମିଶ୍ରଣ, ପ୍ରଭୁ ଜଗନ୍ନାଥ, ହନୁମାନ ଓ ନାରଦଙ୍କ ବେଶରେ ଭକ୍ତ
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
3 months ago
2:41
ଅନ୍ତର୍ଜାତୀୟ ଯୋଗ ଦିବସ: କୋଣାର୍କ ମନ୍ଦିର ସମ୍ମୁଖରେ ଯୋଗ ଦିବସ ପାଳିତ
ETVBHARAT
4 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
6 months ago
0:56
Watch: କାମନା ଦେବଙ୍କ ପୀଠରେ ମେରୁଯାତ୍ରା, କଣ୍ଟାରେ ଗଡ଼ିଲେ, ନିଆଁରେ ଝୁଲିଲେ
ETVBHARAT
6 months ago
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
6 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
7 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
9 months ago
3:15
Watch: ରଣପୁର ମହୋତ୍ସବ 'ଅର୍ଜୁନ', ଓଡ଼ିଶୀ ନୃତ୍ୟ-ମେଲୋଡିରେ ଝୁମିଲେ ଦର୍ଶକ
ETVBHARAT
9 months ago
2:56
ବ୍ରହ୍ମପୁର ମଣ୍ଡଳ କାରାଗାରରେ ପାଳିତ ହେଲା ଶହୀଦ ଲକ୍ଷ୍ମଣ ନାୟକଙ୍କ 126 ତମ ଜୟନ୍ତୀ
ETVBHARAT
11 months ago
3:41
ରାଷ୍ଟ୍ରପତିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, ତିରୁପତି ବାଲାଜୀଙ୍କ କଲେ ଦର୍ଶନ
ETVBHARAT
11 months ago
1:01
ଫୋକସରେ ସମୁଦ୍ରତଟ ସୁରକ୍ଷା, ପାରାଦ୍ୱୀପରେ କୋଷ୍ଟ ଗାର୍ଡର ସମରଭ୍ୟାସ
ETVBHARAT
11 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
11 months ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
1 year ago