Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଇନ୍ଦୋର ଭାଇରାଲ ଭିଡିଓକୁ ନେଇ ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ, ସମୋସା ପାଇଁ ନୁହେଁ ସିଗନାଲ୍ ପାଇଁ ଅଟକିଥିଲା ଟ୍ରେନ
3 months ago
MADHYA PRADESH INDORE TRAIN , ଇନ୍ଦୋର (ମଧ୍ୟପ୍ରଦେଶ): ଇନ୍ଦୋରରେ ସିଙ୍ଗଡ଼ା (ସମୋସା) ପାଇଁ ଟ୍ରେନ ଅଟକିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସ୍ପଷ୍ଟୀକରଣ ରଖିଛନ୍ତି ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷ । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓର ଫ୍ୟାକ୍ଟ ଚେକ୍ କରିବା ପରେ ସ୍ପଷ୍ଟ ହୋଇଛି ଯେ, ଏହା ସଂପୂର୍ଣ୍ଣ ମିଛି । ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ସିଗନାଲ ଦିଆଯିବା ପରେ ଏହି ଟ୍ରେନ ଅଟକିଥିଲା । ଇଞ୍ଜିନିୟରିଂ କାମ ଚାଲିଥିବାରୁ, ଟ୍ରେନଟି କିଛି ସମୟ ପାଇଁ ଅଟକି ରହିଥିଲା। ପଶ୍ଚିମ ରେଳବାଇ ପକ୍ଷରୁ ଏହାମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ମାଲବାହୀ ଟ୍ରେନକୁ ସମୋସା ଆଣିବା ପାଇଁ କୌଣସି ଦୋକାନ ନିକଟରେ ଅଟକା ଯାଇନଥିଲା । ଇଞ୍ଜିନିୟରିଂ କାମ ଚାଲିଥିବାରୁ, ସିଗନାଲ ଦିଆଯାଇ ରୋକା ଯାଇଥିଲା । ପୂର୍ବରୁ ଭାଇରାଲ୍ ଭିଡିଓକୁ ନେଇ ରେଳ ବିଭାଗ ଜନସମ୍ପର୍କ ଅଧିକାରୀ ମୁକେଶ କୁମାର କହିଥିଲେ ଯେ, "ଭାଇରାଲ ହେଉଥିବା ଭିଡିଓଟିକୁ ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
Category
🗞
News
Transcript
Display full video transcript
00:00
Thank you for joining us.
Show less
Recommended
4:20
|
Up next
WATCH: ଦଶରା ଉତ୍ସବ; ମହୀଶୂର ପ୍ୟାଲେସରେ ପହଞ୍ଚିଲେ ଆଉ ୩ ହାତୀ
ETVBHARAT
1 week ago
1:05
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲେ ୫ ଫୁଟର ମଗର
ETVBHARAT
4 weeks ago
8:06
ନେତାମାନେ ଯେତେ ଶିକ୍ଷିତ ହେବେ, ଦେଶ ସେତେ ଆଗକୁ ଯିବ: ବନ୍ଦେ ମାତରଂ ସଂଘ
ETVBHARAT
6 weeks ago
1:11
ସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛା
ETVBHARAT
2 months ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
2 months ago
1:20
सहारनपुर में 12 वर्षीय किशोर पर कुत्तों का हमला, मौत; दहशत में स्थानीय लोग
ETVBHARAT
23 minutes ago
4:08
విజయవాడలో గురువులపై దాడి కేసు - తాడేపల్లి ప్యాలెస్ డైరెక్షన్లోనే ప్లాన్
ETVBHARAT
29 minutes ago
1:31
जमशेदपुर में ट्रक और कार की भीषण टक्कर, मंत्री दीपिका पांडेय की बेटी समेत 4 लोगों की मौत
ETVBHARAT
37 minutes ago
9:11
EMI न चुकाने पर रिकवरी एजेंट धमका नहीं सकता, घर आने का भी नियम, जान लीजिए RBI की गाइडलाइन
ETVBHARAT
40 minutes ago
6:02
मां नंदा सुनंदा की भव्य शोभा यात्रा के साथ नंदा देवी मेला संपन्न, अल्मोड़ा में भक्तों ने नम आंखों से दी विदाई
ETVBHARAT
42 minutes ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
3 months ago
1:08
ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଅବସରରେ ଦେଖନ୍ତୁ ବାଲୁକା ଶିଳ୍ପୀଙ୍କ ସୁନ୍ଦର ବାଲୁକା ଆନିମେସନ୍
ETVBHARAT
3 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
6 months ago
3:01
ଉତ୍କଳ ଦିବସରେ ରସଗୋଲା ମହୋତ୍ସବ, ଗ୍ୟାସ ସଙ୍କଟ ପାଇଁ କମିଲା ମିଠା ଭେରାଇଟି
ETVBHARAT
6 months ago
2:38
‘ଉତ୍କଳ ଦିବସ’ ପାଇଁ ସଜେଇ ହୋଇଛି ରାଜଧାନୀ; ଝଲସୁଛି ସରକାରୀ କାର୍ଯ୍ୟାଳୟ
ETVBHARAT
6 months ago
2:47
ଯାଜପୁରରେ ଭାରତ ବନ୍ଦର ପ୍ରଭାବ, ଦୋକାନ ବଜାର ବନ୍ଦ-ଗଡିଲାନି ଗାଡି
ETVBHARAT
7 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
7 months ago
2:13
ନୟାଗଡ଼ରୁ ପୁରୀ ଗଲା ରଥ କାଠ, ଶ୍ରୀପଞ୍ଚମୀରେ ଅନୁକୂଳ
ETVBHARAT
8 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
8 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
8 months ago
3:11
ଉଦୟଗିରିରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ, ସାମିଲ ହେଲେ 15ଶହରୁ ଉର୍ଦ୍ଧ୍ବ ଧର୍ମାବଲମ୍ବୀ
ETVBHARAT
9 months ago
3:41
ରାଷ୍ଟ୍ରପତିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, ତିରୁପତି ବାଲାଜୀଙ୍କ କଲେ ଦର୍ଶନ
ETVBHARAT
10 months ago
1:01
ଫୋକସରେ ସମୁଦ୍ରତଟ ସୁରକ୍ଷା, ପାରାଦ୍ୱୀପରେ କୋଷ୍ଟ ଗାର୍ଡର ସମରଭ୍ୟାସ
ETVBHARAT
10 months ago
4:33
ବିନ୍ଦୁ ସାଗରରେ ଭାସିଲା ଧର୍ମର ଡଙ୍ଗା, ଉଜ୍ଜୀବିତ ହେଲା ନୌବାଣିଜ୍ୟ ପରମ୍ପରା
ETVBHARAT
11 months ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago