Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ଗଲା ନଡ଼ିଆ
1 day ago
ନିମାପଡ଼ା: କୋଠ ଭୋଗ ପାଇଁ ପିପିଲିରୁ ଶ୍ରୀମନ୍ଦିରକୁ ନଡ଼ିଆ ପଠାଯାଇଛି । ପବିତ୍ର କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ କୋଠ ଭୋଗ ପାଇଁ ପିପିଲିର ଗତିଶ୍ବର ପୀଠରୁ ଶ୍ରୀଜୀଉଙ୍କ ପାଇଁ ନଅ ଶହରୁ ଉର୍ଦ୍ଧ୍ବ ନଡିଆ ଶ୍ରୀମନ୍ଦିରକୁ ଯାଇଛି । ସ୍ୱତନ୍ତ୍ର ଗାଡି ଯୋଗେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିରକୁ ନଡ଼ିଆ ପଠାଯାଇଛି । 2015 ମସିହାରୁ ପ୍ରାୟ 10 ବର୍ଷ ହେଲା ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ କ୍ରମେ ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ କୋଠଭୋଗ ପାଇଁ ପିପିଲିରୁ ଶ୍ରଦ୍ଧାଳୁମାନେ ଶହଶହ ସଂଖ୍ୟାରେ ନଡ଼ିଆ ପଠାଇଥାନ୍ତି । ଯାହାକି ପିପିଲି ସହିତ ଶ୍ରୀଜଗନ୍ନାଥ ସଂସ୍କୃତିର ପୁରାଣ ଓ ବର୍ତମାନ ସହ ଓତପ୍ରୋତଃ ଭାବେ ଜଡ଼ିତ । 10 ବର୍ଷ ଧରି ପିପିଲି ଗୋବର୍ଦ୍ଧନପୁରର ଜଗନ୍ନାଥପ୍ରେମୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଗତିଶ୍ଵରଦେବଙ୍କ ପୀଠରୁ ପ୍ରତ୍ୟେକ ବର୍ଷ ଚତୁର୍ଦ୍ଧାମୂର୍ତ୍ତିଙ୍କ କୋଠଭୋଗ ପାଇଁ ନଡ଼ିଆ ପଠା ଯାଇଥାଏ । ଗତ ବର୍ଷ 2400 କଡ଼ା ନଡ଼ିଆ ଶ୍ରୀମନ୍ଦିରକୁ ପଠାଯାଇଥିଲା । ଚଳିତଥର 1200 ନଡ଼ିଆ ପଠାଯାଇଛି । ବିଶେଷକରି କୋଠଭୋଗ ପାଇଁ ପଠାଯାଇଥିବା ନଡ଼ିଆକୁ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଠାରେ ଭାରପ୍ରାପ୍ତ କୋଠଭୋଗ ସହକାରୀଙ୍କୁ ପ୍ରଦାନ କରାଯିବ । ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସେବା ପାଇ ପିପିଲି ଅଞ୍ଚଳର ଶ୍ରଦ୍ଧାଳୁ କୋଠଭୋଗ ପାଇଁ ନଡିଆ ଦେଇ ନିଜକୁ ବହୁତ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ: ହବିଷ୍ୟାଳି ନେଲେ ସଙ୍କଳ୍ପ, ସାତ ଦିନ ବନ୍ଧା ପଡିବେ ମହାପ୍ରଭୁକାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା: ପ୍ରଥମେ ଅନଲାଇନରେ ହେବ ସ୍ଲଟ୍ ବୁକିଂଇଟିଭି ଭାରତ, ନିମାପଡ଼ା
Category
🗞
News
Transcript
Display full video transcript
00:00
.
00:51
Thank you very much.
01:13
Thank you very much.
01:32
Thank you very much.
02:00
Thank you very much.
02:30
Thank you very much.
03:27
Thank you very much.
Show less
Recommended
1:50
|
Up next
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
1 week ago
1:39
ବିଜୟା ଦଶମୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ 'ଲାଖବିନ୍ଧା' ନୀତି
ETVBHARAT
1 week ago
0:36
ଦୂର୍ଗାପୂଜା 2026; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
1 week ago
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
1 week ago
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
2 weeks ago
2:29
बीजों की बैंकर बनी शहडोल की महिला किसान, रानी सिंह बचा रहीं देसी धान की विरासत
ETVBHARAT
7 minutes ago
4:32
हिसार HAU की लेबर कॉलोनी में खूनी रंजिश, 23 वर्षीय सन्नी की हत्या, सिर पर चोट लगने से गई जान, जांच में जुटी पुलिस
ETVBHARAT
12 minutes ago
6:13
'ਜ਼ਬਰਨ ਕੀਤਾ ਸਸਕਾਰ ਤਾਂ ਹਾਈਕੋਰਟ ਦਾ ਖੜਕਾਵਾਂਗੇ ਦਰਵਾਜ਼ਾ', ਪਿੰਡ ਭਮਾਂ ਕਲਾਂ ਨੌਜਵਾਨ ਮੌਤ ਮਾਮਲੇ 'ਚ ਪਰਿਵਾਰ ਦੀ ਚਿਤਾਵਨੀ
ETVBHARAT
13 minutes ago
9:01
4 કલાકની મહેનત, હથોડીના હજારો ઘા ! લુપ્ત થઈ રહી છે ચાંદીની વરખ બનાવવાની પરંપરાગત કળા
ETVBHARAT
20 minutes ago
5:43
ದಕ್ಷಿಣ ಕನ್ನಡದಲ್ಲಿ ಗುಲಾಬಿ ಕ್ರಾಂತಿ: ಮಹಿಳೆಯರ ಬದುಕಿಗೆ ಹೊಸ ಚೈತನ್ಯ ತುಂಬುತ್ತಿರುವ 'ಪಿಂಕ್ ಆಟೋಗಳು'
ETVBHARAT
21 minutes ago
5:16
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବାଜି ମାରିଲା ABVP; ସଭାପତି ଭାବେ କୀର୍ତ୍ତିବନ୍ତ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ
ETVBHARAT
3 weeks ago
6:30
ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ: ଖୋରଧାରେ ମୁଖ୍ୟମନ୍ତ୍ରୀଙ୍କ ସେବା ଜ୍ୟୋତି ଯାତ୍ରା
ETVBHARAT
3 weeks ago
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
4 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
5 weeks ago
0:58
ବାଲୁକାକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
6 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
3:01
ଉତ୍କଳ ଦିବସରେ ରସଗୋଲା ମହୋତ୍ସବ, ଗ୍ୟାସ ସଙ୍କଟ ପାଇଁ କମିଲା ମିଠା ଭେରାଇଟି
ETVBHARAT
7 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
8 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
1 year ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
1 year ago