Skip to playerSkip to main content
  • 14 minutes ago
ବ୍ରହ୍ମପୁର: ଭଞ୍ଜ ବିହାରର ନୂଆ ଛାତ୍ର ସଂସଦ ସଭାପତି ହେଲେ କୀର୍ତ୍ତିବନ୍ତ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ପଦ ସମେତ ନାଟ୍ୟ ସଂସଦ ସମ୍ପାଦକ ପଦବୀରେ ଅପ୍ରତିଦ୍ୱନ୍ଦ୍ବୀ ଭାବେ ବିଜୟ ହୋଇଛି ଏବିଭିପି । ଗତ ଆଠ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଏହାକୁ ନେଇ କ୍ୟାମ୍ପାସ୍ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ଏବଂ ନାଟ୍ୟ ସଂସଦର ସମ୍ପାଦକ ଏବଂ ସହ ସମ୍ପାଦକ ପଦବୀ ପାଇଁ କେବଳ ଗୋଟିଏ ଲେଖାଏଁ ପ୍ରାର୍ଥୀ ରହିଥିବାରୁ  ସେମାନଙ୍କୁ ଅପ୍ରତିଦ୍ୱନ୍ଦୀ ବିଜୟୀ ହୋଇଥିବା ଘୋଷଣା କରାଯାଇଛି । ଛାତ୍ର ସଂସଦର ସଭାପତି ଭାବରେ ବିଶ୍ୱବିଦ୍ୟାଳୟର ଏମ୍.ବି.ଏ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର କିର୍ତ୍ତିବନ୍ତ ରଣା ବିଜୟୀ ହୋଇଥିବା ବେଳେ ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ପୂଜା ପାତ୍ର ନାଟ୍ୟ ସଂସଦର ସମ୍ପାଦକ ବିଜୟୀ ହୋଇଛନ୍ତି । ସେହିପରି ନାଟ୍ୟ ସଂସଦର ସହ ସମ୍ପାଦକ ଭାବରେ ଶ୍ରୟାସଂ ଶେଖର ସିଂ ବିଜୟୀ ହୋଇଥିବା କୁହାଯାଇଛି । ଏହି ସମସ୍ତ ବିଜୟୀ ପ୍ରାର୍ଥୀମାନେ ଏବିଭିପି ସମର୍ଥିତ ହୋଇଥିବା ବେଳେ ଦୀର୍ଘ ଦିନ ଧରି ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ପାଇଁ କାର୍ଯ୍ୟ କରି ଆସୁଥିଲେ ବୋଲି କହିଛନ୍ତି ସେମାନେ ।  ଏହି ଅବସରରେ କୀର୍ତ୍ତିବନ୍ତ କହିଛନ୍ତି,"ଏହି ବିଜୟ କେବଳ ମୋର ନୁହେଁ, ଏହା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଜୟ ଅଟେ । କେବଳ ଏଠାରେ ନୁହେଁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ଏବିଭିପି ନିଶ୍ଚିତ ବିଜୟ ହେବ ।" 
 ଏହା ମଧ୍ୟ ପଢନ୍ତୁ... ଛାତ୍ର ସଂସଦ ନିର୍ବାଚନ; ବାହାରିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା, ମୈଦାନରେ 6649 ଜଣ ପ୍ରାର୍ଥୀଏହା ମଧ୍ୟ ପଢନ୍ତୁ...ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥାର ପାହାଡ଼; ନ୍ୟାୟ ପାଇଁ 10 କିମି ଚାଲିଲେ 500 ଛାତ୍ରଛାତ୍ରୀ
ଇଟିଭି ଭାରତ, ବ୍ରହ୍ମପୁର
 

Category

🗞
News
Transcript
00:00This is the 7th century and here, the 9th century is a 4th century.
00:12The 3rd century, the gods of the 12th century, and there are 7th century.
00:53which is the primary result of the
00:59But if you will talk to the next video, we will discuss the same as Cod is by using the
01:04Sathbhapati.
01:04But this is a question that, for example, is the evidence of Sathbhapati, is the truth of the situation.
01:09In thislai, this evidence of the Sathbhapati is brought to you by the Sathbhapati by the Sathbhapati.
01:20If we have the opinion of the Sathbhapati, we will begin to see the evidence.
01:59foreign
02:08foreign
02:09ત્તે મોથે આમે એથ્રું જાણ્ય કારું ચને જે જોધી જોણે મેતે દભાકું લીં જ આહીં થાંતા
02:39foreign
03:38Thank you very much.
04:08Thank you very much.
04:39Thank you very much.
04:39Thank you very much.

Recommended