Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ଦୂର୍ଗାପୂଜା 2026; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
7 hours ago
ପୁରୀ: ଶାରଦୀୟ ଦୂର୍ଗାପୂଜା ଅବସରରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସପତ୍ନୀଙ୍କ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତ ଓ ପ୍ରାଶାସନିକ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ମା' ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜଗତଜନନୀ ମା' ଦୁର୍ଗା ସମସ୍ତଙ୍କର ମଙ୍ଗଳ କରନ୍ତୁ ।ପୂର୍ବରୁ ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସପତ୍ନୀଙ୍କ ଶ୍ରୀମନ୍ଦିରରେ ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ପାର୍ଶ୍ଵଦେବାଦେବୀ ମନ୍ଦିରରେ ଦର୍ଶନ ଏବଂ ସାନିଧ୍ୟ ନେଇଥିଲେ । ସେଠାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଭୋଗ ମିଠା ବାଣ୍ଟି ଥିଲେ । ଅନ୍ୟପଟରେ ସିଂହଦ୍ୱାର ଠାରେ ତାଙ୍କୁ ସେବାୟତ ମାନେ ସ୍ୱାଗତ କରିଥିଲେ । ଏହା ବି ପଢନ୍ତୁ- ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
સામી આજી ભાગ્યારે થીલે માા પ્રભંકા પાદતલે દસારા પ્રસુભાબસરે માં કરિવી દરસાણ કરિવાર
00:29
સાસાવુ સોરદ બળુ એટા હી માંકા પખેર કામાં દસ્રારા અનએક અનએક અભિણદં સમસ્તુંગી
Show less
Recommended
1:20
|
Up next
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
9 hours ago
1:17
ଦାଣ୍ଡିଆ ତାଳେ ତାଳେ ଝୁମିଲେ ଶତାଧିକ ଯୁବକ ଯୁବତୀ
ETVBHARAT
16 hours ago
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
1 week ago
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
3 weeks ago
0:52
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
3 weeks ago
0:58
રાજ્યભરમાં વિજયાદશમીના પર્વની ઉજવણી: અમદાવાદમાં 51 ફૂટ તો ગાંધીનગરમાં 65 અને રાજકોટમાં 60 ફૂટના રાવણના પૂતળાનું દહન
ETVBHARAT
1 hour ago
2:31
યાત્રાધામ ડાકોર ખાતે દશેરા પર્વની ભક્તિપૂર્ણ ઉજવણી; રાજાધિરાજે શ્રીરામ સ્વરૂપે આપ્યા દર્શન
ETVBHARAT
1 hour ago
1:17
नेपाल से भागी नागपुर में पकड़ी गई श्रद्धा, वाईफाई से करती थी बात, ब्लैक फॉर्च्यूनर से लखनऊ लाई जा रही
ETVBHARAT
2 hours ago
1:16
धू-धू कर जला मध्य प्रदेश का सबसे ऊंचा रावण, 105 फीट के दशानन को देख लोग रह गए दंग
ETVBHARAT
2 hours ago
0:34
सिरसा में नशे के कारोबार पर बड़ा एक्शन, 50 लाख रुपए की नशे की गोलियां-कैप्सूल बरामद, 3 अरेस्ट
ETVBHARAT
2 hours ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
4 weeks ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
4 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
2 months ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
4 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
8 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
8 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
2 years ago
2:42
ନିଆରା ପରମ୍ପରା; ଦେବୀଙ୍କୁ ଝିଅ ରୂପରେ ପୂଜା, ଉଷୁନା ଭାତ ସହ ମାଛ ତରକାରୀ ଭୋଗ
ETVBHARAT
2 hours ago
0:49
जयपुर कमिश्नरेट में कांग्रेस का धरना जारी: जीरो एफआईआर पर अड़े डोटासरा और जूली, छावनी बना परिसर
ETVBHARAT
2 hours ago
9:58
काशी की मिठाई दुकानों पर रियलिटी चेक: खरीदने से पहले जरूर देखें तारीख, कई दुकानों पर अधूरी जानकारी
ETVBHARAT
2 hours ago
1:11
जालौन कोतवाली में मॉडल मिशन शक्ति केंद्र शुरू, पुलिस सहायता और कानूनी परामर्श की मिलेगी सुविधा
ETVBHARAT
2 hours ago