Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ଜୁଏଲ ଓରାମ ଙ୍କ ସହ 121
ETVBHARAT
Follow
1 year ago
ଭୁବନେଶ୍ବର: ଆଜି ବୁଦ୍ଧ ଦରକାର ଯୁଦ୍ଧ ନୁହେଁ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଆଜି ବୁଦ୍ଧ ଦରକାର ଯୁଦ୍ଧ ଦରକାର। ନୁହେଁ । ଓଡ଼ିଶାର କଳା ସଂସ୍କୃତି ଏବଂ ପରମ୍ପରା ବିଷୟରେ ଲୋକଙ୍କୁ ଦେଖାଇବା ଆବଶ୍ୟକ । ଆସିଥିବା ଅତିଥିମାନେ ଆମ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ଦେଖିବେ ଯାହା ଓଡ଼ିଶା ପାଇଁ ଲାଭ ଦାୟକ ହେବ ଏବଂ ଓଡ଼ିଶାବାସୀଙ୍କୁ ଆଗକୁ ବଢିବାରେ ସହାଯ୍ୟ କରିବ ।ସେ ଆହୁରି ମଧ୍ୟ କହିଛନ୍ତି,"ଗୋଟିଏ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ତିନି ତିନି ଥର ଆସିବା ଏବଂ ରାଷ୍ଟ୍ରପତି ଆସିବା ।ଏହାର ଅର୍ଥ ହେଉଛି ଓଡ଼ିଶାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ଓଡ଼ିଶା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ଦ୍ରୁତ ପ୍ରଗତି ହେବ । ଡବଲ ଇଞ୍ଜିନ , ଡବଲ ସ୍ପିଡରେ ଚାଲିବ ।ଶିକ୍ଷା ,ସ୍ୱାସ୍ଥ୍ୟ,କୃଷି ,ବୈଷୟିକ ପ୍ରଭୁତି କ୍ଷେତ୍ରରେ ଦେଶର ବିକାଶ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ଇଟିଭି ଭାରତକୁ ଭୂରି ଭୂରି ପ୍ରଶଂସା:ଇଟିଭି ଏକ ବହୁତ ବଢିଆ ଟିଭି । ପ୍ରଥମେ ଆରମ୍ଭ ହୋଇଥିଲା । ବିଭିନ୍ନ ପ୍ରକାର ଭାଷାରେ ଚ୍ୟାନେଲ ରହିଛି । ଗଣମାଧ୍ୟମ ହିସାବରେ ଲୋକଙ୍କ ସମସ୍ୟାକୁ ପରିବେଷଣ କରୁଥିବାକୁ ମୁଁ ଧନ୍ୟବାଦ ଦେଉଛି । "
Category
🗞
News
Be the first to comment
Add your comment
Recommended
1:25
|
Up next
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
1 day ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
6 months ago
1:01
ଫୋକସରେ ସମୁଦ୍ରତଟ ସୁରକ୍ଷା, ପାରାଦ୍ୱୀପରେ କୋଷ୍ଟ ଗାର୍ଡର ସମରଭ୍ୟାସ
ETVBHARAT
2 months ago
2:26
ଯାଜପୁରରେ କ୍ରୋମ ନଗର ମହୋତ୍ସବ ୨୦୨୬ ଉଦଘାଟିତ
ETVBHARAT
4 days ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
7 months ago
2:03
କାଦୁଅ ରାସ୍ତାରେ ଚାଲି ଚାଲି କନ୍ୟା ଘରେ ପହଞ୍ଚିଲା ବର, ଅଧାରେ ଅଟକିଲା ଡିଜେ ଗାଡି
ETVBHARAT
7 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
2 months ago
3:11
ଉଦୟଗିରିରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ, ସାମିଲ ହେଲେ 15ଶହରୁ ଉର୍ଦ୍ଧ୍ବ ଧର୍ମାବଲମ୍ବୀ
ETVBHARAT
6 days ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
1 year ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
7 months ago
4:33
ବିନ୍ଦୁ ସାଗରରେ ଭାସିଲା ଧର୍ମର ଡଙ୍ଗା, ଉଜ୍ଜୀବିତ ହେଲା ନୌବାଣିଜ୍ୟ ପରମ୍ପରା
ETVBHARAT
2 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
2 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
4 weeks ago
1:07
ନେପାଳରେ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା
ETVBHARAT
4 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
4 months ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
1 year ago
1:28
ରସଗୋଲା ଦିବସର ଶୁଭେଚ୍ଛା ଦେଲେ ସୁଦର୍ଶନ, ବାଲୁକାରେ ଗଢିଲେ ରସଗୋଲା ଭରା 100ଟି କୁଡୁଆ
ETVBHARAT
6 months ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
5 months ago
3:52
ବ୍ରହ୍ମପୁର ମହାନଗର ନିଗମରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ, ଘରୋଇ ସଂସ୍ଥାକୁ ୨ ବର୍ଷ ପାଇଁ ଦାୟିତ୍ୱ
ETVBHARAT
57 minutes ago
1:12
કેશોદ પોલીસ મથકમાં આરોપીનું કસ્ટોડીયલ ડેથ માંગરોળ ડીવાયએસપીને સોંપવામાં આવી તપાસ
ETVBHARAT
1 hour ago
4:23
सैटेलाइट बता रहा खेत की सेहत, कैसे रिमोट सेंसिंग बदल रही है खेती, इसरो वैज्ञानिक ने समझाया पूरा विज्ञान
ETVBHARAT
1 hour ago
4:00
"अहंकार का अंत तय होता है, सत्ता में बैठे लोगों को विनम्र होना चाहिए", करनाल में बोले दिग्विजय सिंह चौटाला
ETVBHARAT
1 hour ago
4:19
हरियाणा CM के निशाने पर पंजाब सरकार और केजरीवाल,बोले-मलाई चाटने में लगे हैं, AAP ने किया पलटवार
ETVBHARAT
2 hours ago
Be the first to comment