Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
9 months ago
କୋଣାର୍କ: ଭାରତ ବନ୍ଦ ପାଳନର ପ୍ରଭାବ ପୁରୀ ଜିଲ୍ଲା କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଦେଖିବାକୁ ମିଳିଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଆଜି ସୂର୍ଯ୍ୟମନ୍ଦିର ଶୂନଶାନ । କୋଣାର୍କ ବଜାରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସୂର୍ଯ୍ୟ ମନ୍ଦିର ବନ୍ଦ ହେବାରୁ ପର୍ଯ୍ୟଟକ ମନ୍ଦିରର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ଅନେକ ପର୍ଯ୍ୟଟକ ଦୂରରୁ କୋଣାର୍କ ମନ୍ଦିରକୁ ଦେଖୁଛନ୍ତି । କୋଣାର୍କ ବଜାରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ସୂର୍ଯ୍ୟ ମନ୍ଦିର ବନ୍ଦ ହେବାରୁ କୋଣାର୍ରେ ଥିବା ପର୍ଯ୍ୟଟକ ମନ୍ଦିରର କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ନିମାପଡା,ପିପିଲି, ଗୋପ ପ୍ରଭୁତି ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଶ୍ରମିକ ସଂଗଠନ, ଟ୍ରେଡ୍ ୟୁନିୟନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବିଭିନ୍ନ ଶ୍ରମିକ ସଂଗଠନ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଯାଜପୁରରେ ଭାରତ ବନ୍ଦର ପ୍ରଭାବ, ଦୋକାନ ବଜାର ବନ୍ଦ-ଗଡିଲାନି ଗାଡି
ଇଟିଭି ଭାରତ, ନିମାପଡା
Category
🗞
News
Transcript
Display full video transcript
00:00
.
00:32
Thank you very much.
01:27
Thank you very much.
01:36
Thank you very much.
02:00
Thank you very much.
Show less
Recommended
0:50
|
Up next
ଥର୍ମାଲ୍ କ୍ୟାମେରାରେ କଏଦ ହେଲେ ୪୦ ଟିକିଏ ହାତୀ ପଲ
ETVBHARAT
3 days ago
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
1 week ago
0:36
ଦୂର୍ଗାପୂଜା 2026; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
1 week ago
1:20
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
1 week ago
1:17
ଦାଣ୍ଡିଆ ତାଳେ ତାଳେ ଝୁମିଲେ ଶତାଧିକ ଯୁବକ ଯୁବତୀ
ETVBHARAT
1 week ago
3:39
As Delhi Gears Up For INDIA Mega Rally On Sunday, Traders Express Fear Of Business Losses, Traffic Gridlocks
ETVBHARAT
5 minutes ago
1:31
उत्तराखंड में इल्लीगल इंटरनेशनल कॉल सेंटर का भंडाफोड़, 21 दिन में किए गए 45 हजार से ज्यादा आउटगोइंग कॉल
ETVBHARAT
8 minutes ago
5:28
ਪੰਜਾਬ 'ਚ ਵੱਧ ਰਹੇ ਅਪਰਾਧ, ਨਸ਼ਾ ਅਤੇ ਹਥਿਆਰਾਂ ਨੂੰ ਲੈਕੇ ਰਾਜਾ ਵੜਿੰਗ ਨੇ ਘੇਰੀ ਪੰਜਾਬ ਅਤੇ ਕੇਂਦਰ ਦੀ ਸਰਕਾਰ
ETVBHARAT
9 minutes ago
1:15
दरंभगा MLC सीट पर RJD की जीत, अनिल झा ने BJP के सर्वेश कुमार को हराया
ETVBHARAT
9 minutes ago
1:13
नाशिकमधील ऐतिहासिक दुतोंड्या मारुती सजणार नव्या रूपात, मूर्तीवरून 500 किलो शेंदूर उतरवला
ETVBHARAT
9 minutes ago
0:52
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
5 weeks ago
3:40
ସ୍ୟାଣ୍ଡ୍ ଆନିମେସନରେ ପ୍ରଭୁ ଶ୍ରୀ ଗଣେଶ
ETVBHARAT
6 weeks ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
4 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
4 months ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
5 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
0:15
ଜଙ୍ଗଲର ପରୀ: ସାଇକେଲ୍ରେ ଏକ ମାୟାବୀ ଯାତ୍ରା
ETVBHARAT
5 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
7 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
10 months ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
2 years ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
1 year ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago