Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
Watch: ଆନ୍ଧ୍ରରେ ଉଡାଇଲା, ବୁଡାଇଲା ବାତ୍ୟା ‘ଅର୍ଣ୍ଣବ’, କେମିତି ଅଛି ସ୍ଥିତି ଦେଖନ୍ତୁ
2 days ago
ଅମରାବତୀ: ଆନ୍ଧ୍ରପ୍ରଦେଶର ଦକ୍ଷିଣ-ପଶ୍ଚିମ ୟାନାମ ଉପକୂଳରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଅର୍ଣ୍ଣବ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୧୪୦ କିଲୋମିଟର ବେଗରେ ବହିଥିଲା । ତେବେ ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି । ଛାରଖାର ହୋଇଛି ଅନେକ ଅଞ୍ଚଳ । ରାସ୍ତାରେ ବିରାଟ ବିରାଟ ଗଛ ଉପୁଡି ପଡିଥିବା ବେଳେ ଅସ୍ତବ୍ୟସ୍ତ ହୋଇଛି ମଛଲିପାଟନମ, କୋଣାସୀମା । ଆନ୍ଧ୍ରର ଅନେକ ଜିଲ୍ଲାରେ ଗଛ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି । ସେପଟେ ବାତ୍ୟା ଅର୍ଣ୍ଣବ ପାଇଁ କାହାର ଜୀବନ ହାନି ହୋଇନଥିବା କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସେପଟେ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ମଧ୍ୟ ପଢନ୍ତୁ:ଆନ୍ଧ୍ର ୟାନାମ ଉପକୂଳରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଅର୍ଣ୍ଣବ: ୧୪୦ କିମି ବେଗରେ ପବନ, ଦକ୍ଷିଣ ଓଡିଶାକୁ ହାଇଆଲର୍ଟମାଲକାନଗିରିରେ ‘ଅର୍ଣ୍ଣବ’ ମୁକାବିଲା: ୨୧୩୫ ସ୍ଥାନାନ୍ତର, ସୁରକ୍ଷିତ ଅଛନ୍ତି ୨୬୦ ଗର୍ଭବତୀ
Category
🗞
News
Transcript
Display full video transcript
00:18
I'm going to take a look at this video.
00:52
I'll see you next time.
01:23
All right.
01:31
What the last?
01:32
Good!
02:00
Good!
Show less
Recommended
1:48
|
Up next
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
1 week ago
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
1 week ago
3:10
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
1 week ago
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
1 week ago
1:17
ଦାଣ୍ଡିଆ ତାଳେ ତାଳେ ଝୁମିଲେ ଶତାଧିକ ଯୁବକ ଯୁବତୀ
ETVBHARAT
1 week ago
1:11
ରାୟଗଡ଼ା ଉପ-କାରାଗାରରେ ଡାକ୍ତର ରାଣ୍ଡେଲ: ସାକ୍ଷାତ କଲେ ଜାତୀୟ କଂଗ୍ରେସ ଆଦିବାସୀ ସେଲ୍ ଅଧ୍ୟକ୍ଷ
ETVBHARAT
23 minutes ago
2:45
भारत बांग्लादेश गंगाजल समझौते से पहले अंतरराष्ट्रीय सम्मेलन, मौसम के कारण गंगा सर्वे पर पड़ा असर
ETVBHARAT
27 minutes ago
0:19
रवि किशन के परिवार संग डिप्टी सीएम ब्रजेश पाठक के आवास पर करवाचौथ, पारंपरिक तरीके से हुई पूजा
ETVBHARAT
36 minutes ago
2:55
पारंपरिक खेती छोड़ ड्रैगन फ्रूट की बागवानी अपना रहे बागवान, सालाना हो रही लाखों की कमाई
ETVBHARAT
48 minutes ago
0:57
জুবিন গাৰ্গৰ ন্যায়ৰ দাবীত নগাঁৱত আছুৰ মম শিখা সমদল
ETVBHARAT
49 minutes ago
0:58
ବାଲୁକାକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
6 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
4 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
4 months ago
1:42
ସ୍ମାର୍ଟସିଟିରେ କାଳବୈଶାଖୀ ତାଣ୍ଡବ, ଉପଡ଼ିଲା ଗଛ, ଭାଙ୍ଗିଲା ହୋଡିଂ
ETVBHARAT
5 months ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
5 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
7 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
7 months ago
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
8 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
8 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
9 months ago
3:15
Watch: ରଣପୁର ମହୋତ୍ସବ 'ଅର୍ଜୁନ', ଓଡ଼ିଶୀ ନୃତ୍ୟ-ମେଲୋଡିରେ ଝୁମିଲେ ଦର୍ଶକ
ETVBHARAT
10 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
1 year ago