Skip to playerSkip to main content
  • 18 minutes ago
KEONJHAR ELEPHANT NEWS  କେନ୍ଦୁଝର: ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡିଲା ଦନ୍ତା । ପ୍ରାୟ ୬ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା ହାତୀ । ଏଭଳି ଘଟଣା ଘଟିଛି କେନ୍ଦୁଝର ସଦର ରେଞ୍ଜ ବନାଯୋଡ଼ି ଗାଁରେ । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ୩ଟି ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ବନାଯୋଡ଼ି ଗାଁ ପାଖକୁ ଆସିଥିବା ବେଳେ ହୃଷୀ ନାଏକଙ୍କ କୂଅର ଗୋଟିଏ ଦନ୍ତାହାତୀ ଖସି ପଡ଼ିଥିଲା ।ଏହାପରେ ହାତୀର ଗର୍ଜନ ଶୁଣି ହୃଷୀ, ବନ ବିଭାଗକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କୂଅଟି ଗଭୀର ଥିବାରୁ ଜେସିବି (JCB) ସାହାଯ୍ୟରେ କୂଅକୁ ତାଡ଼ି ଏକ ରାସ୍ତା ତିଆରି କରାଯାଇଥିଲା । ୧୦ ଫୁଟ ଗାତ କରି ପ୍ରଥମେ ସେଠାରେ ଏକ ରାସ୍ତା ତିଆରି କରି ଦମକଳ ବାହିନୀ ସହାୟତାରେ ସେଥିରେ ପାଣି ଭର୍ତ୍ତି କରାଯାଇଥିଲା । କୂଅରେ ପାଣି ଭର୍ତ୍ତି ହେବା ପରେ ହାତୀଟି ସୁରକ୍ଷିତ ଭାବେ ବାହାରି ଜଙ୍ଗଲ ମୁହାଁ ହୋଇଥିଲା । କିନ୍ତୁ ଏହି ସମୟରେ ଉତ୍ତ୍ୟକ୍ତ ହାତୀଟି ଗୋଟିଏ ବାଇକ୍ ଭାଙ୍ଗିବା ସହ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା ଏବଂ ଅନ୍ୟ ଜଣେ ତଳେ ପଡ଼ି ଆହତ ହୋଇଥିଲେ । ସେମାନଙ୍କୁ ବନ ବିଭାଗ ଦ୍ୱାରା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଏହି ଆକ୍ରମଣ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ କ୍ଷତି ପୂରଣ ଦାବି କରିଥିଲେ । ଏହାପରେ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ କୂଅର ମାଲିକ ଏବଂ ଅନ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  କେନ୍ଦୁଝର DFO ଧନରାଜ ଏଚ. ଡ଼ି କହିଛନ୍ତି," ୬ ଘଣ୍ଟାର ଅପରେସନ୍ ପରେ କୂଅରୁ ହାତୀକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବର୍ତ୍ତମାନ ହାତୀଟି ଉପରେ କଡ଼ା ନଜର ରଖିଛି ବନ ବିଭାଗ । "  ଏହା ମଧ୍ୟ ପଢନ୍ତୁ... Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର - BABY ELEPHANT DEATH
 ଏହା ମଧ୍ୟ ପଢନ୍ତୁ...ଗାଈ ଚରାଇବାକୁ ଯାଇଥିଲେ, କଚାଡି ମାରିଲା ଦନ୍ତା  ଏହା ମଧ୍ୟ ପଢନ୍ତୁ... ପରିବା ବାଡିରେ ବୃଦ୍ଧଙ୍କ ଜୀବନ ନେଲା ହାତୀ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧଇଟିଭି ଭାରତ, କେନ୍ଦୁଝର 

Category

🗞
News
Transcript
00:00...
00:01...
00:04...
00:05...
00:16...
00:18They start off with the cases.
00:21So, I was told that my father would kill me, so they would kill me, and he was the victim.
00:27They went to the police.
00:30If I came to the police, they had a different situation.
00:36How did you get to apply to the police?
00:38He did the police.
00:41And the police gave the police from the police.
00:43Gloria's brother's brother, I didn't remember my father since I was the one I was the one I was the
00:51one I was the one I was the one.
00:54봄 buy it in my new Fire, I was so happy that the fire was so that fire will be
01:08out of the wildfire.
01:10I had come to get up for some fish and fish, and put it down to 10.
01:19I had to go first to the playground.
01:23It is hard to go to the ground, but when I was there, I used to eat it, and I
01:26paid it up.
01:27If I was dry, I'd be drinking it, and I would try to go to the shelf.
01:32And I would like to get up for a while.
01:37there are many things that are involved in the company.
01:39So, the state has also been a big challenge in law and order,
01:46because, the state is very difficult to think about the state,
01:49and it was not predictable when the state is not going to be able to cooperate,
01:53and it was not a true state, so it was a big challenge in law and order,
02:00because there is no doubt about the state of state,
02:02which is very difficult to think about the state.
02:25I am a member of the team who is here in the world, I am a member of the team
02:30who is there a lot of young people who are there in the world.
02:33I started to miss their connections and I started to turn on to people and they started to turn on
02:38to people to come and get miking and they started trucidation of people.
02:44What kind of business do you have to do?
02:48Many people drive to the government and they did it and they then do it for a long time.
02:59net payment
02:59we have to do this
03:02thank you
Comments

Recommended