Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ବିଶାଳକାୟ ସରସ୍ବତୀ ମୂର୍ତ୍ତି: 64 ଫୁଟ ଉଚ୍ଚ, 45 ଫୁଟ ଶାଢୀରେ ସଜ୍ଜିତ
3 months ago
64 FEET SARASWATI IDOL, ଭୁବନେଶ୍ବର: ଆତସବାଜି ଓ ଆଲୋକମାଳାରେ ଉଦ୍ଭାସିତ ହୋଇ ୬୪ ଫୁଟ ଉଚ୍ଚତା ବିଶିଷ୍ଟ ମାଆ ହଂସବାହିନୀଙ୍କ ସର୍ବବୃହତ୍ତ ମେଢ ଭୁବନେଶ୍ବରରେ ପୂଜା ପାଉଠନ୍ତି । ମାଆଙ୍କ ଦିବ୍ୟ ରୂପ ଭକ୍ତଙ୍କୁ ବିଭୋର କରିଛି । ୟୁନିଟ ୯ ୟୁଥ କ୍ଲବରେ ପକ୍ଷରୁ ଆୟୋଜନ ଏହି ସୁଉଚ୍ଚ ମେଢ ଦେଖିବାକୁ ବହୁ ଭକ୍ତଙ୍କ ସୁଅ ଛୁଟୁଛି । ମା'ଙ୍କ ମୂର୍ତ୍ତିରେ 45 ଫୁଟ ଲମ୍ବର ଶାଢୀ ବ୍ୟବହାର କରାଯାଇଛି । ଯାହା ମା'ଙ୍କ ରୂପକୁ ଆହୁରି ଦିବ୍ୟ କରିତୋଳୁଛି । ୧୫ ଜଣ କାରିଗର:ମା'ଙ୍କ ମୂର୍ତ୍ତିର ଉଚ୍ଚତା 64 ଫୁଟ ରହିଥିବା ବେଳେ, 18 ଫୁଟ ଉଚ୍ଚତାର ବୀଣା ମା'ଙ୍କ ହସ୍ତରେ ଶୋଭା ପାଉଛି । ଏହି ମୂର୍ତ୍ତି ନିର୍ମାଣ ପାଇଁ ବାଉଁଶ, ନଡା, କାଠ, ପ୍ଲାଏ, ମାଟି, ସୋଲୋ ଓ ଅଠା ବ୍ୟବହାର କରାଯାଇଛି । ମା’ ସରସ୍ବତୀଙ୍କ ମେଢ ଗଢିବାକୁ କୋଲକାତାରୁ ୧୫ ଜଣ କାରିଗର ନିୟୋଜିତ ହୋଇଥିଲେ । ପ୍ରାୟ ଦେଢ ମାସ ଧରି କାରିଗରମାନେ ମୂର୍ତ୍ତି ତିଆରି କରିଥିଲେ ।
ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ମା' ସରସ୍ବତୀଙ୍କ ଏଭଳି ବିଶାଳକାୟ ଓ ନିଆରା ମୂର୍ତ୍ତି ଦେଖି ଭକ୍ତମାନେ ବେଶ୍ ଖୁସି ହୋଇଥିବା ପ୍ରକାଶ କରିଛନ୍ତି । ମା'ଙ୍କର ଦିବ୍ୟ ସାନ୍ନିଧ୍ୟ ପାଇବା ପାଇଁ ଦର୍ଶକଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି । ମା'ଙ୍କ ଆଗମନରେ ପରିବେଶ ବେଶ ଭକ୍ତିମୟ ହୋଇ ଉଠିଛି ବୋଲି ଶ୍ରଦ୍ଧାଳୁମାନେ ପ୍ରକାଶ କରିଛନ୍ତି ।
ମୁର୍ତ୍ତି ଦେଖି ଭକ୍ତ ଉଲ୍ଲସିତ:ୟୁନିଟ ୯ ୟୁଥ କ୍ଲବ ସଦସ୍ୟ ସନ୍ଦୀପ ବାରିକ କହିଛନ୍ତି, "ବିଗତ ୭ ବର୍ଷ ହେବ କ୍ଲବ ପକ୍ଷରୁ ସରସ୍ୱତୀ ପୂଜାର ଆୟୋଜନ କରାଯାଉଛି । ପ୍ରତିବର୍ଷ ପୂଜାରେ ୭ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୁଏ । ପ୍ରସାଦ ସେବନ, ରକ୍ତଦାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜନସେବା ମୂଳକ କାର୍ଯ୍ୟ କ୍ଲବ ପକ୍ଷରୁ ଆୟୋଜିତ ହୁଏ । ଚଳିତ ବର୍ଷ ମା'ଙ୍କ ପୂଜାକୁ ଭବ୍ୟ ଆକାରରେ କରିବା ପାଇଁ ଆମେ ଚିନ୍ତା କଲୁ । କିଛି ନୂଆ କରିବାକୁ ଯାଇ ବଡ଼ ମୂର୍ତ୍ତି କରିବା ପାଇଁ ଯୋଜନା କରିଥିଲୁ ।" ପ୍ରତିଦିନ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବା ସହିତ ଆସନ୍ତା ୩୧ ତାରିଖରେ ମା'ଙ୍କୁ ମେଲାଣି ଦିଆଯିବ ବୋଲି ଆୟୋଜକ କହିଛନ୍ତି ।
ଏହା ମଧ୍ୟ ଦେଖନ୍ତୁ: Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହରଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Comments
Add your comment
Recommended
3:10
|
Up next
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
5 weeks ago
6:23
ବିଜେପି କାର୍ଯ୍ୟାଳୟରେ ଜମିଲା ରଙ୍ଗର ପର୍ବ, ଯାଜପୁର ଓ ଅନୁଗୋଳରେ ନେତା ଖେଳିଲେ ହୋଲି
ETVBHARAT
6 weeks ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
6 weeks ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
6 weeks ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
6 weeks ago
4:46
વેરાવળમાં MLA વિમલ ચુડાસમા અને ચૂંટણી અધિકારી વચ્ચે બોલાચાલી, કોંગી ઉમેદવારનું ફોર્મ રદ થતાં ભરાયા રોષે
ETVBHARAT
6 minutes ago
2:21
उदघाटन से पहले शिवपुर चर्चा नगरपालिका भवन में आई दरार, निर्माण कार्यों पर उठे सवाल
ETVBHARAT
16 minutes ago
2:49
ਪੁਲਿਸ-ਬਦਮਾਸ਼ ਵਿਚਾਲੇ ਮੁਠਭੇੜ, ਪੁਲਿਸ 'ਤੇ ਚਲਾਈਆਂ ਗੋਲੀਆਂ; ਲੱਤ 'ਚ ਗੋਲੀ ਮਾਰਕੇ ਫੜਿਆ ਸ਼ੂਟਰ
ETVBHARAT
24 minutes ago
1:28
SP नेता नसीमुद्दीन सिद्दिकी बोले-BJP संविधान नहीं बदल पाई तो विभागों को निजी हाथों में बेच रही
ETVBHARAT
44 minutes ago
4:02
श्रद्धालुओं के लिए खतरनाक हो सकते हैं डेंजर जोन, यहां से गुजरें तो रहें सावधान
ETVBHARAT
1 hour ago
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
7 weeks ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
3 months ago
3:15
WATCH: ସଂସ୍କୃତିର ଅପୂର୍ବ ସମନ୍ବୟ,ଗଜପତିରେ ଓଡ଼ିଆ-ତେଲୁଗୁ ପାଳିଲେ ମକର ସଂକ୍ରାନ୍ତି
ETVBHARAT
3 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
4 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
4 months ago
1:10
Constitution Day: ବାଲୁକାରେ ୬ ଫୁଟ ଉଚ୍ଚତାର ଭାରତୀୟ ସମ୍ବିଧାନ ପୁସ୍ତକ କରି ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
5 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
5 months ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
5 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
5 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
5 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
5 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
6 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
6 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
6 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
6 months ago
Comments