Skip to playerSkip to main content
  • 1 hour ago
MAKAR SANKRANTI GAJAPATI  ପାରଳାଖେମୁଣ୍ଡି(ଗଜପତି): ଆଜି ମକର ସଂକ୍ରାନ୍ତି । ହିନ୍ଦୁ ଧର୍ମରେ ଏହି ପର୍ବର ଅନେକ ମହତ୍ତ୍ବ ରହିଛି । ଏହି ପର୍ବକୁ ସାରା ଭାରତରେ ବହୁ ଆଡମ୍ବରରେ ପାଳନ କରାଯାଇଥାଏ । ି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି 2ଟି ସଂସ୍କୃତିର ଅପୂର୍ବ ସମନ୍ବୟ । ଏଠାରେ ରହୁଥିବା ଉଭୟ ତେଲୁଗୁ ଏବଂ ଓଡିଆ ଭାଷାଭାଷୀ ଲୋକେ ମିଶି ଖୁବ୍ ଆନନ୍ଦୋଲ୍ଲାସର ସହିତ ମକର ସଂକ୍ରାନ୍ତି ପାଳନ କରିଛନ୍ତି । ମକର ସଂକ୍ରାନ୍ତି: ତେଲୁଗୁ ସଂପ୍ରଦାୟ ଲୋକେ ମକର ସଂକ୍ରାନ୍ତି ଉତ୍ସବକୁ 4ଦିନ ଧରି ପାଳନ କରିଥାନ୍ତି । ପରିବାରର ସମସ୍ତ ସଦସ୍ୟ ଏହି ପର୍ବ ଉପଲକ୍ଷେ ଏକତ୍ରିତ ହୋଇଥାନ୍ତି । ସୁସ୍ବାଦୁ ଖାଦ୍ୟ, ମିଷ୍ଟାନ୍ନ ଓ ଅନ୍ନ ବ୍ୟଞ୍ଜନର ଆସର ଜମିଥାଏ । ପରିବାରର ସମସ୍ତ ସଦସ୍ୟ ଏହି ପର୍ବକୁ ଖୁବ ମନ ଭରି ଉପଭୋଗ କରିଥାନ୍ତି ।  

4ଦିନ ପାଳିତ ହୁଏ ମକର ସଂକ୍ରାନ୍ତି:
ତେଲୁଗୁ ସଂପ୍ରଦାୟ ମକର ଉତ୍ସବର ପର୍ବର ପ୍ରଥମ ଦିନକୁ 'ଭୋଗି' ଭାବେ ପାଳନ କରିଥାନ୍ତି । ଏହି ଦିନ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଏ । ଦ୍ବିତୀୟ ଦିନରେ ପାଣ୍ଡୁକୁ ପାଳନ ପୂର୍ବକ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ । ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି ବୋଲି ପାରଳାଖେମୁଣ୍ଡି ବାସିନ୍ଦା ହନିଶା କହିଛନ୍ତି । 
 ପୂର୍ବପୁରୁଷଙ୍କୁ ପିଣ୍ଡଦାନ:
ପାରଳାଖେମୁଣ୍ଡି ବାସିନ୍ଦା ରାମାରାଓ କହିଛନ୍ତି, "ପ୍ରଥମ ଦିନରେ ଭୋଗି ପାଳନ କରି ଆମେ ନିଆଁ ଲଗାଇ କେକ୍ କାଟି ସମସ୍ତେ ନାଚଗୀତର ମଜା ନେଉ । ପରସ୍ପରକୁ ପୋଙ୍ଗଲର ଶୁଭେଚ୍ଛା ଜଣାଇଥାଉ । ଆଗାମୀ ଦୁଇଦିନ ପିଠା ପଣା କରି ପୂର୍ବପୁରୁଷଙ୍କୁ ପୂଜା କରିବା ସଙ୍ଗେ ଭଗବାନଙ୍କୁ ମଧ୍ୟ ଅର୍ପଣ କରି ନୂଆ ପୋଷାକ ପିନ୍ଧି ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାଉ ।"   
  ଚାଷଭିତ୍ତିକ ପର୍ବ ମକର ସଂକ୍ରାନ୍ତି :       
ଏହି ଉତ୍ସବ ପାଳନ କରିବାର ଦୁଇଟି କାରଣ ରହିଛି । ପ୍ରଥମତଃ ଏହି ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ଅନ୍ୟ କାରଣଟି ଚାଷୀମାନେ ହାଡଭଙ୍ଗା ଶୀତରେ ବିଲରେ କଷ୍ଟ କରି ଅମଳ କରିସାରିବା ନୂତନ ଅମଳକୁ ଭଗବାନଙ୍କୁ ଅର୍ପଣ କରି ଏହି ପର୍ବକୁ ଖୁସିରେ ମନାଇଥାନ୍ତି ବୋଲି ସୁଧାରାଣୀ କହିଛନ୍ତି  । 

 ଏହା ମଧ୍ୟ ଦେଖନ୍ତୁ: ଯାଜପୁରରେ କ୍ରୋମ ନଗର ମହୋତ୍ସବ ୨୦୨୬ ଉଦଘାଟିତଅଟ୍ରିରେ ମକର ମେଳା; ମାନସିକଧାରୀଙ୍କ ଛୁଆ ପାଇଁ ଗୁଆ ଖୋଜା - MAKAR SANKRANTI 2026ପବିତ୍ର ମକର ସଂକ୍ରାନ୍ତି; ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି,  ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ
ଇଟିଭି ଭାରତ, ଗଜପତି 

Category

🗞
News
Transcript
00:00I
00:30This is a bogey start. Every night we enjoy the night and enjoy the DJs.
00:51Thank you so much for coming.
01:18I was born and my family and I was born.
01:23My family is very good.
01:26We have been doing great work.
01:29I was born in the past and the family was too many.
01:35We were born in the last few days.
01:39We were born in the past few days.
01:41We were born in two nights.
01:43We were the one who was happy and enjoyed.
01:46foreign
02:00foreign
02:14We will be able to do the best, but to all the people, we will be able to do a good thing.
02:23We will be able to do all the people. We will be able to do all the time.
02:41I don't know how many people are here.
02:45What?
02:46I don't know how many people are here.
02:48Each one is here.
02:50I don't know how many people are here,
02:52but because of that,
02:53they are here in the cinema.
02:56What are you doing?
02:59So, I don't know how many people are here.
03:03I'm asking you for a few of them.
03:06How many people do it?
03:07Yeah, I'm watching the cinema.
03:09Full.
03:10Tardini the way function.
03:11Yeah, barbomb.
03:12Yeah, barbomb.
Be the first to comment
Add your comment

Recommended