Skip to playerSkip to main content
  • 54 minutes ago
ସମ୍ବଲପୁର: ଜିଲ୍ଲାର ରେଙ୍ଗାଲି ଷ୍ଟେସନଠାରେ ରେଳ ବିଭାଗ ପକ୍ଷରୁ ମକ ଡ୍ରିଲ କରାଯାଇଛି l ଦୁର୍ଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟିଲେ ରେଳ ବିଭାଗ ଅନ୍ୟ ବିଭାଗ ମାନଙ୍କ ସହ ସମନ୍ୱୟ ରକ୍ଷା କରି କିପରି ଉଦ୍ଧାର କାର୍ଯ୍ୟ କରାଯିବ ସେନେଇ ଆଜି (ବୁଧବାର) ଏହି ମକ ଡ୍ରିଲ କରାଯାଇଛି l ଏହି ମକ ଡ୍ରିଲରେ ରେଳବାଇ ସହ, NDRF, SDRF, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଟିମ ସାମିଲ ହୋଇଥିଲେ ।ଏନେଇ ସମ୍ବଲପୁର DRM ସୁବାଷ ଚନ୍ଦ୍ର ଚୌଧୁରୀ କହିଛନ୍ତି," କୌଣସି ଅଘଟଣର ମୁକାବିଲା କିପରି ତତ୍ପରତାର ସହ କରାଯାଇ ପାରିବ ସେନେଇ ଏହି ମକ ଡ୍ରିଲ କରାଯାଇଛି l ଏଥିରେ ରେଳବାଇ, NDRF, SDRF ଓ ଜିଲ୍ଲା ପ୍ରଶାସନର ଟିମ ସାମିଲ ହୋଇଛନ୍ତି l ଏହି ମକ୍ ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସବୁ ବିଭାଗର ସମନ୍ୱୟ କିପରି ରହୁଛି ତାହାକୁ ପରଖିବା l"ଏହାମଧ୍ୟ ପଢନ୍ତୁ... ବିମାନ ବନ୍ଦରରେ ଆତଙ୍କୀ ହାମଲା ମକଡ୍ରିଲ୍, ଟର୍ମିନାଲରେ ଟଳିଲେ ଦୁଇ ଆତଙ୍କବାଦୀ !ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫର ମକ୍‌ ଡ୍ରିଲଅଗ୍ନିକାଣ୍ଡ ରୋକିବାକୁ ପୁରୀ ବସଷ୍ଟାଣ୍ଡରେ ମକଡ୍ରିଲ, ସାମିଲ ହେଲେ ବସ୍ କର୍ମଚାରୀପ୍ଲେନ କ୍ରାସ ହେଲେ କେମିତି ହେବ ଉଦ୍ଧାରକାର୍ଯ୍ୟ ? ଭୁବନେଶ୍ବର ବିମାନବନ୍ଦରରେ ମକଡ୍ରିଲNDRF ଇନ୍ସପେକ୍ଟର ରମାକାନ୍ତ ଦାସ କହିଛନ୍ତି," ମକ ଡ୍ରିଲ କରିବାର ଉଦ୍ଦେଶ୍ୟ ହେଉଛି ଯେତେବେଳେ କୌଣସି ଅଘଟଣ ଘଟେ ସେତେବେଳେ ଏନଡିଆରଏଫ, ଏସଡିଆରଏଫ, ଆରପିଏଫ, ପ୍ରଶାସନ ଭଳି ସଂସ୍ଥାଗୁଡିକର କଣ କଣ ଭୂମିକା ରହିବ ତାକୁ ମକ ଡ୍ରିଲ ମାଧ୍ୟମରେ ପୂର୍ବରୁ ହିଁ ସ୍ପଷ୍ଟ କରାଯାଇଥାଏ ।"

ଇଟିଭି ଭାରତ, ସମ୍ବଲପୁର 

Category

🗞
News
Transcript
00:00foreign
00:04foreign
00:10foreign
00:18foreign
00:20foreign
00:22I am not sure
00:24I am not sure
00:26the situation is here.
00:28We have to do a mock drill.
00:32The mock drill is basically accident.
00:34We can deal with which we can deal with.
00:38The stakeholders, the NDRF, the SDRF team,
00:44the district administration team and the railway team.
00:46The main task is to make sure that everyone is able to see
00:52foreign
01:22The main thing is that unfortunately there is an untoward incident of different agencies, such as NDRF, ODRAF, RPF, State Administration, Public Media, all the role of the player,
01:38the main thing is that the player can be clarified, so that when we have a small little lacuna or mistakes in real-time senior areas, we can rectify it and make it better and better performance.
01:52And as much as possible, we try to reduce the damage of knowledge.
01:57We are trained, generally with paramilitary force.
02:03On the other hand, we are trained in India, and commandos, crack commando, marine commando, and other training.
02:09We are trained in adverse situations, climate conditions, and geographic conditions.
02:17That too, to save the life of any human being.
Be the first to comment
Add your comment

Recommended