Skip to player
Skip to main content
Skip to footer
Search
Connect
Watch fullscreen
Like
Bookmark
Share
Add to Playlist
Report
ଲୁଗା ଦୋକାନରେ ନିଆଁ, ୬୦ ଲକ୍ଷରୁ ଉର୍ଦ୍ଧ୍ବ ସମ୍ପତ୍ତି ଧୂଳିସାତ
ETVBHARAT
Follow
8 months ago
ରାୟଗଡ଼ା: ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ନିମିଷକେ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ରାୟଗଡା ସହରର ବାଲାଜୀ ମନ୍ଦିର ସମ୍ମୁଖରେ ଥିବା 3 ମହଲା ବିଶିଷ୍ଟ ଏସକେ ସପିଂ ମଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ପ୍ରାୟ 60 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଥିବା ଦେଖିବାକୁ ମିଳିଛି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଭୋର ପ୍ରାୟ 4ଟା ସମୟରେ କୌଣସି କାରଣ ବଶତଃ ଧୀରେ ଧୀରେ ନିଆଁ ବ୍ୟାପି ସକାଳ 5ଟା ସମୟରେ ନିଆଁ ଓ ଧୂଆଁ ବାହାରକୁ ଜଣାପଡିଥିଲା । ଏନେଇ ଦମକଳ ବାହିନୀକୁ ଜଣାଯାଇଥିଲା। ଖବର ପାଇ ଆଗ୍ନିଶମ ବାହିନୀ ଘଟଣାସ୍ଥଲେର ପହଞ୍ଚି ତୁରନ୍ତ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚଳାଇଥିଲେ । ତେବେ ତଳ ମହଲାରେ ସବୁ ଲୁଗା ଓ ସୋ' କେଶ ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଫଳରେ ପାଖାପାଖି 40 ଲକ୍ଷରୁ ଅଦିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ ହୋଇଯାଇଛି । ସେପଟେ ଦମକଳ ବାହିନୀ ନିଆଁ ଲିଭାଇବାରେ ତତ୍ପରତା ଦେଖାଇବା ଯୋଗୁଁ ନିଆଁ ଉପର ମହଲାକୁ ବ୍ୟାପି ନଥିଲା । ଏହା ମଧ୍ୟ ପଢ଼ନ୍ତୁ...ନିମିଷକେ ଗ୍ରାସ କରିଦେଲା ନିଆଁ, ଛାରଖାର ୧୨ ପରିବାରର ଘରଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁର MKCG ମେଡିକାଲରେ ଅଗ୍ନିକାଣ୍ଡଇଟିଭି ଭାରତ, ରାୟଗଡ଼ା
Category
🗞
News
Transcript
Display full video transcript
00:00
♪♪
00:10
♪♪
00:20
♪♪
00:30
♪♪
00:40
♪♪
00:50
♪♪
01:00
♪♪
01:10
♪♪
01:20
♪♪
01:30
♪♪
01:40
♪♪
01:50
♪♪
02:00
♪♪
Recommended
1:49
|
Up next
हापुड़ में 12 लाख में दी पिता की हत्या की सुपारी, पहले गला रेता, फिर ईंट से चेहरा कुचला, जानिए क्या है वजह
ETVBHARAT
5 hours ago
1:48
नशे की दीवार ढहाकर गांव बना मिसाल, शराब पीने और बेचने वालों से वसूला जुर्माना
ETVBHARAT
5 hours ago
1:43
वाराणसी पहुंचीं अभिनेत्री सारा अली खान; दशाश्वमेध घाट पर गंगा आरती में हुईं शामिल, बोलीं- यहां आना अच्छा लगता है
ETVBHARAT
6 hours ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
8 months ago
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
8 months ago
2:39
ନିମାପଡ଼ାରେ ଧାନ ମଣ୍ଡିରେ କଟନୀଛଟନୀ ଅଭିଯୋଗ
ETVBHARAT
8 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
8 months ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
8 months ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
8 months ago
2:55
ଶିବ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ETVBHARAT
8 months ago
3:09
ଦାଣ୍ଡ ଦୁଲୁକେଇବ ଦେଢ ଫୁଟର ଡିଜେ, ତିଆରି କଲେ ଅଷ୍ଟମ ଶ୍ରେଣୀ ଛାତ୍ର
ETVBHARAT
6 hours ago
6:10
ਹੜ੍ਹ ਨੇ ਉਜਾੜੇ ਪੰਜਾਬ ਦੇ ਸੈਂਕੜੇ ਪਿੰਡ, ਲੱਖਾਂ ਏਕੜ ਫ਼ਸਲ 'ਤੇ ਫਿਰਿਆ ਪਾਣੀ
ETVBHARAT
6 hours ago
1:41
છોટા ઉદેપુરનો સુખી ડેમ છલકાયો, ડેમના 6 ગેટ ખોલાતા 18 ગામોમાં એલર્ટ અપાયું
ETVBHARAT
6 hours ago
6:42
નર્મદા જિલ્લા સંકલનમાં સાંસદ મનસુખ વસાવા વિફર્યા: ખાડા રીપેર કરવા, શાળાના ઓરડા બનાવવા અધિકારીઓને સૂચના
ETVBHARAT
6 hours ago
0:31
फर्जी ई-चालान भेजकर ठगी, तीन साइबर अपराधी गिरफ्तार
ETVBHARAT
6 hours ago
6:00
पर्यटन में ऊंचाइयां छूने को तैयार मध्यप्रदेश, 3500 करोड़ का मिला निवेश
ETVBHARAT
6 hours ago
2:37
ਸਤਲੁਜ ਨਾਲ ਘਿਰੀਆਂ ਕਈ ਬੀਐਸਐਫ ਚੌਕੀਆਂ ਅਤੇ ਵਾੜਾਂ, ਡੀਸੀ ਨੇ ਲਿਆ ਜ਼ਾਇਜਾ
ETVBHARAT
6 hours ago
3:17
মহাত্মা গান্ধির সহযোদ্ধার পরিবারের জমি দখল! কাঠগড়ায় তৃণমূল
ETVBHARAT
7 hours ago
2:40
জাতীয় যোগাসন প্রতিযোগিতায় পশ্চিম বর্ধমানের জয়জয়কার, এল 5টি সোনা
ETVBHARAT
7 hours ago
8:36
কিয় মুখ্যমন্ত্ৰীক হাতযোৰ কৰিলে লুৰীণজ্যোতি গগৈয়ে
ETVBHARAT
7 hours ago
1:58
कमजोर हो रहे नक्सली निर्दोष शिक्षादूतों की कर रहे हत्या, दोषियों को देंगे कड़ी सजा: बस्तर IG
ETVBHARAT
7 hours ago
2:37
मोदी की गारंटी खोज रहे सुकमा में NHM कर्मचारी, PPE किट पहनकर मांगी भीख
ETVBHARAT
7 hours ago
3:45
कोरबा दौरे पर मुकेश अहलावत, बोले राहुल से पहले केजरीवाल ने किया था वोट चोरी का खुलासा
ETVBHARAT
7 hours ago
2:21
दगडूशेठ गणपतीच्या चरणी 133 किलोचा केक अर्पण
ETVBHARAT
7 hours ago
1:31
बालोद में तांदुला जलाशय लबालब, सेफ्टीवॉल की फाइनल लाइन तक पहुंचा पानी, पर्यटकों की भीड़
ETVBHARAT
7 hours ago