Skip to playerSkip to main contentSkip to footer
  • today
ପୁରୀ: ଆଜି ବିଶ୍ଵ ବ୍ୟାଘ୍ର ଦିବସ । ଏହି ଅବସରରେ ବାଘଙ୍କ ସୁରକ୍ଷା ପାଇଁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । WWF-ଇଣ୍ଡିଆ ଓ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରାଯାଇଛି । ଏହି ବାଲୁକାକଳାକୃତିର ବିଷୟବସ୍ତୁ ରହିଛି 'INDIA STRIDES WITH THE STRIPES'। 
 ସୁଦର୍ଶନ ପଟ୍ଟନାୟକ କହିଛନ୍ତି, 'ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ବାଘର ବହୁତ୍ ଅବଦାନ ରହିଛୁ । ମଣିଷ ମାନେ ବାଘକୁ ସୁରକ୍ଷା ଦେବା ପାଇଁ ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି। ବାଲୁକା ଚିତ୍ର କଳାରେ 50ଟି ଛୋଟିଆ ବ୍ୟାଘ୍ର ସହ ଏକ ବିରାଟ 20 ଫୁଟର ବାଲିରେ ବ୍ୟାଘ୍ର ନିର୍ମାଣ ହୋଇଛି। ବାଘ କେବଳ ଶକ୍ତିର ପ୍ରତୀକ ନୁହେଁ ବରଂ ଏହା ଆମର ପରିବେଶର ରକ୍ଷକ ଏବଂ ଏହା ଆମର ଇକୋସିଷ୍ଟମର ରକ୍ଷକ ଭାବରେ କାର୍ଯ୍ୟ କରେ। "


ଏହି ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ସମେତ ପୁରୀ ବନଖଣ୍ଡ ଅଧିକାରୀ ( DFO) ଓ ପରିବେଶପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଛି ।ଏହି ବାଲୁକାକଳାରେ ପ୍ରାୟ 10ଟନ୍ ବାଲି  ବ୍ୟବହାର ହୋଇଥିବା ବେଳେ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ପ୍ରାୟ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା। 
 ଏହା ମଧ୍ୟ ପଢନ୍ତୁ-ମହାନଦୀ କୁଲାରୀକୁଦ ଟାପୁରେ ଫସିଲେ ହାତୀପଲ - ELEPHANT HERD TRAPPED ON MAHANADI
ଇଟିଭି ଭାରତ, ପୁରୀ

Category

🗞
News
Transcript
00:00foreign
00:06foreign
00:14foreign
00:20I have collaborated with WWF with awareness and sculpture, which is very unique.
00:30There are 51 tigers.
00:33There are 20 feet long tigers.
00:38There are 50 small tigers.
00:41Basically, society has strong message.
00:45The tiger has protected the environment and has protected the society.
00:52There are strong message.
00:54Every year, WWF will celebrate World Tiger Day.
01:00This year, we have collaborated with WWF.
01:07We have sculptures to our people.
01:11The tiger has protected the environment for society.
01:17The human is protected.
01:20Around 10 tons of sand.

Recommended