Skip to playerSkip to main content
  • 8 minutes ago
ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ଶରଧାବାଲିରେ ଭକ୍ତ, ଭକ୍ତି, ଭାବର ମିଶ୍ରଣ । ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରକୁ ବାହୁଡ଼ୁଛନ୍ତି ଦାରୁ ଦେବତା । ପୁଣିଥରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିବା ପାଇଁ ଚାହିଁ ରହିଛନ୍ତି ଭକ୍ତ । ଭକ୍ତିର ମହାସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଭକ୍ତିର ବର୍ଷାରେ କାଳିଆ ସାଆନ୍ତଙ୍କ ପ୍ରେମରେ ଭିଜୁଛନ୍ତି ଭକ୍ତ । କେଉଁ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ବେଶ ହୋଇ ଶରଧାବାଲିରେ ନୃତ୍ୟ କରୁଛି ତ ଆଉ କିଏ ପ୍ରଭୁ ହନୁମାନଙ୍କ ବେଶ ହୋଇ ଭାବ ବିନୋଦିଆଙ୍କ ଆଗରେ ଭକ୍ତିର ଅର୍ଘ୍ୟ ଅର୍ପଣ କରୁଛି, ପୁଣି କିଏ ଦେବଶ୍ରୀ ନାରଦଙ୍କ ବେଶ ହୋଇ ମହାପ୍ରଭୁଙ୍କ ନାମ ଜପି ଜପି ରଥାରୂଢ଼ କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛି । ଶରଧାବାଲିର ଏହି ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ବଳ କରୁଛି ।  ବାଙ୍କୀ ତୁଳସୀପୁର ଅଞ୍ଚଳର ଜଣେ ଭକ୍ତ ଓମ୍‌ ପ୍ରଧାନ ବଜରଙ୍ଗବାଲୀଙ୍କ ବେଶ ଧାରଣ କରି ଶରଧାବାଲିରେ ନୃତ୍ୟ କରୁଛନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ଆସିଥିବା ଭକ୍ତ ସତ୍ୟଜିତ, ମହାପ୍ରଭୁଙ୍କ ବେଶ ଧାରଣ କରି ନୃତ୍ୟରେ ମଗ୍ନ ରହି ଭାବ ଦ୍ବାରା ଜଗତର ନାଥଙ୍କ ନିକଟରେ ନିଜକୁ ଆତ୍ମସମର୍ପଣ କରିଛନ୍ତି । ଏହା ମଧ୍ୟ ପଢ଼ନ୍ତୁ...Bahuda Yatra: ବଡ଼ଠାକୁରଙ୍କ ବାହୁଡ଼ା ଯାତ୍ରାକୁ କାହିଁକି କୁହାଯାଏ ଦକ୍ଷିଣାଭିମୁଖୀ ଯାତ୍ରା ?
ବାହୁଡ଼ା ଯାତ୍ରା ଓ ସୁନା ବେଶ ପାଇଁ ପୁରୀରେ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତିଇଟିଭି ଭାରତ, ପୁରୀ

Category

🗞
News
Transcript
00:04Oh
00:40I got a good question.
00:44How do you have a good question?
00:49I have said, you are not a good question.
00:57How do you have a good question?
00:59How is the question?
00:59How do you have a good question?
01:27Thank you very much.
01:32.
01:32.
01:32.
01:32When he said that, he would have told it?
01:33He said that he would have told it.
01:38He would have told it.
01:46Why?
01:46It was very difficult to do.
01:49He had told it.
01:52He is doing the homework,
01:53and here, there,
01:59not always have a problem.
02:00My son has been a couple of years now.
02:04My son of a child has been a long time since I've been a kid.
02:11I've been a kid and I haven't been a kid, and I've been a kid.
02:16I've been a kid!
02:17I've been a kid, I've been a kid, and I've been a kid.
02:24I've been a kid and I'm a kid.
02:27Thank you very much.
03:09Thank you very much.
03:26Thank you very much.
04:03Thank you very much.
04:33Thank you very much.
05:21Thank you very much.
05:33Thank you very much.
Comments

Recommended