Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ଯବାନଙ୍କ ପୋଷାକରେ କୁନି ଶିଶୁ; ବାନ୍ଧିଲେ ରାକ୍ଷୀ, ମନାଇଲେ ନିଆରା ଉତ୍ସବ
ETVBHARAT
Follow
5 months ago
Raksha Bandhan 2025 :ବ୍ରହ୍ମପୁର: ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ । ବର୍ଷତମାମ ଭଉଣୀଟିଏ ଅପେକ୍ଷା କରି ରହିଥାଏ ନିଜ ଭାଇ ହାତରେ ସ୍ନେହ ଓ ସଂପର୍କର ସୂତା ଖିଅଟିକୁ ବାନ୍ଧିବାକୁ । ସେହି ସମୟରେ ଭଭଣୀ ହାତରୁ ରାକ୍ଷୀଟିଏ ପରିଧାନ କରି ତାକୁ ସୁରକ୍ଷା ପ୍ରଦାନ କରିବାକୁ ଭାଇ ସଂକଳ୍ପ ନେଇଥାଏ । ହେଲେ ସବୁ ଭାଇ ନିଜ ଭଉଣୀ ପାଖରେ ପହଞ୍ଚି ପାରିନଥାନ୍ତି । କିଛି ଭାଇ ଯବାନ ଭାବରେ ଦେଶର ସେବାକୁ ଅଗ୍ରାଧିକାର ଦେଇ ବଳିଦାନ ଦେଇଥାନ୍ତି । ସେହି ସେନାର ଯବାନଙ୍କ ସମ୍ମାନାର୍ଥେ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଆୟୋଜିତ ହୋଇଛି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ।ଶିକ୍ଷାନୁଷ୍ଠାନରେ ନିଆରା ରକ୍ଷାବନ୍ଧନ ଉତ୍ସବ:ରକ୍ଷା ବନ୍ଧନ ଉପଲକ୍ଷେ ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଛି । ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ପଢୁଥିବା କୁନି କୁନି ଶିଶୁମାନେ ଭାରତୀୟ ଯବାନଙ୍କ ପୋଷାକ ପରିଧାନ କରିଥିଲେ । ଦେଶର ସୁରକ୍ଷା ପାଇଁ ପରିବାର ଠାରୁ ଦୂରରେ ରହି ସେବା କରୁଥିବା ଯବାନଙ୍କ ସମ୍ମାନ ପାଇଁ ଏପରି ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମଞ୍ଚରେ ନୃତ୍ୟ ଗୀତ ମାଧ୍ୟମରେ କର୍ତ୍ତବ୍ୟ ପାଇଁ ଯବାନଙ୍କ ବଳିଦାନ ପ୍ରଦର୍ଶନ କରିଥିଲେ ବିଦ୍ୟାର୍ଥୀ । ଏହି କାର୍ଯ୍ୟକ୍ରମରେ ସେନାରେ କାର୍ଯ୍ୟରତ କିଛି ଯବାନ ଯୋଗ ଦେଇଥିଲେ ।
ଯବାନଙ୍କ ହସ୍ତରେ ରକ୍ଷାବନ୍ଧନ:
ଦେଶର ସେବା ଓ ସୁରକ୍ଷା ପାଇଁ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ରହିଥିବା ସେନାର ଯବାନମାନେ ରକ୍ଷାବନ୍ଧନରେ ଭଭଣୀଙ୍କ ପାଖକୁ ଯାଇ ପାରିନଥାନ୍ତି । ଯାହା ଫଳରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ସେନା ଯବାନଙ୍କ ସହିତ ସାମିଲ ହୋଇ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ପାଳିଛନ୍ତି ।
ସେହିପରି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଯବାନ ରଞ୍ଜନ କୁମାର ଭୂୟାଁ କହିଛନ୍ତି, "ରକ୍ଷାବନ୍ଧନ ପାଇଁ ଆମେ ଘରକୁ ସବୁ ସମୟରେ ଯାଇ ପାରିନଥାଉ । ହେଲେ ଶିଶୁଙ୍କ ସହିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇ ଆମକୁ ବହୁତ ଖୁସି ଅନୁଭୂତ ହେଉଛି ।" ସେହିପରି ଅନ୍ୟ ଜଣେ ଯବାନ କହିଛନ୍ତି, "ଘରେ ଭଉଣୀଟିଏ ଅପେକ୍ଷା କରି ରହିଥାଏ, ହେଲେ ଆମେ ପହଞ୍ଚି ପାରୁନଥିବା ବେଳେ ଏପରି ଏକ କାର୍ଯ୍ୟକ୍ରମରେ ଯୋଗଦାନ ପରିବାରରେ ରହିବା ଭଳି ଅନୁଭବ ଆଣିଦେଇଛି ।"ଏହା ମଧ୍ୟ ପଢନ୍ତୁ: ରାକ୍ଷୀ ପୂର୍ଣ୍ଣିମା: ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବ
ସେପଟେ ବିଦ୍ୟାଳୟର ନିର୍ଦ୍ଦେଶକ ହରିଶ୍ଚର୍ଯ୍ୟ ନାୟକ କହିଛନ୍ତି, "ଭାରତୀୟ ସେନାରେ କାର୍ଯ୍ୟରତ ଯବାନମାନେ ନିଜ ଘର ଠାରୁ ବହୁ ଦୂରରେ ରହି କାର୍ଯ୍ୟ କରିଥାନ୍ତି । ସେମାନେ ଏହି ରକ୍ଷାବନ୍ଧନ ଭଳି କାର୍ଯ୍ୟକ୍ରମରେ ଯେପରି ସାମିଲ ହେବେ ତାହାକୁ ନେଇ କୁନି କୁନି ଶିଶୁ ଏବଂ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କୁ ନେଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।" ଇଟିଭି ଭାରତ, ବ୍ରହ୍ମପୁର
Category
🗞
News
Transcript
Display full video transcript
00:00
I
00:27
My wife is my son.
00:30
My son has my son, and my son's son.
00:34
My son's son's son has my son.
00:41
My son's son has my son.
00:44
She has her son.
00:49
Earth is over.
00:51
Our friends are over.
00:54
Take care of the situation.
00:55
foreign
01:09
foreign
01:25
Thank you very much.
01:55
Thank you very much.
02:25
Thank you very much.
Be the first to comment
Add your comment
Recommended
3:37
|
Up next
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
3 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
2 months ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
8 months ago
3:28
ଆଜିଠୁ ମା' ବିରଜାଙ୍କ ନବରାତ୍ର ପୂଜା ସହ ନବଦିନାତ୍ମକ ରଥଯାତ୍ରା
ETVBHARAT
4 months ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
5 months ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
2 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
1 year ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
3 weeks ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
6 weeks ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
7 weeks ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
3 months ago
3:28
ମା' ବିରଜାଙ୍କ କ୍ଷେତ୍ରରେ ନବରାତ୍ର ପୂଜା, ଆଜିଠୁ ମନ୍ଦିରରେ ନବଦିନାତ୍ମକ ରଥଯାତ୍ରା
ETVBHARAT
4 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
3 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
7 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
2 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
4 weeks ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
2 months ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
1 year ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
1 year ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
3 months ago
5:31
କୁମାର ପୂର୍ଣ୍ଣିମା; ଗଞ୍ଜାମର ଅନନ୍ୟ ପରମ୍ପରା ତାସ ଖେଳ
ETVBHARAT
3 months ago
3:26
ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା
ETVBHARAT
3 months ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
7 months ago
3:29
ପ୍ରଥମେ କାହିଁକି ନୂଆଁ ଖାଆନ୍ତି ପଥର୍ଲାବାସୀ ? କଣ କୁହେ କିମ୍ବଦନ୍ତୀ
ETVBHARAT
5 months ago
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
7 months ago
Be the first to comment