Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
9 hours ago
ଢେଙ୍କାନାଳ: ଆଜି ପବିତ୍ର ମହାନବମୀ । ଏହି ଅବସରରେ ଢେଙ୍କାନାଳ ସହରର ବିଭିନ୍ନ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ଜାରି ରହିଛି । ସେଥିମଧ୍ୟରୁ ସହରର ରାଧାକୃଷ୍ଣ ବଜାର ପୂଜା ମଣ୍ଡପ ଅନ୍ୟତମ ।ଏହି ମଣ୍ଡପରେ ୨୦୦୩ ମସିହାରୁ ଅର୍ଥାତ୍ ଆଜକୁ ପ୍ରାୟ ୨୩ ବର୍ଷ ଧରି ମା'ଙ୍କ ପୂଜା ଆୟୋଜନ ହୋଇଆସୁଛି । ଆଜି ନବମୀ ତିଥିରେ, କୁଆଁରୀ ପୂଜା ପରମ୍ପରାକୁ ଏହି ମଣ୍ଡପରେ ସ୍ୱତନ୍ତ୍ର ଭାବେ ପାଳନ କରାଯାଏ । ୯ ଜଣ ଶିଶୁ କନ୍ୟାଙ୍କୁ ସିଂଘାର କରାଯାଇ ମଣ୍ଡପରେ ମା' ଦୁର୍ଗାଙ୍କର ନବ ଦେବୀ ଭାବେ ଆବାହନ କରାଯାଇଛି ।
ଆଉ ଏହି ନବ ଦେବୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଛି । ପରେ ଶ୍ରଦ୍ଧାଳୁମାନେ ଏହି ନବ ଦେବୀ ଭାବେ କୁଆଁରୀମାନଙ୍କୁ ଭକ୍ତି ଅର୍ଘ୍ୟ ଓ ଭେଟି ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି । ଆଉ ଏହି ସ୍ୱତନ୍ତ୍ର ପରମ୍ପରାରେ ସାମିଲ ହୋଇ ମାନସିକଧାରୀ ମାନେ ନିଜର ମାନସିକ ପୂରଣ ପାଇଁ ମା'ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଏହା ମଧ୍ୟ ପଢନ୍ତୁ...ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା ଏହା ମଧ୍ୟ ପଢନ୍ତୁ...ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ଇଟିଭି ଭାରତ,ଢ଼େଙ୍କାନାଳ
Category
🗞
News
Transcript
Display full video transcript
00:28
你我
00:59
Thank you very much.
01:09
Thank you very much.
Show less
Recommended
0:36
|
Up next
ଦୂର୍ଗାପୂଜା 2026; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
7 hours ago
1:17
ଦାଣ୍ଡିଆ ତାଳେ ତାଳେ ଝୁମିଲେ ଶତାଧିକ ଯୁବକ ଯୁବତୀ
ETVBHARAT
15 hours ago
2:44
ପିପିଲିରେ ସେବା ସଙ୍କଳ୍ପ ଅଭିଯାନ; ସଡ଼କ ସୁରକ୍ଷା ବାର୍ତ୍ତା ସହ ହେଲମେଟ୍ ବାଣ୍ଟିଲା ପରିବହନ ବିଭାଗ
ETVBHARAT
2 days ago
0:52
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
3 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
4 weeks ago
0:58
રાજ્યભરમાં વિજયાદશમીના પર્વની ઉજવણી: અમદાવાદમાં 51 ફૂટ તો ગાંધીનગરમાં 65 અને રાજકોટમાં 60 ફૂટના રાવણના પૂતળાનું દહન
ETVBHARAT
1 hour ago
2:31
યાત્રાધામ ડાકોર ખાતે દશેરા પર્વની ભક્તિપૂર્ણ ઉજવણી; રાજાધિરાજે શ્રીરામ સ્વરૂપે આપ્યા દર્શન
ETVBHARAT
1 hour ago
1:17
नेपाल से भागी नागपुर में पकड़ी गई श्रद्धा, वाईफाई से करती थी बात, ब्लैक फॉर्च्यूनर से लखनऊ लाई जा रही
ETVBHARAT
1 hour ago
1:16
धू-धू कर जला मध्य प्रदेश का सबसे ऊंचा रावण, 105 फीट के दशानन को देख लोग रह गए दंग
ETVBHARAT
1 hour ago
0:34
सिरसा में नशे के कारोबार पर बड़ा एक्शन, 50 लाख रुपए की नशे की गोलियां-कैप्सूल बरामद, 3 अरेस्ट
ETVBHARAT
2 hours ago
1:20
ଭୁବନେଶ୍ୱରରେ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା EV କାର୍
ETVBHARAT
4 weeks ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
2 months ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
3 months ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
8 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
9 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
1 year ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
2 years ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
2 years ago
2:42
ନିଆରା ପରମ୍ପରା; ଦେବୀଙ୍କୁ ଝିଅ ରୂପରେ ପୂଜା, ଉଷୁନା ଭାତ ସହ ମାଛ ତରକାରୀ ଭୋଗ
ETVBHARAT
2 hours ago
0:49
जयपुर कमिश्नरेट में कांग्रेस का धरना जारी: जीरो एफआईआर पर अड़े डोटासरा और जूली, छावनी बना परिसर
ETVBHARAT
2 hours ago