Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
Teachers Day: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଗୁରୁ ଦିବସ ଶୁଭେଚ୍ଛା
ETVBHARAT
Follow
4 months ago
ପୁରୀ: ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ଵର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ । ଆଜି ପବିତ୍ର ଗୁରୁ ଦିବସ । ଅନ୍ଧାରରୁ ଆଲୋକର ମାର୍ଗ ଦେଖାଉଥିବା ଗୁରୁଙ୍କ ପାଇଁ ଦିନଟିଏ । ଏହାକୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଗୁରୁଙ୍କୁ ପୂଜାର୍ଚ୍ଚନା କରାଯିବାର ବ୍ୟବସ୍ଥା କରାଯାଏ । କାରଣ ଗୁରୁ ହିଁ ଜଣେ, ଯିଏ ଛାତ୍ର ଓ ସମାଜର ଭବିଷ୍ୟତ ନିର୍ମାଣ କରିଥାନ୍ତି । ଏହି ଅବସରରେ ବାଲୁକା ଚିତ୍ର କଳାରେ ପ୍ରତ୍ୟେକ ଚିରନମଶ୍ୟ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିକୃତି ବାଲୁକାରେ ନିର୍ମାଣ କରି ଗୁରୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଗୁରୁ ଦିବସ ଅବସରରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ଯେ, ସମସ୍ତେ ଗୁରୁଙ୍କୁ ସମ୍ମାନ ଓ ପୂଜା କରିବା ଉଚିତ୍ । ଗୁରୁ ହିଁ ଏକ ସୁସ୍ଥ ଓ ବିକଶିତ ସମାଜ ଗଠନରେ ପ୍ରମୁଖ ଭୂମିକା ରଖିଥାନ୍ତି ।ଏହା ମଧ୍ୟ ପଢ଼ନ୍ତୁ...ଆଦର୍ଶ ଶିକ୍ଷକ ବସନ୍ତ ରଣା ପାଇବେ ଜାତୀୟ ଶିକ୍ଷକ ପୁରସ୍କାର: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Let's get started.
00:30
Let's get started.
01:00
Let's get started.
01:30
Let's get started.
02:00
Let's get started.
Be the first to comment
Add your comment
Recommended
1:34
|
Up next
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
3 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1 year ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1 year ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
3 months ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
1 year ago
1:15
ଜାଲରେ ଫସିଥିବା ହରିଣକୁ ମୁକ୍ତ କଲେ କୋମଳମତି ପିଲା, ଛୁଟୁଛି ପ୍ରଶଂସା
ETVBHARAT
2 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
4 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
5 weeks ago
2:53
ବାଲୁକାକଳାରେ ବିଶ୍ଵ ତମାଖୁ ବର୍ଜନ ଦିବସ ସଚେତନତା ବାର୍ତ୍ତା
ETVBHARAT
8 months ago
1:30
ବାଲୁକା ଚିତ୍ରକଳାରେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଶୁଭେଚ୍ଛା
ETVBHARAT
4 months ago
3:29
ବାଲୁକା ଚିତ୍ରକଳାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା
ETVBHARAT
4 months ago
3:34
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
7 months ago
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
8 months ago
4:31
କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି... ଏମିତି କହିଲେ ସିଦ୍ଧାନ୍ତ
ETVBHARAT
4 months ago
1:08
ନିଆରା ଢଙ୍ଗରେ ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
5 months ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
3 months ago
5:15
"बीजेपी झूठी पार्टी, लाडो लक्ष्मी योजना के नाम पर महिलाओं को ठगा", दीपेंद्र हुड्डा ने HPSC चेयरमैन को बर्खास्तगी की भी उठाई मांग
ETVBHARAT
21 minutes ago
1:34
हरियाणा में आज छाए रहेंगे बादल, भिवानी का लुढ़का पारा, इस दिन से होगा बारिश का आगाज
ETVBHARAT
26 minutes ago
1:31
सांसद उम्मेदाराम बेनीवाल RPCB के अधिकारी को लगाई फटकार, जानें क्या है पूरा मामला
ETVBHARAT
39 minutes ago
1:42
सर्दियों में अपने बागीचे के फूलों को रखें खिला-खिला, अपनाएं ये आसान और असरदार टिप्स
ETVBHARAT
40 minutes ago
6:56
नीतीश कुमार का शिवहर दौरा, गांव का बेटा बना सीएम का प्रधान सलाहकार
ETVBHARAT
46 minutes ago
1:27
टोंक में पकड़ी अवैध हथियार बनाने की फैक्ट्री, दो गिरफ्तार
ETVBHARAT
52 minutes ago
2:55
जिला अध्यक्ष का ताज कांटों भरा, अध्यक्ष और ब्लाक अध्यक्षों के शपथ ग्रहण समारोह में बोले चरणदास महंत
ETVBHARAT
55 minutes ago
Be the first to comment