Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ଶୋଭନା ମହାନ୍ତି Exclusive; 'ପ୍ରତ୍ୟେକ ନାରୀଙ୍କୁ ନ୍ୟାୟ ପାଇଁ ତତ୍ପର ରହିବି'
1 year ago
ବାଲେଶ୍ବର: ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି ଶୋଭନା ମହାନ୍ତି । ଏନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଗତ କିଛିଦିନ ଧରି ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯାତନା ମାମଲା ସାମ୍ନାକୁ ଆସିଥିବା ବେଳେ ଏହାର ସମାଧାନ ନେଇ ମହିଳା କମିଶନ ଅଧ୍ୟକ୍ଷାଙ୍କ କଣ ପଦକ୍ଷପ ରହିବ ସେନେଇ 'ଇଟିଭି ଭାରତ'କୁ ପ୍ରତିକ୍ରିୟା ଦେଇଛନ୍ତି ସୋଭନା ମହାନ୍ତି ।ETV Bharata: କେମିତି ଦାୟିତ୍ବ ତୁଲାଇବେ ? ଶୋଭନା ମହାନ୍ତି: ସମାଜରେ ଥିବା ଅବହେଳିତ ଓ ନିଷ୍ପେସିତ ମହିଳା କେମିତି ସଠିକ୍ ନ୍ୟାୟ ପାଇବେ ସେ ଦାୟିତ୍ବ ସୂଚାର ରୂପେ ତୁଲାଇବି । ମୁଖ୍ୟମନ୍ତ୍ରୀ ଏଭଳି ଗୁରୁ ଦାୟିତ୍ବ ଦେଇଥିବାରୁ ଧନ୍ୟବାଦ । ଏହି ଦାୟିତ୍ବକୁ ମୁଁ ଠିକ୍ ଭାବରେ ତୁଲାଇବା ପାଇଁ ସଦା ସର୍ବଦା ଚେଷ୍ଟିତ ରହିବି । ETV Bharata: ତୃଣମୂଳ ସ୍ତରରେ କେମିତି ପହଞ୍ଚିବେ ? ଶୋଭନା ମହାନ୍ତି: ପ୍ରତିଟି ମହିଳା କେମିତି ସୁରକ୍ଷା ପାଇବେ ସୋଥିପାଇଁ ମୋ ଚେଷ୍ଟା ଜାରି ରହିବ । ଏଥିପାଇଁ ତୃଣମୂଳ ସ୍ତରରେ ମହିଳାମାନଙ୍କୁ ସଚେତନ କରାଯିବ । ଗଣମାଧ୍ଯମ ମାଧ୍ୟମରେ ମଧ୍ୟ ମହିଳାମାନଙ୍କୁ ସଚେତନ କରାଯିବ ।ETV Bharata: ମହିଳାଙ୍କୁ କେମିତି ସୁରକ୍ଷା ଦେବେ ?ଶୋଭନା ମହାନ୍ତି: ମହିଳାଙ୍କୁ ନ୍ୟାୟ ପାଇଁ ଆଉ ବାରମ୍ବାର ଏଯାଗାରୁ ସେ ଯାଗାକୁ ଦୌଡିବାକୁ ପଡ଼ିବ ନାହିଁ । ମହିଳାମାନେ ଅଭିଯୋଗ କରିବା ପରେ ଯେଭଳି ଫେଲୁଅର ନ ହେବେ ସେଥିପାଇଁ ଚେଷ୍ଟା କରିବି । ପ୍ରେତିଟି ମହିଳା ଯେଭଳି ନ୍ୟାୟ ପାଇପାରିବେ ସେଥିପାଇଁ ସରକାରଙ୍କ ନିର୍ଣ୍ଣାୟକ ଭୂମିକାରେ ଭାଗ ନେବି । ମହିଳାଙ୍କ ନ୍ୟାୟ ପାଇଁ ତତ୍ପର ରହିବି । ETV Bharata: ଚ୍ୟାଲେଞ୍ଜେସ୍କୁ କେମିତି ସାମ୍ନା କରିବେ ?ଶୋଭନା ମହାନ୍ତି: ଯେଉଁ ସବୁ ଅଭିଯୋଗ ଆସିବ ମୁଁ ତାକୁ ଶୁଣିବି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦେଖିବି । ଏହା ମଧ୍ୟ ପଢ଼ନ୍ତୁ...ଶୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା, ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାETV Bharata: ମହିଳାଙ୍କୁ କେମିତି ସଚେତନ କରିବେ ?ଶୋଭନା ମହାନ୍ତି: ସରକରାଙ୍କ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଚେତନ କରାଯିବ । ସରକାରଙ୍କ ଯେଉଁ ଗାଇଡଲାଇନ ଆସିବ ତାହା କେମିତି ତ୍ବରାନିତ୍ବ ହେବ ସେଥିପ୍ରତି ଧ୍ୟାନ ଦିଆଯିବ । ସମାଜରେ ଯେଉଁ ମହିଳାମାନେ ଅନ୍ୟାୟର ଶୀକାର ହେଉଛନ୍ତି ସେମାନଙ୍କ ପାଖରେ ପହଞ୍ଚିବି ଓ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରାଯିବ । ଇଟିଭି ଭାରତ, ବାଲେଶ୍ବର
Category
🗞
News
Transcript
Display full video transcript
00:00
સાહારાણ કરવીભાવે નેજર ત્યાગ ભૂત દેખેવા પરે આજી તાંકો ગોટે ફળવ મિલીચી જેકી રાજ્જ્યઓ �
00:30
તાકુ કેમ્તી આપણ સંભાલીભે તાકુ કેમ્તી આપણ સંભાલીબી
00:59
કેમીતી કરેકુ કેમેતી તેક્ત કેમીતી જેમ ટેમ્તી પાઇમે
Show less
Comments
Log in to post a comment
Recommended
6:31
|
Up next
ଯାହା ନେପାଳରେ ଘଟିଥିଲା ତାହା ଆଗକୁ ଓଡ଼ିଶାରେ ଘଟିବ, ଯୁବକମାନେ ନେତୃତ୍ବ ନେବେ ଓ ରାଜ୍ୟରେ ପରିବର୍ତ୍ତନ ଘଟିବ:ମହମ୍ମଦ ମୋକିମ
ETVBHARAT
4 months ago
1:19
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭକଲେ ୬୧ତମ ଫେମିନା ମିସ୍ ଇଣ୍ଡିଆର ୩୦ ପ୍ରତିଯୋଗୀ
ETVBHARAT
4 months ago
2:38
Watch: ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ଫତେଗଡ଼ ରାମ ମନ୍ଦିର, ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ
ETVBHARAT
5 months ago
8:45
ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ; ଘୋଡା କିଏ, ଘୋଡାର ମୁଣ୍ଡ କେତେ ?
ETVBHARAT
5 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
5 months ago
0:49
शिवपुरी में जर्जर भवन और टपकते पानी के बीच 100 से ज्यादा बेड पर प्रसूताएं
ETVBHARAT
15 minutes ago
0:43
घी खरीदने से पहले अलर्ट! उज्जैन में छापे के दौरान ब्रांडेड कंपनियों के प्रॉडक्ट नकली मिले
ETVBHARAT
15 minutes ago
3:47
'_Dimagi_ Naxals' Paving Way For Violence, Must Identify And Isolate Them: Modi in I-Day Speech
ETVBHARAT
22 minutes ago
3:01
PoJK Would Have Been Fighting To Join Jammu Kashmir If Centre Hadn't Revoked Special Status In 2019: Omar in I-Day Speech
ETVBHARAT
22 minutes ago
1:29
ବାଲୁକା ଆନିମେସନରେ ସ୍ବାଧୀନତା ଦିବସ ଶୁଭେଚ୍ଛା ଦେଲେ ମାନସ ସାହୁ
ETVBHARAT
24 minutes ago
2:25
ଅନ୍ତର୍ଜାତୀୟ ମହିଳା ଦିବସରେ ପଡ଼ିଲା ହାତଗଣ୍ଠି
ETVBHARAT
5 months ago
4:36
ଗୋପାଳପୁର ବେଳାଭୂମି ମହୋତ୍ସବ; ଅଡିଓ ଭିଜୁଆଲ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା
ETVBHARAT
7 months ago
2:57
ବିଶାଳକାୟ ସରସ୍ବତୀ ମୂର୍ତ୍ତି: 64 ଫୁଟ ଉଚ୍ଚ, 45 ଫୁଟ ଶାଢୀରେ ସଜ୍ଜିତ
ETVBHARAT
7 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
8 months ago
1:17
ସ୍ୟାଣ୍ଡ ଆନିମେସନରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ ଜଣାଇଲେ ଶିଳ୍ପୀ ମାନସ ସାହୁ
ETVBHARAT
8 months ago
2:56
ବ୍ରହ୍ମପୁର ମଣ୍ଡଳ କାରାଗାରରେ ପାଳିତ ହେଲା ଶହୀଦ ଲକ୍ଷ୍ମଣ ନାୟକଙ୍କ 126 ତମ ଜୟନ୍ତୀ
ETVBHARAT
9 months ago
1:08
ବାଲୁକା ଚିତ୍ରକଳାରେ ବିଶ୍ଵକପ ବିଜୟୀ ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା
ETVBHARAT
10 months ago
1:13
ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ବୋଇତ, ଲାଗିଛନ୍ତି 60 କାରିଗର
ETVBHARAT
10 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
10 months ago
2:00
1000 ଦୀପରେ ବାଲୁକା କଳା, ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
10 months ago
3:26
ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା
ETVBHARAT
10 months ago
1:27
ବିକଶିତ ଭାରତ ସଂକଳ୍ପ ପୂର୍ଣ୍ଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କଲି: ଲୋକସଭା ବାଚସ୍ପତି
ETVBHARAT
1 year ago
2:52
ଯାଜପୁର ଉଦୟଗିରିରେ ପ୍ରଥମ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ
ETVBHARAT
2 years ago
4:22
BMCର ଦାୟିତ୍ବ ଓ ସମସ୍ତ ବିଭାଗ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବା ଚ୍ୟାଲେଞ୍ଜ ହେବ: ଚଞ୍ଚଳ ରାଣା
ETVBHARAT
1 year ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
1 year ago
Comments