Skip to playerSkip to main content
  • 1 week ago
ଯାଜପୁର: ଦଶରଥପୁର ବ୍ଲକ ଦରଭା- ଓଲଭର ରାସ୍ତାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଗତକାଲି (ସୋମବାର) ନଦୀ ସ୍ରୋତରେ ଏକ କାର ସହ ୨ ଜଣ ଭାସିଯାଇଥିଲେ । ଗ୍ରାମବାସୀ ଓ ଅଗ୍ନିଶମ ବାହିନୀଙ୍କ ପ୍ରୟାସ କ୍ରମେ 2 ଜଣ ବ୍ୟକ୍ତିଙ୍କ ସମେତ କାର୍‌କୁ ପାଣିରୁ ବାହାର କରାଯାଇଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବରହି ଗ୍ରାମର ପ୍ରଫୁଲ ସାହୁ ଯାଜପୁର ଜିଲ୍ଲା ମଙ୍ଗଳପୁରକୁ ଆସିଥିଲେ । ଫେରିବା ବେଳେ ବୈତରଣୀ ନଦୀରେ ପଞ୍ଚମଥର ପାଇଁ ବନ୍ୟା ଆସିବାରୁ ଦଶରଥପୁର ବ୍ଲକ ଦରଭା - ଓଲଭର ରାସ୍ତାରେ ନଦୀରେ ଭାସି ଯାଇଥିଲେ । ସେ ଏକ ଅଲ୍ଟୋ କାରରେ ଘରକୁ ଫେରୁଥିଲେ । ମଙ୍ଗଳପୁର ବଜାରରୁ - ଦରଭା ଦେଇ ଓଲଭର ନିକଟରେ ପହଞ୍ଚିଥାନ୍ତେ । ଦରଭା ରାସ୍ତାରେ ବନ୍ୟା ଜଳ ସ୍ରୋତ ଅଧିକ ଥିବାରୁ କାର୍‌ଟି ରାସ୍ତା ନିକଟସ୍ଥ ଏକ ପୋଖରୀକୁ ଭାସିଯାଇଥିଲା ଓ ସେଠାରେ ବୁଡ଼ିଯାଇଥିଲା ।ଉକ୍ତ ରାସ୍ତାରେ ପ୍ରାୟ ୪ ଫୁଟ ଉଚ୍ଚ ବନ୍ୟା ଜଳ ପ୍ରଭାହିତ ହେଉଥିବାବେଳେ ଏପରି ଦୁର୍ଘଟଣା ଘଟିଥିଲା । ଭାସିଯାଇଥିବା କାରରେ ଚାନ୍ଦବାଲିର ବରହି ଗ୍ରାମର ପ୍ରଫୁଲ ସାହୁ (୩୨) ଓ ଡ୍ରାଇଭର ରମେଶ ଦାଶ (୪୬) ସ୍ରୋତରେ ଭାସିଯାଇଥିଲେ । ତାଙ୍କୁ ସ୍ଥାନୀୟ ଦରଭା ଗ୍ରାମର ଯୁବକ ମାନସ ସାହାଣୀ ପହଂଚି ୨ ଜଣଙ୍କୁ କାରରୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଦଶରଥପୁର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କର୍ଯ୍ୟ କରି କାର୍‌ଟିକୁ ଗ୍ରାମବାସୀଙ୍କ ସହାୟତାରେ ବାହାରକୁ ଆଣିଥିଲା । ଡ୍ରାଇଭର ଜଣକ ଅସୁସ୍ଥ ଥିବାରୁ ତାଙ୍କୁ ଓଲଭର ମେଡିକାଲକୁ ପଠାଯାଇଛି ।
 ଏହା ମଧ୍ୟ ପଢନ୍ତୁ:ବନ୍ୟା ଘେରରେ ଘର; ଉଜୁଡ଼ା ବାସସ୍ଥାନକୁ ସଜାଡ଼ିବେ କେମିତି, ଚିନ୍ତାରେ ବନ୍ୟା ବିପନ୍ନମିଳିଲାନି ଡ଼ଙ୍ଗା, ଅସୁସ୍ଥ ଜେଜେ ମାଆକୁ ଟିୟୁବରେ ଭସାଇ ଘରକୁ ଆଣିଲା ନାତିକର୍ମ ହିଁ ଧର୍ମ ପ୍ରମାଣିତ କଲେ କିନ୍ନର, ଛାତିଏ ପାଣିରେ ଯାଜପୁର ଦଶରଥପୁରରେ ବନ୍ୟା ବିପନ୍ନଙ୍କୁ ବାଣ୍ଟିଲେ ରିଲିଫ ସାମଗ୍ରୀଇଟିଭି ଭାରତ, ଯାଜପୁର

Category

🗞
News
Transcript
00:22I'll see you next time.
00:51Today we have been working on the joint.
00:53The car was in the front of us and then the car came to the front, in front of us
01:02the car and the car was in the front of us.
01:08.
01:09.
01:10.
01:12so we can get a lot of the car and get a lot of data, it's a big deal with
01:19the car and get a lot of data
01:26it's not the way we can get a lot of data
01:53Some of the staff were taken to the staff.
01:56Still, we did a lot of work.
02:02We learned a lot from working together in great practices.
02:07so
02:07before
02:08back
02:08the
02:08the
02:09the
02:09the
02:10the
02:10the
02:10the
02:10the
02:10the
02:11the
02:11the
Comments

Recommended