Skip to playerSkip to main content
  • 4 hours ago
ଯାଜପୁର: JEE ଆଡଭାନ୍ସ ପରୀକ୍ଷାରେ ଯାଜପୁର ଜିଲ୍ଲା ତଣ୍ଡରା ସ୍ଥିତ ପ୍ରୟାସ ବିଦ୍ୟା ମନ୍ଦିରର 4 ଜଣ ଛାତ୍ର କୃତିତ୍ୱ ଅର୍ଜନ କରିଛନ୍ତି । ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରମାନଙ୍କୁ ବିଦ୍ୟା ମନ୍ଦିରର ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଗତକାଲି JEE ଆଡଭାନ୍ସ ପରୀକ୍ଷା 2026ର ଫଳାଫଳ ପ୍ରକାଶ ପାଇଥିଲା । ସୂଚନା ଅନୁଯାୟୀ, ସର୍ବଭାରତୀୟ ସ୍ତରରେ 2 ହଜାର ସ୍ଥାନ ମଧ୍ୟରେ ଓଡିଶାରୁ 14 ଜଣ ଛାତ୍ରଛାତ୍ରୀ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରୟାସ ବିଦ୍ୟା ମନ୍ଦିରର ଦୁଇ ଜଣ ଛାତ୍ର ଏହି ସ୍ଥାନରେ ରହିଛନ୍ତି । ବିଦ୍ୟା ମନ୍ଦିରର ଛାତ୍ର ସୁଦୀପ ପତି 723 ସ୍ଥାନରେ ଥିବା ବେଳେ ଅର୍ଜୁନ ସ୍ୱାଇଁ 1975 ସ୍ଥାନ ରହି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସେହିପରି ସର୍ବ ଭାରତୀୟ 10 ହଜାର ସ୍ଥାନ ମଧ୍ୟରୁ ଦିନେଶ ପ୍ରସାଦ ଦଳେଇ 3846 ଓ ଅକିଲ ଅହମ୍ମଦ ଖାନ 9784 ସ୍ଥାନରେ ଥିବା ସୂଚନା ମିଳିଛି l ଏହି ସଫଳତା ନେଇ ଆଜି ବିଦ୍ୟା ମନ୍ଦିର ପରିସରରେ ସଫଳତା ପାଇଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ସେପଟେ ବିଦ୍ୟା ମନ୍ଦିରର ଏହି ସଫଳତାକୁ ନେଇ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ବୃନ୍ଦ ଖୁସିବ୍ୟକ୍ତ କରିଛନ୍ତି ।
 ସୁଦୀପ ପତି କହିଛନ୍ତି, "ମୋ ସଫଳତାର ଶ୍ରେୟ ମୋ ବାପା, ମାଆ ଓ ଶିକ୍ଷକମାନଙ୍କୁ ଦେବି । ମୋ ସଫଳତା ପଛରେ ସମସ୍ତଙ୍କ ହାତ ଅଛି ।"  ଅର୍ଜୁନ ସ୍ୱାଇଁ କହିଛନ୍ତି, "ଆମେ କେତେଥର ଜିତୁଛନ୍ତି ତାହା ବଡ଼ କଥା ନୁହେଁ ବରଂ ଆମେ କେତେଥର ପଡ଼ିକି ଉଠୁଛନ୍ତି, ତାହା ଆମ ପାଇଁ ବଡ଼ କଥା ।  ମୋ ସଫଳତାକୁ ନେଇ ମୁଁ ଖୁସି ଅଛି । ମୋ ସଫଳତା ପଛରେ ବାପା-ମାଆ, ଶିକ୍ଷକ ଓ ସାଙ୍ଗମାନଙ୍କ ହାତ ରହିଛି ।"ଏହା ମଧ୍ୟ ପଢ଼ନ୍ତୁ...ଜେଇଇ ଆଡଭାନ୍ସ 2026 ପରୀକ୍ଷା ଫଳ ପ୍ରକାଶିତ, ବିହାରର ଶୁଭମ କୁମାର ଟପ୍ପରଇଟିଭି ଭାରତ, ଯାଜପୁର

Category

🗞
News
Transcript
00:07મું રાંકર છી ઉનેસા પચસ્તોરી મું ઇલેવેણ ટ્વેણ પૂરુરુ કીછી કોચીંગ એરાં થલે
00:16કીણ ટેવેણ ટેવેણ એડેણ એહી કીણ ટેણત્ડ આથેણે કીણ કીણાં વેણઈય કીણડેણ ટેણએણપ
00:36I was able to do a lot of work, but the environment that I provided was very effective, I had
00:45a hard work.
00:45I had such a big rank, I had 11 started, even 12th and J-Men, I had such a big
00:51rank.
00:52I was able to say that I had such a big rank.
00:56I was able to do a lot of work.
00:58But I was able to progress and test.
01:04foreign
01:08foreign
01:09I don't know a better record that I can tell you how to say that exam pressure develop a
01:13job you actually have more to see us say I'm a get it for you to jump over depend on
01:18I'm a get it for you can't change your own more and so it's a bit better it's been a
01:22thing that I have more of the work that I love you know me at the link in to get
01:26it for
01:27a party to give a set a more final destination defender so must think of starting lines in
01:32but I am the end coaches ready for a rank 723 which is more joey success
01:38raw in the credit the open child my parents teachers are for friends so
01:43just so most thing I'm going to have to do so I'm going to have a success
02:03foreign
02:32મે જેઈ આડાંસ્રે નિજારા સ્તાનવા પરીચે ગ્રણા કરીં સેથી લાગી આમે જેતવલે બ્યાજ સ્ટારટ કર
03:02દીનેશ પ્રસા દળઈ 3,846 અકી લેમદ ખાં જેતી દેખીવે તા રચી 9,876 જેધી દેખીવે આઠં જાજણ હરું આઠા
03:20જાજણ
03:30રખી ચંતી બેલો 2,000 રેંગ વીતેરે ચોદો જણ ચાત્ર ચાત્રે આછંં દી
Comments

Recommended