Skip to playerSkip to main content
  • 1 day ago
ହାଇଦ୍ରାବାଦ: ଉତ୍କଳ ୟୁଥ ଆସୋସିଏସନ୍‌ ପକ୍ଷରୁ ହାଇଦ୍ରାବାଦରେ 'ଉତ୍କଳ ଦିବସ 2026' ପାଳନ କରାଯାଇଛି । ହଜାର ହଜାର ପ୍ରବାସୀ ଓଡ଼ିଆ ଏକାଠି ହୋଇ ଉତ୍କଳ ଦିବସକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ଦୀର୍ଘ 5 ବର୍ଷ ଧରି ଆସୋସିଏସନ୍‌ ପକ୍ଷରୁ ନିଜାମ ସହରରେ ଉତ୍କଳ ଦିବସ ପାଳନ କରାଯାଉଛି । ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ଆସୋସିଏସନ୍‌ ପକ୍ଷରୁ ପ୍ରତିବର୍ଷ 'ଉତ୍କଳ ଦିବସ 2026' ପାଳନ ହେଉଛି । ଓଡ଼ିଆ ଗାୟିକ ଅସୀମା ପଣ୍ଡା 'ଉତ୍କଳ ଦିବସ 2026' କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ । ଅସୀମା ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରିଥିଲେ, ଯାହା ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଥିଲା । ସେହିପରି କାର୍ଯ୍ୟକ୍ରମରେ କୁନି କୁନି ପିଲାଙ୍କ ଦ୍ବାରା ପ୍ରସ୍ତୁତ ଫକୀର ମୋହନ ସେନାପତିଙ୍କ 'ପେଟେଣ୍ଟ ମେଡିସିନ'କୁ ନେଇ ଏକ ନାଟକ ପରିବେଷଣ କରାଯାଇଥିଲା । ଯାହାକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ସେହିପରି 'ମୁଁ ମଳୟ ଦେଶର ସ୍ବାଭିମାନୀ ଓଡ଼ିଆ' ନାମକ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପଟେ ବିଭିନ୍ନ ଷ୍ଟଲ ପଡି଼ଥିବା ବେଳେ ଓଡ଼ିଆ ଖାଇବାର ମଜା ନେଇଥିଲେ ପ୍ରବାସୀ ଓଡ଼ିଆ । ଏହା ମଧ୍ଯ ପଢ଼ନ୍ତୁ...ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା, ଓଡ଼ିଆ ସଂସ୍କୃତି ପ୍ରଚାର ପ୍ରସାର ଲକ୍ଷ୍ୟରେ SOWW ପରିବାରଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା; ଦ୍ୱିତୀୟ ସନ୍ଧ୍ୟାରେ ଖଚାଖଚ ଭିଡ଼, ଦୁଲୁକିଲା ଶିଳ୍ପାରମମ୍‌ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ; ଶେଷ ସନ୍ଧ୍ୟାରେ ଧମାଲ୍ କଲା ପ୍ରିନ୍ସ ଡାନ୍ସ ଗ୍ରୁପ

Category

🗞
News
Transcript
00:26Hello
00:58I had a lot of my friends in Hidrabad.
01:09I had a lot of people who tried to make this work.
01:10I had a lot of people who practiced this work with the Hidrabad.
01:18I had a lot of people who practiced this work.
01:18I had a lot of special treatment for the Hidradi.
02:21Thank you very much.
02:50Thank you very much.
03:20Thank you very much.
Comments

Recommended