Skip to playerSkip to main content
  • 20 minutes ago
ବାତ୍ୟା ଚାଲିଗଲା, ହେଲେ ଦୁର୍ଦ୍ଦଶା ଛାଡ଼ିଗଲା ! ଅର୍ଣ୍ଣବର ପ୍ରଭାବରେ ଛିନ୍‌ଛତ୍ର ଦକ୍ଷିଣ ଓଡ଼ିଶା। କେଉଁଠି ଭୂସ୍ଖଳନ, ତ ଆଉ କେଉଁଠି ବନ୍ୟାଜଳରେ ଫସିଛନ୍ତି ଲୋକେ। ଗଞ୍ଜାମ ଓ ଗଜପତିରେ ସ୍ଥିତି ଗମ୍ଭୀର। ଗଞ୍ଜାମର ୪ଟି ସ୍ଥାନରେ ପ୍ରାୟ ୨ ହଜାର ଲୋକ ଜଳବନ୍ଦୀ ଥିବାବେଳେ, ବିପନ୍ନଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ସେପଟେ ସମୀକ୍ଷା ସହ ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଜଳବନ୍ଦୀଙ୍କ ଉଦ୍ଧାର ସହ ରିଲିଫ୍ ଓ ରାସ୍ତା ସଫେଇକୁ ଗୁରୁତ୍ୱ ଦିଆଯାଉଛି। ଗଞ୍ଜାମରେ ୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ତେବେ ବର୍ଷା ଜାରି ରହିଥିବାରୁ ନଦୀକୂଳ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।ଏହା ମଧ୍ୟ ପଢ଼ନ୍ତୁ... ପାତ୍ରପୁରରେ ମହାଦ୍ରୁମ ଉପାଡ଼ି ଦେଲା ବାତ୍ୟା ଅର୍ଣ୍ଣବ, ରାସ୍ତାରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Category

🗞
News
Transcript
00:05બાત્ય અરનવ્ર પ્રભાબરે ગંજ્યામ જિલારે પ્રબણ બર્સા લાગીરહછી
00:10પાત્ર પૂરરે સરબાદિક 544 મેલિમીટર બર્સાર એકરણ હંછી
00:14બ્રમપુર શહરર બિભીન સાહી જળમગન હૂછી
00:41રાસ્તા ઉપરે ગચ્છો ઘરભીતરે પાણી જમી રઇછી
00:46એથી પાઈ કેંદ્ર ગુરુહ મંત્રાલાય સહ જગાજો કરાજઈ છી
00:50ગંજામ કું અતિરીક્ત પંદર ટી ઓડી આરેપ ટીમ પઠા જઈ છી
01:28અક્ટબર એક્તિરીસ તારીકો જાયવ ગજપતી જિલારા સમતા સ્કૂલ બંધ ખુશણા કરાજઈ છી
01:48જળબંદીકો ઉધાર ભુશ્કળના પ્રભાવિતો રાસ્તાર ઓ પુનર ઉધાર ઓ બંન્ય જળો નીંતરણા એબે પ્રસાસ�
01:58TV भारत

Recommended