Skip to playerSkip to main content
  • 2 hours ago
କଟକ: ଦଶହରାରେ ଏଥର କଟକରେ ରେକର୍ଡ଼ ସଂଖ୍ୟକ ଭିଡ଼ । ରାତିରେ ମଣ୍ଡପ ଆଗରେ ଭକ୍ତଙ୍କ ପ୍ରବଳ ଗହଳି । କିଏ କାରରେ ନିଜର ପରିବାରକୁ ସାଥିରେ ନେଇ ମଣ୍ଡପ ବୁଲୁଛି ତ ଆଉ କିଏ, ଆଉ କିଏ ଅଟୋରେ । ଆଉ କିଏ ଦୁଇ ଚକିଆ ଯାନରେ । ଏତେ ଗହଳି ଯେ 100 ମିଟର ରାସ୍ତା ପାର ହେବାକୁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗି ଯାଉଥିଲା । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ, ପୂଜା କମିଟିକୁ ନାକେଦମ ହେବାକୁ ପଡିଛି । ଦଶହରା ଆସିଲେ ଚାନ୍ଦି ମେଢ଼ ଦେଖିବା ସମସ୍ତଙ୍କର ଆଗ୍ରହ ଥାଏ । ଗତକାଲି କଟକ ସହରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । 
କଟକର ପ୍ରବେଶ ପଥ କୁହାଯାଉଥିବା ଶିଖରପୁର, ଗଣ୍ଡରପୁର, ମହାନଦୀ ବିହାର ପୂଜା ମଣ୍ଡପ ଆଗରେ ପ୍ରବଳ ଗହଳି ହୋଇଥିଲା । ଏହି ମଣ୍ଡପ 22 ତମ ଚାନ୍ଦି ମେଢ଼ ଏବଂ 2011 ମସିହାରୁ ଚାନ୍ଦି ମେଢ଼ରେ ସାମିଲ ହୋଇଛି । ଆସନ୍ତାବର୍ଷକୁ ସୁନା ମୁକୁଟ କରିବାକୁ ଯୋଜନା ରଖିଥିବା କର୍ମକର୍ତ୍ତା କହିଛନ୍ତି । କିପରି ପୂଦା ଚାଲିଛି, ଭିଡ଼ ସମ୍ପର୍କରେ କଟକରେ ଅଧିକ ସୂଚନା ଦେଇଛନ୍ତି ଇଟିଭି ଭାରତ ପ୍ରତିନିଧି ନାରାୟଣ ସାହୁ ।ଏହା ମଧ୍ୟ ପଢନ୍ତୁ:୬୪ ଯୋଗିନୀ, ୬୪ ରୂପ ! ତନ୍ତ୍ର ସାଧନାର ରହସ୍ୟମୟ ପୀଠ ଚଉଷଠି ଯୋଗିନୀ ମନ୍ଦିରପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼କଟକ ସର୍ପାଦୁର୍ଗା ପୂଜା ମଣ୍ଡପ: ଯେଉଁଠି ଶିବାଙ୍କୁ ଚାହିଁ ରହିଛନ୍ତି ଶିବ ! 274 ବର୍ଷ ପରମ୍ପରା ଏବେବି ଉଜ୍ଜୀବିତ

Category

🗞
News
Transcript
00:00દેખાંદુ કટતકાર દોસારાર ભીડા દીનરા જતી ગ્રહી થાય રાતિરે તારા ચારિ ગુણો હીથાય મું
00:19રાતી જેતે બટિવો સેતે ભીડો બટિવો કટટકર નુહે ઉડિશા નુહે દિભિના સ્તાનરુ આસી થાંતી સ્ધાળ
00:49એદી પાઈં જે સ્ભો મેડાતો બુલીવાટા સંભ્વપરો હેપરીવો નહી કિંતો જોતી સ્તાનોટી કે
00:57બુલીવાતી સ્તી બુલીવીવાતી સ્તી જોરખ્યાકે સ્તી જુબીવાકે જોમાને અચંતી મુરીત સેમાને મ�
01:23સેથઈ પ�ેથ્તી એકતી સેભાતી સ્તી બીકેમાને જુબીંપકે જને જોમે જોમાકે જોમાર જાકે જુમાનેં
01:31I am going to take a look at the video.
01:33The video is going to be the best of our band.
01:39The band has been the best of our band.
01:41We have been doing the best of our band.
01:47We have been the best of our band.
01:52We will have to do this.
02:02foreign
02:09foreign
02:27I was a kid who was in the village.
02:32I was a kid who was in the village and was like,
02:36I'm going to get a kid from Gondor to the village.
02:40In Gondor, the village is in the village.
02:43They are all different.
02:47We can't get people out here.
02:49We cannot get people out there.
02:57foreign
03:04foreign
03:34Thank you very much.
04:02Thank you very much.
04:09Thank you very much.
04:55Thank you very much.
05:35Thank you very much.
06:05Thank you very much.
06:23Thank you very much.

Recommended