Skip to playerSkip to main content
  • 6 minutes ago
ନିମାପଡ଼ା(ପୁରୀ): ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ତଥା ଦୁର୍ଗାପୂଜା । ମା’ଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ପରିବେଶ । ପୁରୀ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ରୀତିନୀତି ଓ ପୂଜାଚର୍ଚ୍ଚା । ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି ପୂଜାକୁ ନେଇ ସମଗ୍ର କାକଟପୁର ଅଞ୍ଚଳରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।ମା'ଙ୍କ ମହାସ୍ନାନ ନୀତି:
ବର୍ଷସାରା ମା’ ମଙ୍ଗଳାଙ୍କ ପୀଠରେ ସାଧାରଣ ନୀତିକାନ୍ତି ଅନୁସାରେ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ । କେବଳ ପାର୍ବଣ ସମୟରେ ଅର୍ଥାତ୍ ଏହି ୧୬ ଦିନ ଧରି ମା’ଙ୍କର ସ୍ୱତନ୍ତ୍ର ଭାବେ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥାଏ । ଆଜି ଏହି ପୂଜାର ପ୍ରାରମ୍ଭରେ ମନ୍ଦିର ପରିସରରେ ରହିଥିବା ପବିତ୍ର କୂଅରୁ ୧୦୮ ଗରା ସୁବାସିତ ଜଳ ଅଣାଯାଇଥିଲା । ଏହି ଜଳରେ ମା’ ମଙ୍ଗଳାଙ୍କୁ ମହାସ୍ନାନ କରାଯିବା ପରେ ବୈଦିକ ରୀତିନୀତି ଅନୁସାରେ ସଂକଳ୍ପିତ ପୂଜାପଣ୍ଡାମାନେ ଅତି ନିଷ୍ଠାର ସହିତ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।ମା'ଙ୍କ ନୀତିକାନ୍ତି:
ଷୋଡ଼ଶ ଦିନବ୍ୟାପୀ ପୂଜା ଅବସରରେ ମା’ଙ୍କ ନିକଟରେ ପ୍ରତିଦିନ ୧୬ ପ୍ରକାରର ସ୍ୱତନ୍ତ୍ର ଭୋଗ ଲାଗି କରାଯିବାର ପରମ୍ପରା ରହିଛି । ପୂଜାର ଏହି ସ୍ୱତନ୍ତ୍ର ଦିନଗୁଡ଼ିକରେ ମା’ ବିଭିନ୍ନ ମନୋରମ ଓ ଆକର୍ଷଣୀୟ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାଆନ୍ତି । ମୁଖ୍ୟତଃ ମା’ଙ୍କ ଲାଲିକଲି ବେଶ, କଳାକଳି ବେଶ, ସିଂହବାହିନୀ ବେଶ, କାପ୍ତିଖପର ବେଶ, ତୀରକମାଣ ବେଶ ଏବଂ ମା’ ଦୁର୍ଗାଙ୍କ ବିଭିନ୍ନ ରୂପାନ୍ତରିତ ବେଶ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟିଆସିଥାନ୍ତି ।
ଆଜିଠାରୁ ଆରମ୍ଭ ହୋଇଥିବା ଏହି ପୂଜାକୁ ଦୃଷ୍ଟିରେ ରଖି ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଗାମୀ ଦିନଗୁଡ଼ିକରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିବାକୁଥିବାରୁ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଏବଂ ପାନୀୟ ଜଳ ଆଦି ବିଭିନ୍ନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେବାୟତ ଓ ପରିଚାଳନା କମିଟିର ମିଳିତ ପ୍ରୟାସରେ ଏହି ପାର୍ବଣ ପୂଜାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
 ଏହା ମଧ୍ୟ ଦେଖନ୍ତୁ: ସ୍ୟାଣ୍ଡ୍ ଆନିମେସନରେ ପ୍ରଭୁ ଶ୍ରୀ ଗଣେଶଇଟିଭି ଭାରତ, ନିମାପଡ଼ା

Category

🗞
News
Transcript
00:11I am going to raise my hand and raise my hand, and I am going to raise my hand.
00:18Today, I am going to raise my hand and raise my hand.
00:24Do the видел다면 the cause of art without disperse,
00:28it began and began editing it to describe the likeness of Mathir Haktama.
00:32Theseぃue Compared Guten FALs documentation was very interested.
00:35They were not used to remember so much in the şeks.
00:41More Mont pollution used in theujindo'sdon moment.
00:42That idea is this image using the meaning of nature.
00:43This is aARTный message of Mathir Haktama,
00:44as well as its eyes areара and mulheres of Magnetveteta
00:51Also the Thatchero습니다.
00:53And also the asynchronous Allan
01:03I think that the
01:05people have done a lot of power of the human beings.
01:13The human beings had made a lot of power in the world since the earth.
01:31foreign
01:57This is how I can live in my house in Takatpur, Tamil.
02:01I do a lot.
02:03What was this?
02:04I said, I have been thinking about it, but I have been thinking about it.
02:07I've been thinking about it.
02:08When I get to my house, I've been listening to everyone.
02:10Even when I say that I've been listening to my house, I've been listening to everyone.
02:16We don't even know what's going on.
02:19I was just trying to get to my house, but I've been walking around the street.
02:24I've been enjoying it.
02:25so
02:38so
02:55I felt like myself very found out.
03:00I was able to heal all the people.
03:03Because I helps myself,
03:05I can see my symptoms and get out.
03:07I am very patient.
03:10I have been able to heal all my hair.
Comments

Recommended