Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
Watch: କାମନା ଦେବଙ୍କ ପୀଠରେ ମେରୁଯାତ୍ରା, କଣ୍ଟାରେ ଗଡ଼ିଲେ, ନିଆଁରେ ଝୁଲିଲେ
6 months ago
ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ଉପରସାହି କାମନା ଦେବଙ୍କ ପୀଠରେ ମେରୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଣ୍ଡୁଆମାନେ ବିରାଟ ପଟୁଆରେ ଝୁଣା, ଧୂପ ଦେଇ ଠାକୁରଙ୍କୁ ସହର ପରିକ୍ରମା କରାଇଥିଲେ । ଦିନ ଦ୍ଵିପ୍ରହରରେ ଘଣ୍ଟ-ଘଣ୍ଟା, କାହାଳି, ମୃଦଙ୍ଗ, ଶଙ୍ଖ ଓ ପାରମ୍ପରିକ ବାଦ୍ୟରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ପାଣି ଦଣ୍ଡ:
ମେରୁ ଯାତ୍ରା ଉପଲକ୍ଷେ ମନ୍ଦିର ନିକଟସ୍ଥ ହରିଚନ୍ଦନ ପୋଖରୀରେ ଦଣ୍ଡୁଆ ମାନେ ପାଣି ଦଣ୍ଡ କରିଥିଲେ । ମେରୁଯାତ୍ରା ପାଇଁ ଆଗୁଆ ପୋଖରୀ ବୁଡ଼ାଇ ରଖିଥିବା କୋଇଲେଖାଁ କଣ୍ଟାକୁ କାନ୍ଧରେ ବୁହାଇ ମନ୍ଦିରର ଚତୁର୍ପାର୍ଶ୍ଵ ପରିକ୍ରମା କରିଥିଲେ । ଅପରାହ୍ନରେ ମନ୍ଦିର ସମ୍ମୁଖରେ ପ୍ରାୟ ୧୦୦ ଫୁଟ ଦୈର୍ଘ୍ୟରେ ବିଛାଯାଇଥିବା କୋଇଲେଖାଁ କଣ୍ଟାରେ ଦଣ୍ଡୁଆମାନେ ଗଡ଼ିଥିଲେ । ଭକ୍ତ ଓ ମାନସିକଧାରୀମାନେ ବହୁ ସଂଖ୍ୟାରେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଊର୍ଦ୍ଧ୍ବ ତାପଦଣ୍ଡ:
ସେହିପରି ଏହି ପୀଠରେ ଆଉ ଏକ ସ୍ଵତନ୍ତ୍ରତା ହେଉଛି ଊର୍ଦ୍ଧ୍ବ ତାପଦଣ୍ଡ । ଅର୍ଥାତ ଦଣ୍ଡୁଆମାନେ ଗୋଡ଼ ଉପରକୁ କରି ମୁଣ୍ଡ ତଳକୁ କରି ନିଆଁହୁଳାରେ ଝୁଲିବାର ପରମ୍ପରା ରହିଛି । ଦଣ୍ଡୁଆମାନେ କଣ୍ଟାରେ ଗଡ଼ିବା ପରେ ମନ୍ଦିର ସମ୍ମୁଖରେ ପ୍ରାୟ ୨ ଫୁଟ୍ ଗଭୀର ଗାତରେ ଜଳନ୍ତା ନିଆଁ ହୁଳାରେ ଗୋଡ଼ ଉପରକୁ ମୁଣ୍ଡ ତଳକୁ କରି ଝୁଲିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ଉର୍ଦ୍ଧତାପ ଦଣ୍ଡ ସମୟରେ ଉପରେ ଝୁଲା ହୋଇଥିବା ଆମ୍ବ ଗୁଡ଼ିକ ଦଣ୍ଡୁଆମାନେ ଭକ୍ତଙ୍କ ଉପରକୁ ଫୋପାଡ଼ିଥିଲେ । ଆମ୍ବ ଭୋଗ:
ବିଶ୍ଵାସ ରହିଛି ଉକ୍ତ ଆମ୍ବକୁ ନିଃସନ୍ତାନମାନେ ପ୍ରସାଦ ଭାବେ ସେବନ କଲେ ସନ୍ତାନପ୍ରାପ୍ତ ହୁଅନ୍ତି । ତେଣୁ ଏହି ପ୍ରସାଦ ପାଇବା ନିମନ୍ତେ ଭକ୍ତଙ୍କ ମଧ୍ୟରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା । ଏଠାରେ ମେରୁଯାତ୍ରା ଦେଖିବାକୁ ବହୁ ସଂଖ୍ୟାକ ଭକ୍ତ ସମାଗମ ହୋଇଥିଲା । ଉପରସାହି ଓ ବାସେଳିସାହିର ବରିଷ୍ଠ ବ୍ୟକ୍ତି, ଯୁବକମାନେ ଶୃଙ୍ଖଳିତ ମେରୁ ଯାତ୍ରା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେଇଥିଲେ । ସେହିଭଳି ଖୋର୍ଦ୍ଧା ଜିଲ୍ଲାର ଅନେକ ସ୍ଥାନରେ ମେରୁ ପର୍ବ ବେଶ୍ ଧୁମ୍ଧାମ୍ରେ ପାଳନ ହୋଇଯାଇଛି ।ଏହା ମଧ୍ୟ ପଢନ୍ତୁ:ମେରୁଯାତ୍ରା ସହ ସରିଲା ଦଣ୍ଡଯାତ୍ରା, ବ୍ରତ ସମାପନ କଲେ ଦଣ୍ଡୁଆପାରମ୍ପାରିକ ରୀତିନୀତିରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ ଶେଷହେଲା ମେରୁଯାତ୍ରା - Meru Yatra in Ganjam
ଇଟିଭି ଭାରତ, ଖୋର୍ଦ୍ଧା
Category
🗞
News
Transcript
Display full video transcript
00:00
Hello, hello, hello, hello, hello
00:39
Hello, hello, hello, hello
Show less
Recommended
3:32
|
Up next
ਪਰਵਿੰਦਰ ਸਿੰਘ ਝੋਟਾ ਕਤਲ ਮਾਮਲਾ: ਅਕਾਲੀ ਦਲ ਨੇ ਰਾਜਪਾਲ ਨਾਲ ਕੀਤੀ ਮੁਲਾਕਾਤ, ਮੁੱਖ ਮੰਤਰੀ ਮਾਨ ਨੂੰ ਬਰਖ਼ਾਸਤ ਕਰਨ ਸਣੇ ਰੱਖੀਆਂ 4 ਮੰਗਾਂ
ETVBHARAT
6 minutes ago
4:16
आपका ATM कार्ड कितना सुरक्षित? कैश निकालने से पहले 'साइबर एक्सपर्ट' से जान लें ये जरूरी उपाय
ETVBHARAT
6 minutes ago
1:27
पटना में BJP नेता पर बूथ कब्जा करने का आरोप, पोलिंग एजेंट ने प्रशासन से मांगी सुरक्षा
ETVBHARAT
6 minutes ago
0:14
विधानपरिषद MLC चुनाव: लाइन में लग कर डिप्टी सीएम ब्रजेश पाठक ने डाला वोट, ये दावा किया
ETVBHARAT
7 minutes ago
5:09
मराठवाडा पदवीधर मतदार संघात 41 उमेदवार रिंगणात, तीन लाखांहून अधिक मतदार बजावणार मतदानाचा हक्क
ETVBHARAT
9 minutes ago
9:33
మహేంద్రతనయ వడివడిగా - శరవేగంగా ఆఫ్షోర్ రిజర్వాయర్ పనులు
ETVBHARAT
10 minutes ago
2:41
अंकिता भंडारी हत्याकांड: उर्मिला सनावर ने किये ताबड़तोड़ खुलासे, CBI से कर डाली बड़ी मांग
ETVBHARAT
10 minutes ago
1:04
मंत्री बाबूलाल खराड़ी बोले- जो लोग खुद को हिंदू नहीं मानते, ऐसे लोगों का मुंह काला करके गांव से बाहर निकाल देना चाहिए
ETVBHARAT
10 minutes ago
2:29
यूपी MLC चुनाव: 11 सीटों के लिए वोटिंग जारी, 14.81 लाख मतदाता डालेंगे वोट
ETVBHARAT
13 minutes ago
2:07
मदन राठौड़ ने पूछा, प्रियंका के बेटे रेहान के नाम के साथ मां-पापा एवं दादा के बजाय राजीव गांधी का नाम क्यों?
ETVBHARAT
14 minutes ago
3:35
बिहार के गयाजी में हाफ एनकाउंटर, दारोगा के दो बेटे को बदमाशों ने मारी थी गोली
ETVBHARAT
14 minutes ago
2:11
നവമി നാളിലെ തോൽപ്പാവക്കൂത്ത്... തിരുവില്വാമലയിൽ വേറട്ട കാഴ്ചയായി ഇത്തവണ അയ്യപ്പചരിതം
ETVBHARAT
16 minutes ago
2:52
ਪੰਜਾਬ ਵਿਧਾਨ ਸਭਾ ਪਹੁੰਚੇ ਪੰਜਾਬ ਰੋਡਵੇਜ਼ ਮੁਲਾਜ਼ਮ, ਬੋਲੇ- ਜੇਕਰ ਮੰਗਾਂ ਨਹੀਂ ਮੰਨੀਆਂ ਤਾਂ...
ETVBHARAT
17 minutes ago
2:08
ब्रजरज उत्सव 2026; हेमा मालिनी की होगी प्रस्तुति, एक्टर सौरभ राज जैन करेंगे ‘मेरे कृष्ण’ नाटक को प्रेजेंट
ETVBHARAT
18 minutes ago
0:42
অন্তঃসত্ত্বা প্রেমিকাকে ছেড়ে যাওয়া অন্যায়, সমাবর্তনে তরুণদের দায়িত্বশীল হওয়ার বার্তা রাজ্যপালের !
ETVBHARAT
18 minutes ago
9:59
923.62 కోట్లతో కొత్తగా 60 కోచ్లు - పెరుగుతున్న రద్దీ తగ్గించేలా మెట్రోకు ప్రణాళికలు
ETVBHARAT
18 minutes ago
0:34
पंचकूला में स्मृति ईरानी के नेतृत्व में दूसरे दिन की बैठकें जारी, मुख्यमंत्री समेत कैबिनेट मंत्री हैं शामिल, संगठन मजबूती के लिए होगा मंथन
ETVBHARAT
19 minutes ago
1:01
अनंत सिंह के आवास पर जश्न शुरू.. जमकर आतिशबाजी, अनुज सिंह की जीत का दावा
ETVBHARAT
20 minutes ago
4:54
दिल्ली के सरकारी स्कूलों की किताबों की छपाई में 40% कमीशन का आरोप, सौरभ भारद्वाज ने उठाए सवाल
ETVBHARAT
25 minutes ago
3:16
സിസിടിവിയല്ല, പകരം വർണച്ചെടികൾ; മാലിന്യത്തിന് തടയിടാൻ കോഴിക്കോട്ടെ ഗ്രാമം
ETVBHARAT
26 minutes ago
0:44
ਪਰਵਿੰਦਰ ਸਿੰਘ ਝੋਟਾ ਇਨਸਾਫ਼ ਕਮੇਟੀ ਦੀ ਸਰਕਾਰ ਨਾਲ ਹੋਈ ਮੀਟਿੰਗ, ਜਾਣੋ ਕਿਹੜੀਆਂ ਮੰਗਾਂ 'ਤੇ ਬਣੀ ਸਹਿਮਤੀ ?
ETVBHARAT
27 minutes ago
4:38
എസ്എംഎ രോഗികൾക്ക് ജനറിക് മരുന്ന് തന്നെ നൽകും; വിവാദങ്ങൾക്ക് പിന്നിൽ വിദേശ കമ്പനികളെന്ന് മന്ത്രി കെ. മുരളീധരൻ
ETVBHARAT
33 minutes ago
2:09
कथित 500 कोटींच्या क्लिप प्रकरणाची 'SIT' चौकशी करा; मनोज जरांगे पाटील आक्रमक
ETVBHARAT
34 minutes ago
2:11
MCD के 4,000 स्वास्थ्यकर्मियों को समान काम-समान वेतन का तोहफा, मुख्यमंत्री रेखा गुप्ता ने जारी किया लाभ
ETVBHARAT
40 minutes ago
3:05
चंडीगढ़ में 17 साल के छात्र की गोली मारकर हत्या, ऑटो चालक भी घायल, सोशल मीडिया पर वीडियो वायरल होने से भड़की रंजिश
ETVBHARAT
42 minutes ago